ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ପ୍ରଥମ ଖବର ଟି ହେଉଛି । ଓଡିଶା ରେ ଭୂକମ୍ପ ଭୟ ସମ୍ବେଦନ ଶୀଳ ଜୋନ ରେ ଓଡିଶା ର ସତଟି ସହର । ଇଣ୍ଡନେସିଆ ର ନିକଟ ରେ ଶହ ଶହ ଲୋକ ମାନଙ୍କର ଜିବନ ନେଇଛି । ହୋଇଥିବା ଭୂମିକମ୍ପ ରେ ମୃ-ତକ ମାନଙ୍କ ସଂଖ୍ୟା 250 ପାର କରିଛି ।
କିଛି ଦିନ ତଳେ ନେପାଳ ଭୂମିକମ୍ପ ରେ ମଧ୍ୟ ସତାଧିକ ଲୋକ ମାନେ ପ୍ରାଣ ହରେଇଛନ୍ତି । ଏହି ଘଟଣା ପରେ ଭୂମିକମ୍ପ ଜୋନ ରେ ରହିଥିବା ଓଡିଶାରେ ରାଜଧାନୀ ଭୁବନେଶ୍ୱର ସହିତ 7 ଟି ସହର ବାସିନ୍ଦା ଙ୍କ ମନରେ ଛନକା ପସିଛି । ଯଦିଓ ଓଡିଶା ଭୂମିକମ୍ପ ର ଅତି କମ୍ବେଦନ ଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ । ତଥାପି ବଙ୍ଗୋପସାଗର ନିକଟ ରେ ରହିଥିବା ଓଡିଶା ପାଇଁ ସମ୍ଭୋଦନ ଶୀଳ ଅଟେ ।
ରାଜ୍ୟରେ 6 ଗୋଟି ଉପକୂଳ ବର୍ତ୍ତି ଜିଲ୍ଲାର 22 ଟି ବ୍ଲକ୍ କୁ ସୁନାମୀ ଅଞ୍ଚଳ ଭାବେ ଚିହ୍ନଟ କରାଜାଇଛି । ତେବେ ଏହା ମଧ୍ୟରେ ଭୁବନେଶ୍ୱର , କଟକ , ସମ୍ବଲପୁର , ବ୍ରହ୍ମପୁର, ପୁରୀ ,ବାଲେଶ୍ୱର , ଓ ଭଦ୍ରକ ଆଦି ରହିଛି । ତେବେ ଅନୁରୂପ ଭାବେ ପାରାଦ୍ୱୀପ , ଢେଙ୍କାନାଳ , ଅନୁଗୁଳ , ବରଗଡ ମଧ୍ୟ ଏହି ତାଲିକା ରୁ ବାଦ ପଡିନାହିଁ ।
ତେବେ ପରବର୍ତି ଖବର ଟି ହେଲା ଖୁବ ଶୀଘ୍ର ନିଯୁକ୍ତି ହେବେ 7540 ହାଇ ସ୍କୁଲ ଶିକ୍ଷକ । ଡିସେମ୍ବର 11 ରୁ ଆବେଦନ ପକ୍ରିୟା ଆରମ୍ଭ ହେବ । 7540 ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି । OSSC ୱେବ ପୋର୍ଟାଲ ରେ ଏହି ସଂମ୍ପର୍କିତ ବିଜ୍ଞ୍ୟପ୍ତି ପ୍ରକାଶ ହୋଇଛି । ଡିସେମ୍ବର 9 ରୁ ଜାନୁଆରୀ 11 ତାରିଖ ମଧ୍ୟରେ ଆବେଦନ ତାରିଖ ଧାର୍ଯ୍ୟ ହୋଇଛି । ତେବେ ଆସାଇ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମ ରେ ଆବେଦନ କରି ପାରିବେ ।
ତେବେ ପ୍ରକାଶ ପାଇଥିବା 7540 ପଦବୀ ମଧ୍ୟରେ TGT ବର୍ଗ ର 1970 ଟି ପୋଷ୍ଟ ରହିଥିବା ବେଳେ PCM ବା ବିଜ୍ଞାନ ର 1419 , ସିବିଁଜେଡେକ୍ ର 1205 ଟି ପଦ ରହିଛି । ସେହି ପରି ଉଚ୍ଛ ବିଦ୍ୟାଳୟ ପାଇଁ ହିନ୍ଦି ରେ 1352 ଟି ପଦରେ ନିଯୁକ୍ତି ବିଜ୍ଞ୍ୟପ୍ତି ପ୍ରକାଶ ପାଇଥିବା ବେଳେ 723 ସଂସ୍କୃତ , 6 ତେଲୁଗୁ , 841 ବିଡି , ଏବଂ 24 ଟି ଉର୍ଦ୍ଧୁ ଶିକ୍ଷକ ପଦ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।