ବଡ଼ ଖୁସି ଖବର । ନୂଆ ଲଞ୍ଚ ହେଲା ଇ-ଟଙ୍କା ଉଠାଣ । ଡିଜିଟାଲ କରେନ୍ସି

Digital Currency

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ ଆରମ୍ଭ ହୋଇଜାଇଛି ଡିଜିଟାଲ କରେନ୍ସି ବା ଇ-ଟଙ୍କା ତେବେ ଏହି ଡିଜିଟାଲ କରେନ୍ସି ଇ-ଟଙ୍କା କଣ ଆମେ ମାନେ ପୋଷ୍ଟ ମାଧ୍ୟମରେ ଜାଣିବା ରିଜର୍ଭ ବ୍ୟଙ୍କ୍ ପକ୍ଷରୁ ପ୍ରଥମେ ପାଇକାରୀ କ୍ଷେତ୍ରରେ ଡିଜିଟାଲ ମୁଦ୍ରା ବା ଇଟଙ୍କା ପାଇଲଟ ପରିକ୍ଷଣ କରାଜାଇଛି । ଏହି କୋରେନ୍ସି ର ନାମ ରହିଛି ସବସିଟି ବା ଇ ରୁପି ।

ତେବେ ପାଇଲଟ ପରିକ୍ଷଣ୍ୟ ରେ 9 ଟି ପ୍ରମୂଖ ବ୍ୟଙ୍କ୍ ଅଂଶ ଗ୍ରହଣ କରିଛନ୍ତି । ଇ-ଟଙ୍କା ଅନ୍ତ ବ୍ୟାଙ୍କ୍ ବଜାର କୁ ଅଧିକ ଦକ୍ଷ୍ୟ କରିବ ବୋଲି ଆଶା କରାଜାଉଛି । ମାସକ ପରେ ଖୁଚୁରା କ୍ଷେତ୍ରରେ ଏହାର ପରିକ୍ଷ୍ୟଣ ହେବ କିଛି ନିର୍ଦ୍ଧିଷ୍ଟ ଗ୍ରାହାକ ଏବଂ ବ୍ୟବସାୟ କୁ ନେଇ ଏହି ପରିକ୍ଷ୍ୟଣ କରାଜାଉଛି । ତେବେ ଆସନ୍ତୁ ଏବେ ଜାଣିବା ଇ ରୁପି କଣ ?

Indian Digital Currency

ଇ-ଟଙ୍କା ହେଉଛି ପେମେଣ୍ଟର ଏକ ମାଧ୍ୟମ ଯାହା ପ୍ରଚଳନ ଥ‌ିବା ନୋଟ୍ ବା କଏନ୍ ଭଳି ବୈଧ ସାଧାରଣ ଲୋକ, ବ୍ୟବସାୟୀ, ସରକାର ଓ ଅନ୍ୟମାନେ ବ୍ୟବହାର କରିପାରିବ ଅନଲାଇନ ମାଧ୍ୟମରେ ଟଙ୍କା କାରବାର କରାଯିବ । ସହଜରେ ବ୍ୟାଙ୍କ ଖାତାରେ ଜମା କରା ଯାଇପାରିବ ଜମା ଖାତା ଖୋଲିବା ଆବଶ୍ୟକ ନାହିଁ । ନଗଦ ଟଙ୍କାରେ ମଧ୍ୟ ପରିଣତ କରାଯାଇପାରିବ ।

ସୀମାପାର ପେମେଣ୍ଟ କ୍ଷେତ୍ରରେ ଏହା ବିପ୍ଲବ ଆଣିବ କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ କାମ କରିବ ‘ଇ-ଟଙ୍କା’ କ୍ରିପ୍ଟୋକରେନ୍ସିରେ ଅନେକ ବିପଦ ଥିବା ବେଳେ ଇ-ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଇ-ଟଙ୍କା’କୁ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ରେଗୁଲେଟ କରିବେ । କୁହାଯାଉଛି କ୍ରିପ୍ଟୋକୋରେନ୍ସି ରେ ଅନେକ ବିପଦ ରହିଥିବା ବେଳେ ଇ-ଟଙ୍କାର ବ୍ୟବହାର କୈଣସି ସମସ୍ୟା ନାହିଁ । କ୍ରିପ୍ଟୋକୋରେନ୍ସି ବଦଳ ରେ ଲୋକ ମାନେ ଇ-ଟଙ୍କାର ବ୍ୟବହାର କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *