10 ମ ପିଲାଙ୍କ ପାଇଁ ସରକାରଙ୍କର ବଡ ଘୋଷଣା ।

10th child

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଆସୁଛି କିଛି ବଡ ଖବର ଜାହା ଆପଣ ମାନେ ଜାଣି ରଖିବା ନିହାତି ଜରୁରୀ ଅଟେ । ଏପଟେ ମେଟ୍ରିକ ର ସମେଟିଭ ୱାନ ପରିକ୍ଷା ଆରମ୍ଭ ହୋଇଜାଇ ଥିବା ବେଳେ ଶିକ୍ଷା ବର୍ଷ 2022-23 ରେ ମୂଲ୍ୟାୟନ ପକ୍ରିୟା କେମିତି ରହିବ ସେହି ନେଇ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଅପଡେଟ ।

ତେବେ ବନ୍ଧୁଗଣ ଆରମ୍ଭ ହୋଇଜାଇଛି ମେଟ୍ରିକ ସମେଟିଭ ୱାନ ପରିକ୍ଷା ସେହିଥି ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି । ବିଭିନ୍ନ ନୋଡାଲ ସେଣ୍ଟର କୁ ମଧ୍ୟ ପ୍ରଶ୍ନ ପତ୍ର ପଠେଇ ଦିଆଜାଇଛି । ତେବେ ପରିକ୍ଷା କୁ ସୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କୁଆର୍ଡ ମଧ୍ୟ ଗଠନ ହୋଇଛି ।

school Staff

ତେବେ ଚଳିତ ଥର ସମେଟିଭ ୱାନ ଏବଂ ସମେଟିଭ ଦୁଇ ପରିକ୍ଷା ସହିତ ଇଣ୍ଟରନାଲ ଆସୋସମେଣ୍ଟ ପରିକ୍ଷାରୁ ପରିକ୍ଷାର୍ଥି ଙ୍କ ମାର୍କ ମୂଲ୍ୟାଙ୍କନ ହେବ । ଏହା ସହିତ 540712 ଜଣଛାତ୍ର ଛାତ୍ରୀ ଙ୍କୁ 3029 ଟି କେନ୍ଦ୍ର ରେ ପରିକ୍ଷା ଦେବେ ।

ତେବେ ସେହି ପରି ମଧ୍ୟମା ରେ 2914 ଜଣ ପରିକ୍ଷାର୍ଥି ଙ୍କ ପାଇଁ 108 ଟି କେନ୍ଦ୍ର ରହିଥିବା ବେଳେ ଅପନ ସ୍କୁଲ ସାର୍ଟିଫିକେଟ ପାଇଁ 7181 ଜଣ ପରିକ୍ଷାର୍ଥି 46 ଟି କେନ୍ଦ୍ର ରେ ପରିକ୍ଷା ଦେବେ । ଆଉ ଏହା ସହିତ ନକ୍ସନ ପ୍ରଭାବିତ ସେଣ୍ଟର ର 22 ଟି ନୋଡାଲ ସେଣ୍ଟର କରାଜାଇଛି । ଯେଉଁଥିରେ କନ୍ଧମାଳ 7 ଟି ମାଲକାନା ଗିରି 10 ଟି କୋରାପୁଟ 5 ଟି ଥାନାକୁ ସାମିଲ କରାଜାଇଛି ।

school

ଚଳିତ ବର୍ଷ ସ୍କୁଲ ଠାରୁ 10 କିଲୋମିଟର ଭିତରେ ସବୁ ସେଣ୍ଟର ହୋଇଛି । ତେବେ ପରିକ୍ଷା 10 ରୁ ଆମରମ୍ଭ ହୋଇ ମଧ୍ୟନ ଯାଏ ଚାଲିବ କେବଳ ଗଣିତ ପରିକ୍ଷା ଦିନ ଅଧିକ 15 ମିନିଟ ସମୟ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *