ଆସିଲା ବଡ଼ ଖୁସି ଖବର । କିଷାନ ଯୋଜନାରେ ପୁଣି ଖାତାକୁ ଆସିବ ଟଙ୍କା । ଏବେ ହିଁ ଦେଖନ୍ତୁ…

Kisan Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନାରେ ହୋଇଛି ବଡ ପରିବର୍ତନ ଯଦି ଆପଣ ମାନେ ପିଏମ୍ କିଶାନ ଯୋଜନା ର ହୀତାଧିକାରୀ ତେବେ ତେବେ ଆପଣ ମାନଙ୍କ ପାଇଁ ଆସୁଛି ଏବେ ବଡ ଖବର ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଉପରେ ନଜର ପକେଇବା ତେବେ ନିକଟ ରେ ପ୍ରଧାନ ମନ୍ତ୍ରୀ ମୋଦି ସମସ୍ତ ଯୋଗ୍ୟ ହୀତାଧିକାରୀ ଙ୍କୁ 2000 ଟଙ୍କା ଲେଖାଏଁ ଟ୍ରାନ୍ସଫର କରିଛନ୍ତି ।

ତେବେ କିଛି ଲୋକ ମାନଙ୍କ ଏକାଉଣ୍ଟ କୁ ଏହି ଟଙ୍କା ଏପର୍ଯ୍ୟନ୍ତ ଆସିନଥିବା ଜାଣିବାକୁ ମିଳୁଛି । ତେବେ ପିଏମ କିଶାନ ଯୋଜନା ର ହୀତାଧିକାରୀ ଆସନ୍ତା ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରି ପାରନ୍ତି । ତେବେ ଯେଉଁ ମାନେ ଏହି ଡକ୍ୟୁମେଣ୍ଟ କୁ ନେଇ ସନ୍ଦେହ ଘେରରେ ରହିଛନ୍ତି । ସେମାନେ ଏହାର ଚେକିଂ ମଧ୍ୟ କରି ପାରିବେ ।

pm

ହେଲେ ପୁରୁଣା ଫର୍ମାଟ ରେ ଏବେ ଏହାର ଚେକିଂ କରାଜାଇ ପାରିବ ନାହିଁ । ତେବେ ଏହି ବେନିଫିସାରୀ ଷ୍ଟାଟସ ଚେକ୍ କରିବାର ନୂଆ ନିୟମ ଅର୍ଥାତ ପରିବର୍ତନ କରିଛନ୍ତି ସରକାର ଏଣିକି ଆଧାର କାର୍ଡ ରେ ବେନିଫିସାରି ଷ୍ଟାଟସ ଚେକ୍ କରି ପାରିବେ ନାହିଁ ହୀତାଧିକାରୀ ।

ତେବେ ପିଏମ୍ କିଶାନ ଯୋଜନା ରେ ଏହି ବଡ ପରିବର୍ତନ କରିଛନ୍ତି ସରକାର ଏବେ ଆଧାର କାର୍ଡ ପରିବର୍ତେ ରେଜଷ୍ଟର ମୋବାଇଲ ନମ୍ବର ଜରିଆରେ ହୀତାଧିକାରୀ ମାନେ ଚେକ୍ କରି ପାରିବେ ନିଜର ଷ୍ଟାଟସ ଏହିଥି ପାଇଁ ଏହା ଏକ ନୂଆ ନିୟମ ଲାଗୁ କରି ଦେଇଛନ୍ତି କେନ୍ଦ୍ର ସରକାର ଏହା ସହିତ କିଶାନ ଯୋଜନା ରେ ଆଉ ଏକ ନୂଆ ଲିଷ୍ଟ ମଧ୍ୟ ଜାରି ହୋଇଛି ।

ଆପଣ ମାନେ ଯଦି ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ ଜାହାର ଲିଙ୍କ୍ ମଧ୍ୟ ଆମେ ଏଠାରେ ଆପଣ ମାନଙ୍କୁ ପ୍ରଦାନ କରିଛୁ ଆପଣ ମାନେ ଜାଇ ନିଶ୍ଚିତ ଭାବେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *