ପାନ କାର୍ଡ଼ ଥିଲେ ଦେଖନ୍ତୁ ବଡ଼ ଖବର |

PAN Card

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କ ପାଖେ ନିଶ୍ଚିତ ଭାବେ ପାନ କାର୍ଡ ଟିଏ ରହିଛି । ଏବଂ ଏହି ପାନକାର୍ଡରେ କିଛି ନୂଆ ନିୟମ ବା ନୂଆ ଆପଡେଟ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ଏହି କଥା ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ କି ପାନ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ୍ କରେଇବା କମ୍ପଲସରି ଅଟେ । ଏବଂ ଯଦି ଆପଣ ମାନେ ନକରିବେ ତେବେ ଆପଣ ମାନଙ୍କୁ ଫାଇନ ଲାଗିବ ।

ଏହାର ଯେଉଁ ତାରିଖ ରହିଛି ସେହି ତାରିଖ ବି ଜାଇ ସାରିଛି । ଏବେବି ଆପଣ ମାନେ ଲିଙ୍କ୍ କରିବା ପାଇଁ ଚାହିଁବେ ତେବେ ଆପଣ ମାନଙ୍କୁ 1 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ହେଲେ ତାହା ଉପରେ ମଧ୍ୟ ଆଉ ଗୋଟେ ବଡ ଅପଡେଟ ଜାହା ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣ ମାନେ ଶେଷ ଯାଏ ପଢନ୍ତୁ । ତେବେ ବର୍ତମାନ ସମୟ ରେ ଯେଉଁ ଆସୁଛି ପାନକାର୍ଡ ର ନିୟମ 2023 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ରହିଛି ଆପଣ ମାନେ 1 ହଜାର ଟଙ୍କା ଜୋରିମନା ଦେଇକରି ଆପଣ ମାନେ ଲିଙ୍କ୍ କରେଇ ପାରିବେ ।

PAN card

ହେଲେ 2023 ମାର୍ଚ୍ଚ ମାସ ପରେ ବି ଆପଣ ମାନଙ୍କ ପାନ ସହିତ ଆଧାର ଲିଙ୍କ୍ ହୋଇନଥିବ ତେବେ 10 ହଜାର ଟଙ୍କା ଜୋରିମାନା ସହିତ ଆପଣ ମାନଙ୍କ ପାନକାର୍ଡ ମଧ୍ୟ ରିଜେକ୍ଟ ହେବାର ସମ୍ଭାବନା ରହିଛି । ତେବେ ଏହା ମଧ୍ୟ ବହୁତ ବଡ ଚର୍ଚ୍ଚା ର ବିଷୟ ରହିଛି । ତେବେ ସରକାର ଏହାକୁ ନେଇ ବଡ ଘୋଷଣା କରି ଦେଇଛନ୍ତି ।

ତେବେ 2023 ମାର୍ଚ୍ଚ ମାସ ପରେ ଯଦି ଆପଣ ମାନେ ଲିଙ୍କ୍ କରି ନାହାଁନ୍ତି ତେବେ ଆପଣମାନେ ସେହି ପାନକାର୍ଡ କୁ ଯେଉଁଠି ଯେଉଁଠି ବ୍ୟବହାର କରିବେ ସେଠାରେ ବି ଆପଣ ମାନଙ୍କ କାମ ରିଜେକ୍ଟ ହୋଇଯିବ । ଜାହାଫଳ ରେ ଆପଣ ମାନଙ୍କୁ 10 ହଜାର ଟଙ୍କା ପେନାଲିଟି ଲାଗିଯିବ । ତେବେ ଯଦି ଆପଣ ମାନଙ୍କର ପାନକାର୍ଡ ରହିଛି ତେବେ ଆପଣ ମାନେ ସତର୍କ ରୁହନ୍ତୁ ଏବଂ ଏବେବି ସମୟ ରହିଛି ଲିଙ୍କ୍ କରେଇ ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *