ରାସନ କାର୍ଡ ଥିଲେ ଦେଖନ୍ତୁ ବଡ଼ ଖବର |

ration

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ ଆପଣ ମଧ୍ୟ ରାସନ ସମଗ୍ରୀ ନେଉଛନ୍ତି ତେବେ ଜାଣି ରଖନ୍ତୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଆସିଛି ନୂଆ ସୂଚନା । ଖୁବ ଶୀଘ୍ର ଏମାନଙ୍କ ରାସନ କାର୍ଡ ହେବାକୁ ଯାଉଛି ବାତିଲ । କେଉଁ ମାନଙ୍କର ବାତିଲ ହେବ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଯଦି ଆପଣ ବି ଜଣେ ରାସନ କାର୍ଡ ଧାରୀ ଅଟନ୍ତି ଏବଂ ଆପଣ ମାନେ ସରକାର ଙ୍କ ମାଗଣା ରାସନ ସେବାର ଲାଭ ଉଠାଉଛନ୍ତି ତେବେ ଆପଣ ମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି । ସରକାର ଆପଣ ମାନଙ୍କ ରାସନ କାର୍ଡ ଶୀଘ୍ର ବାତିଲ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଙ୍କ ଠାରୁ ମିଳୁଥିବା ସୂଚନା ଅନୁଯାୟୀ ଦେଶରେ ଲକ୍ଷ ଲକ୍ଷ ଲୋକ ମାନଙ୍କ ମାଗଣା ରାସନ ବାତିଲ ହେବ ।

Ration card update

ଅର୍ଥାତ ବର୍ତମାନ ସମୟ ରେ ଦେଶର ଲକ୍ଷାଧିକ ଲୋକ ମାନେ ମାଗଣା ରାସନ ର ସୁବିଧା ପାଇବେ ନାହିଁ । ମାଗଣା ରାସନ ସେବାର ସୁଯୋଗ ନେଇ ଦେଶର ପ୍ରାୟ 10 ଲକ୍ଷ ଲୋକ ମାନେ ଜାଲିଆତି କରୁଛନ୍ତି ବୋଲି ସରକାର ସୂଚନା ଦେଇଛନ୍ତି । ଏହି ଲୋକ ମାନଙ୍କ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ବର୍ତମାନ ଏହି ସମସ୍ତ ଲୋକ ମାନଙ୍କ ରାସନ କାର୍ଡ ବାତିଲ ହୋଇଯିବ । ଏହା ଅଧିନ ରେ ପ୍ରାୟ 10 ଲକ୍ଷ ଲୋକ ମାନଙ୍କ ରାସନ କାର୍ଡ ଚିହ୍ନିତ ହୋଇଛି ।

NFSA ଅନୁଯାୟୀ କାର୍ଡ ଧାରୀ କିମ୍ବା ଆୟକର ଦେଉଥିବା 10 ରୁ ଅଧିକ ବଡ ଜମି ଥିବା ଲୋକଙ୍କ ନାମ ତାଲିକା ରୁ ହଟାଯିବ । କେବଳ ଏତିକି ନୁହେଁ ଏହି ପରି ଲୋକ ମାନେ ମଧ୍ୟ ମାଗଣା ରାସନ ମଧ୍ୟ ପାଇ ପାରିବେ ନାହିଁ । ସେଠାରେ ଅନେକ କାର୍ଡଧାରୀ ରହିଛନ୍ତି ଯେଉଁ ମାନେ ମାଗଣା ରାସନ ନେଇ ବ୍ୟବସାୟ କରୁଛନ୍ତି । ସେମାନଙ୍କ କାର୍ଡ ମଧ୍ୟ ବାତିଲ ହୋଇଯିବ ।

Ration card

ତେବେ ସରକାର ଙ୍କ ନିୟମ ଅନୁସାରେ ଅଯୋଗ୍ୟ ଲୋକ ମାନଙ୍କ ଡିଲର ତାଲିକା ସରକାର ଙ୍କ ପାଖକୁ ପଠାଯିବ । ଏବଂ ପରେ ଡିଲର ଏହି ଲୋକ ମାନଙ୍କୁ ରାସନ ଦେବେ ନାହିଁ । ଆଉ କେବଳ ଏତିକି ନୁହେଁ ଡିଲର ମାନେ ଏହି ପରି ଲୋକ ମାନଙ୍କ ନାମବି ଚିହ୍ନଟ କରିବେ ଏବଂ ସେମାନଙ୍କ ରିପୋର୍ଟ ଜିଲ୍ଲା ମୂଖ୍ୟାଳୟ କୁ ଦିଆଯିବ ଜାହା ପରେ ଏହି ଲୋକ ମାନଙ୍କ କାର୍ଡ ବାତିଲ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *