ଛାତ୍ରଛାତ୍ରୀ ଙ୍କୁ ମିଳିବ ଟଙ୍କା ସରକାରଙ୍କ ନୂଆ ଯୋଜନା |

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଆଉ କିଛି ନୂଆ ଯୋଜନା ଛାତ୍ରଛାତ୍ରୀ ପାଇଁ କିଛି ନୂଆ ଯୋଜନା ର ଶୁଭାରମ୍ଭ କରିଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ଟଙ୍କା । ତେବେ କଣ ରହିଛି ଏହି ଯୋଜନା ର ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ।

ଏବେ ଭଲ ପାଠ ପଢୁଥିବା ଛାତ୍ରଛାତ୍ରୀ ପାଇବେ ପୁରସ୍କାର । ଏପରି କି ମୋ ସ୍କୁଲ ଭଲ ପାଠ ପଢୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ପୁରସ୍କୃତ ହେବେ । ଶୁରଭି 2022 ରେ ଉଦ୍ଜାପନ ଉତ୍ସବରେ ବୁଧବାର ମୂଖ୍ୟମନ୍ତ୍ରୀ ଶିକ୍ଷା ପାଇଁ ପରସ୍କାର ଘୋଷଣା କରିଛନ୍ତି ।

nabina

ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରଥମ ଥର ଲାଗି ରାଜ୍ୟରେ ଏହି ପରି ଘୋଷଣା କରିଛନ୍ତି । ଏହି ନେଇ 100 କୋଟି ଟଙ୍କାର ବେୟ ବରାଦ କରାଜାଇଛି । ଏହା ସହିତ ପାଠ ପଢା ପ୍ରତି ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଙ୍କ ଉତ୍ସାହିତ କରାଜାଇ ପାରିବ ।

ରାଜ୍ୟ ସ୍ତରିୟ ଶିଶୁ ମହତ୍ସବ ଶୁରଭି ଉତ୍ଜାପନୀ ସମାରୋହ ଅବସର ରେ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ର ଶୁଭାରମ୍ଭ କରିଛନ୍ତି । ଶିକ୍ଷାର ଉତ୍କର୍ଷ ପାଇଁ 5T ରୁପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ ପାଇଁ 100 କୋଟି ଟଙ୍କାର ପୁରସ୍କାର ଘୋଷଣା କରାଜାଇଛି ।

ପ୍ରତି ବର୍ଷ 50 ହଜାର ଛାତ୍ରଛାତ୍ରୀ ସହିତ ସରପଞ୍ଚ ଶିକ୍ଷକ ପୁରାତନ ଛାତ୍ରଛାତ୍ରୀ ସ୍କୁଲ କମିଟି ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ । ଏହି ଅବସର ରେ ମୂଖ୍ୟ ମନ୍ତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଏବଂ ମାଧ୍ୟମିକ ଶିକ୍ଷାପରିଶଦ ପାଇଁ ଡିଜି ଲକର ବ୍ୟବସ୍ତା ର ମଧ୍ୟ ଶୁଭାରମ୍ଭ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *