10 ମାସରେ 10 ଥର ଓୟୋ ନେଇ ସେ ମୋ ସହ..

oyo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର 10 ମାସର ସଂ-ମ୍ପର୍କ ସେମୋ ସହିତ ଲିଭିଙ୍ଗ୍ ରେ ରହିଥିଲେ ସତ ହେଲେ ବର୍ତମାନ ସମୟ ରେ ସେ ଦଶ ମାସରେ ଦଶ ଥର OYO ଯାଉଛନ୍ତି । ଏଠାରେ ଜଣେ ଯୁବତୀ କହିଛନ୍ତି । ମୁଁ ଛଅ ମାସ ତଳେ କୋର୍ଟ ମ୍ୟରେଜ କରିଥିଲି ହେଲେ ସେ ଏବେ କହୁଛନ୍ତି କି ସେ ଡିଭର୍ସ ଦେବେ ବୋଲି ।

ମୁଁ ତାଙ୍କ ସହିତ କୋଣ୍ଟାକ୍ଟ କରିବା ସହିତ ମୁଁ ବହୁତ ବୁଝେଇବାକୁ ବି ଚେଷ୍ଟା କରିଛି । ଏବଂ ଆମେ ମାନେ ଦଶ ମାସ ହେଲା ଲିଭିଙ୍ଗ୍ ରେ ରହିଥିଲେ ବି ସେ ପ୍ରତି ଦିନ ଝଗଡା କରି ଆସନ୍ତି ଏବଂ କୁହନ୍ତି ତୋ ରୁମ୍ କୁ ତୋ ସାଙ୍ଗ ମାନେ ନଥିଲେ ତୁ କୋଣ ପଇସା ଦେଉନାହୁଁ । ଏହି ପରି ଭାବେ ଝଗଡା କରିବା ସହିତ ବର୍ତମାନ ସମୟ ରେ ସେ କହୁଛି କି ମୋ ଘରେ କେହିବି ରାଜି ହେଉନାହାଁନ୍ତି ।

girl 1

ପ୍ରଥମ ରୁ ରାଜି ନଥିବା ବେଳେ ସେ ମୋ ସହିତ କୋର୍ଟ ମ୍ୟାରେଜ କରିଲା ହେଲେ ଏବେ କହୁଛି ଘରେ ରାଜି ହେଉ ନାହାଁନ୍ତି ମୁଁ ତତେ ଡିଭର୍ସ ଦେବି। ତେବେ ତାଙ୍କର ଘର ଲୋକ ମାନେ ଏବେ ଜାଣିଛନ୍ତି କୋର୍ଟ ମ୍ୟରେଜ ବିଷୟ ରେ । ଏବଂ ଯେତେ ବେଳେ ଲିଭିଙ୍ଗ୍ ରେ ରହିଥିଲୁ ସେତେ ବେଳେ ତାଙ୍କର ବାପା ମାଆ ଜାଣିଥିଲେ । ଏବଂ ସେହି ସମୟ ରେ ମତେ ସେମାନେ ବହୁତ ଅସଭ୍ୟ କରି କହିଛନ୍ତି ।

ତାଙ୍କ ଦାଦା ବି କହିଛନ୍ତି ଜାହା ହୋଇଛି ହୋଇଛି ତମେ ମାନେ ଜବ୍ କର ଆମେ ତୁମର ମ୍ୟରେଜ୍ କରେଇ ଦେବୁ । ହେଲେ ପରେ ଦୁଇ ଦିନ ପରେ ତାଙ୍କ ଦାଦା ଙ୍କ ଷ୍ଟେଟମେଣ୍ଟ ବି ପରିବର୍ତନ ହୋଇଗଲା । ଏହା ପରେ ମୋ କେରେକ୍ଟର କୁ ନେଇ ସେମାନେ ବହୁତ କଥା କହୁଛନ୍ତି । ଆଉ ଏବେ ମୁଁ ମୋଟେବି ଡିଭର୍ସ ଚାହୁଁନାହିଁ ଯଦି ସେ ଡିଭର୍ସ ଦେବ ତେବେ ମୁଁ କେବେବି ଏହାକୁ ଆକ୍ସେପ୍ଟ କରିବି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *