ଓଡ଼ିଶା ଛାଡି ବିଦେଶରେ ଏବେ କିପରି ଚଳୁଛନ୍ତି ଅଭିନତ୍ରୀ Puspa Panda, ଦେଖିଲେ ଚିହ୍ନି ପାରିବେ ନାହିଁ, ଆଉ ଆଗପରି

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ଛାଡି ଏବେ ବିଦେଶ ରେ ରହୁଛନ୍ତି ଓଡିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା । ତେବେ ସେ 80 ଦଶକ ରୁ ବହୁ ସାରା ସିନେମା ରେ ଅଭିନୟ କରି ଆସୁଥିବା ବେଳେ 100 ରୁ ଅଧିକ ସିନେମା ରେ ଅଭିନୟ କରିଛନ୍ତି ପୁସ୍ପା ପଣ୍ଡା । ତେବେ ବନ୍ଧୁଗଣ ପ୍ରଥମେ ହିରୋଇନ ଭାବେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ସେ ଆସିଥିଲେ ଆଉ ସେ ପରବର୍ତି ସମୟ ରେ ମାଆ ଚରିତ୍ର ରେ ମଧ୍ୟ ଅଭିନୟ କରିଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ପୁସ୍ପା ପଣ୍ଡା ଙ୍କ ଝିଅ ଅନୁଭା ଙ୍କୁ ବି ବହୁତ ଭଲ ଭାବେ ଜାଣିଥିବେ । ତେବେ ଅନୁଭା ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ରେ 10 ରୁ ଅଧିକ ଫିଲ୍ମ ରେ କାର୍ଯ୍ୟ କରିସାରିଛନ୍ତି । ହେଲେ ବି ପୁସ୍ପା ପଣ୍ଡା ଙ୍କ ପରି ତାଙ୍କର ଝିଅ ଓଲିଉଡ ରେ ସେତେବି ସଫଳତା ପାଇ ନଥିବା ବେଳେ ଅଧିକାଶଂ ସମୟ ରେ ସେ ଜର୍ଜ ଭାବେ ରିଆଲିଟି ସୋ ମାନଙ୍କରେ ନଜର ଆସୁଥିବାର ନଜର ଆସିଥାନ୍ତି ।

Puspa

ବର୍ତମାନ ସମୟ ରେ ପୁସ୍ପା ପଣ୍ଡା ଏବଂ ତାଙ୍କର ଝିଅ ବିଦେଶ ରେ ରହୁଥିବାର ନଜର ଆସିଛନ୍ତି । ଓଡିଶା ଛାଡି ସେମାନେ ବିଦେଶ କୁ ଚାଲିଜାଇଥିବାର ନଜର ଆସିଛନ୍ତି । ଓଡିଶା ଛାଡି ବିଦେଶ ରେ ଜାଇ ରହୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ କିଛିଦିନ ହେବ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି ପୁଷ୍ପା ପଣ୍ଡା ଆଉ ତାଙ୍କ ଝିଅ ଝିଅ ଅନୁଭାଙ୍କୁ ବେଶୀ କାମ ନ ମିଳିବାରୁ ସେମାନେ ବର୍ତ୍ତମାନ ବିଦେଶରେ ରହୁଥିବାର ଶୁଣିବାକୁ ମିଳିଛି ।

ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସୁନ୍ଦର ଅଭିନୟ କାରଣ ରୁ ପୁସ୍ପା ପଣ୍ଡାଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିଛି । ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରିଥାନ୍ତି ।

Puspa Panda

ସାରା ଓଡିଶା ର ଲୋକ ମାନେ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରୁଥିବା ବେଳେ ବହୁତ ସାରା ଭଲପାଇବା ମଧ୍ୟ ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଅଭିନେତ୍ରୀ ପୁସ୍ପା ପଣ୍ଡା ଆପଣ ମାନଙ୍କୁ କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *