ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଣ୍ଟା ଦେଖେଇ ମାଗିଛି ଘଣ୍ଟା ଆଖି ଦେଖେଇ ମାଗିଛି ଚଶମା । କଣ ଦେଇ ମାଗୁଥିଲା ଟଙ୍କା ନାଁ ଟା ତାର ଶ୍ରଦ୍ଧା । ହଁ ଶ୍ରଦ୍ଧାଞଳୀ ବେହେରା ଯିଏକି ଅର୍ଚ୍ଚନା ର ସାଙ୍ଗ ହୋଇଥିଲା ଏବଂ ଅର୍ଚ୍ଚନା ସହିତ ସଂଙ୍ଗାତ ବସେଇ ଥିବା ବେଳେ ଅର୍ଚ୍ଚନା କଳା ସାମ୍ରାଜ୍ୟ ର ଅଧିକାରୀଣି ସାଜିବ ବୋଲି ସ୍ୱପ୍ନ ଦେଖୁଥିଲେ ।
ଅର୍ଚ୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧାଞଳୀ ଭାବିଥଲା ସେ ସେତେ ଆଗକୁ ଯିବ । ହେଲେ ଅର୍ଚ୍ଚନା ତାକୁ କୁଆଡେ ମୋହରା ବନେଇ ଦେଉଥିଲା । କୋଟି କୋଟି ଟଙ୍କା ଆଣୁଥିଲା ଦେବା ବେଳକୁ ଚିିପି ଚାପି ଦେଉଥିଲା । ଆଉ ଯେତେ ବେଳେ ଘଟଣା ଇଡି ହାତକୁ ଗଲା ଇଡି ଜଣଙ୍କ ପରେ ଜଣଙ୍କୁ ପରିସର ଭୁକ୍ତ କରିଲେ ଠିକ୍ ସେତିକି ବେଳେ ଶ୍ରଦ୍ଧା ଆସିଥିଲା ଇଡି କାର୍ଯ୍ୟାଳୟ କୁ ଆଉ ତା ପରେ ଶ୍ରଦ୍ଧା କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ ।
କାରଣ ଶ୍ରଦ୍ଧା କୁଆଡେ ଅର୍ଚ୍ଚନା ର ଘନିଷ୍ଟ ସହଯୋଗୀ ଥିଲା । ଆଉ ଯେଉଁ ହୋଟେଲ ର ଡିଲ ସମୟ ର ଭିଡ଼ିଓ ଭାଇରଲ ହୋଇଥିଲା ସେହିଥିରେ ବି ସୁନ୍ଦରୀ ନୁହେଁ ସାବନୀ ଶ୍ରଦ୍ଧା ଥିଲା । ଆଉ ଯେତେ ବେଳେ ଶ୍ରଦ୍ଧାକୁ ନେଇ କଥା ଲାଗୁଛି ସେତେ ବେଳେ ଶ୍ରଦ୍ଧାକୁ ନେଇ ଅନେକ ଗୁଡିଏ ରୋଚକ ଖବର ସୁଣିବାକୁ ମିଳୁଛି ।
ଆଉ ଏବେ କୁଆଡେ ସୁଣିବାକୁ ମିଳୁଛି ନବମ ଶ୍ରେଣୀ ରୁ 90 ପାଗଳ ହୋଇଥିଲେ ଶ୍ରଦ୍ଧା ପାଇଁ । ଆଉ ସେହି ସମୟ ରେ ଶ୍ରଦ୍ଧା ଭଲ ପାଇ କୁଆଡେ ଘଣ୍ଟା ଚଶମା ମାଗିଥିଲା । ଆଉ ଏବେ ଅର୍ଚ୍ଚନା କଥାରେ ପଡି କେତେ କଣ ମାଗିଛି ।
ଯେତେ ମାଗିଛି ସେତେ ଟଙ୍କା ପାଇଛି କି ନାହିଁ ତାହାତ ଶ୍ରଦ୍ଧା କହିବ । ହେଲେ ଅର୍ଚ୍ଚନା କିନ୍ତୁ ଶ୍ରଦ୍ଧା କୁ ନେଇ ସଂମ୍ପର୍ଣ୍ଣ ମାଲେମାଲ ହୋଇଜାଇଛି । ତେବେ ଏମିତି କିଛି କଥା ଏବେ ଚର୍ଚ୍ଚା ହେଉଛି । ସତରେ ସ୍ୱର ଉଠେଇଥିଲା ଶ୍ରଦ୍ଧା କଣ ସତରେ ସେହି ବଡ ବଡିଆ ବାବୁଙ୍କ ନାମ କହିବ ଯେଉଁ ଇଲିସି ପାଖରେ ପହଁଚିବ ଇଡି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।