ପାଣିପାଗ କୁ ନେଇ ବଡ଼ ଖବର | ଆସୁଛି ବଡ଼ ବାତ୍ୟା

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପାଣିପାଗ କୁ ନେଇ ଆସିଛି ବଡ ଖବର ପୂର୍ବରୁ ବାୟୁ ପ୍ରଭାବରେ ଆଜି ଠାରୁ ବଦଳିବ ପାଗ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ମାନଙ୍କରେ ପ୍ରଭାବ କମିବା ସହିତ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର । ଚାଲନ୍ତୁ ଜାଣିବା କେଉଁ ଜିଲ୍ଲା ଗୁଡିକୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି ।

ଅପର ପକ୍ଷରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିଂ ବଳୟ ତେବେ ବର୍ତ୍ତମାନ ସମୟ ରେ ବାତ୍ୟା ଭୟ ନଜାଉଣୁ ପୁଣି ଆସୁଛି ଲଘୁଚାପ । ତେବେ ଏହି ନେଇ ଆସନ୍ତୁ ଜାଣିନେବା ପାଣିପାଗ ବିଭାଗ କଣ କହୁଛି । ନଭେମ୍ବର 5 ତାରିଖ ସୁଧା ଉତ୍ତର ସମାନ୍ତର ରେଖାରେ ସୃଷ୍ଟି ହେବ ଏହି ଲଘୁଚାପ ବିଶୁବ ରେଖାର ଅତି ନିକଟତର ରହିଥିବା ହେତୁ ଏହା ଘନିଭୂତ ହେବାରେ ବିଳମ୍ବ ହୋଇପାରେ 8 କିମ୍ବା 9 ତାରିଖ ସୁଧା ଏହି ଘନିଭୂତ ହୋଇପାରେ ବୋଲି କିଛି ଏହି ପରି ସୂଚନା ଦେଇଛନ୍ତି ସୁରେନ୍ଦ୍ର ନାଥ ପଶୁପାଳକ ।

batya

ତେବେ ସେ କହିଛନ୍ତି ଲଘୁଚାପ ହେଲେ ଏହା ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇ ପାରେ । ହେଲେ ବର୍ତମାନ ସମୟ ରେ ବାତ୍ୟା କଥା କହିବା ସଂମ୍ପର୍ଣ୍ଣ ମୁସକିଲ ଅଟେ । ତେବେ ଏହିଠାରେ ଦୁଇଟି ମୋଡେଲ କହୁଛନ୍ତି କି ଘୃର୍ଣ୍ଣିଂ ବଳୟ ହେବାକୁ ଯାଉଛି ହେଲେ ତା ପରବର୍ତି ସମୟ ରେ କଣ ହେବ ସେହି ନେଇ କୌଣସି ମୋଡେଲ ଆକଳନ କରିନାହାଁନ୍ତି ।

ତେବେ ଆସନ୍ତା 12 ତାରିଖ ବେଳକୁ ଉର୍ଦ୍ଧଗାମି ବାୟୁ ଅନୁକୂଳ ନଥିବା ବେଳେ ବିଶେଷ ବାତ୍ୟା ହେବାର ସମ୍ଭାବନା ନଥିବା ବେଳେ । ପଶୁପାଳକ କହିଛନ୍ତି ଯଦିବି ବାତ୍ୟା ହୁଏ ତେବେ ଏହାକୁ ଏବେଠୁ କହିବା ସଂମ୍ପର୍ଣ୍ଣ ମୁସକିଲ ଅଟେ । ବର୍ତମାନ ଜାହା ଆକଳନ ହେଉଛି ପବନ ଅପେକ୍ଷା ବର୍ଷା ଅଧିକ ହେବ ତେବେ ଘୃର୍ଣ୍ଣିଂ ବଳୟ ଯଦି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରେ ତେବେ ଉପକୂଳ ଦେଇ ଆସିବ । ଏହା ପରେ ରିକର୍ଭ କରି ବାଙ୍ଗ୍ଲାଦେଶ ଆଡକୁ ମୁହାଁଇବ ।

ତେବେ ଏହା ପ୍ରାଥମିକ ଆକଳନ ବାତ୍ୟା ଏବେଠୁ ବାତ୍ୟା ହେଉ ବୋଲି ପ୍ରଶ୍ନ କିଛି କହିହେବ ନାହିଁ । ଏପଟେ ଆଜିଠାରୁ ବଦଳିବ ପାଗ ବଙ୍ଗୋପ ସାଗରରେ ପୂର୍ବାୟୁ ବାୟୁ ଗର୍ଭରେ ଆଜି ଠାରୁ ଦକ୍ଷିଣ ଓଡିଶା ର ଶୀତର ପ୍ରଭାବ କମିବା ପାଇଁ ଥିବା ବେଳେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଥିବାର ଜଣା ପଡିଛି । ତେବେ ଏହି ମଧ୍ୟରୁ ଆପଣ ମାନଙ୍କ ଜିଲ୍ଲା କେଉଁଠି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *