ସରକାରଙ୍କ ବଡ ଘୋଷଣା – ପଇସା ପାଇବା ପାଇଁ କରି ଦିଅନ୍ତୁ ଏହି କାମ

money

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଇ ଶ୍ରମ କାର୍ଡ ନିହାତି ଭାବେ ଜାଣିଥିବେ । ଏମିତି କି ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ମାନେ ଇ ଶ୍ରମ କାର୍ଡ ବନେଇ ଥିବେ । ତେବେ ଏହି ଇ ଶ୍ରମ କାର୍ଡ ରେ ଆସିଜାଇଛି ଏକ ବଡ ଅପଡେଟ । ତାହା କେମିତି ଆପଣ ମାନେ ଚେକ୍ କରିବେ । ଏବଂ ଆପଣ ମାନଙ୍କୁ ଅଫିସିଆଲ ୱେବସାଇଟ ମଧ୍ୟ କେମିତି ଭିଜିଟ କରିବେ । ତେବେ ଯେଉଁ ମାନେ ଅସଙ୍ଗଠିତ ଶ୍ରମିକ ରହିଛନ୍ତି ସେମାନେ ବନେଇ ପାରିବେ ।

ତେବେ ପ୍ରଧାନ ମନ୍ତ୍ରୀ ବିମା ଯୋଜନା ଅଧିନ ରେ ଏକ ବର୍ଷ ଯାଏ ମିଳୁଛି ବେନିଫିଟ । ଦ୍ୱାତିୟ ରେ ଯେଉଁମାନେ ବିକଳାଙ୍ଗ ହୋଇଯିବେ ସେମାନଙ୍କୁ 2 ଲକ୍ଷ ଟଙ୍କା ଆଶିଂକ ବିକଳାଙ୍ଗ କ୍ଷେତ୍ର ରେ 1 ଲକ୍ଷ ଟଙ୍କା ଏହା ବ୍ୟତିତ ସରକାର ଆପଣ ମାନଙ୍କୁ ଯୋଗାଯୋଗ ରେ ରଖିବେ ଯେକୈଣସି ନୁଯୁକ୍ତି କ୍ଷେତ୍ର ରେ ବି ଆପଣ ମାନଙ୍କୁ ନିଯୁକ୍ତି ମିଳିବ ।

shram card

ଏହା ସହିତ ଆପଣ ମାନେ ଏହି କଥା ବି ଜାଣିଥିବେ ଏହି ଇ ଶ୍ରମ କାର୍ଡ ଯୋଜନା ଅଧିନ ରେ ମାନଧନ ରେ ବି ପଇସା ମିଳୁଛି । ତେବେ ଆପଣ ମାନେ ସେହ ଇ ଶ୍ରମ ଯୋଜନା ଅଧିନ ରୁ ମାନଧନ ଯୋଜନା ର ଆବେଦନ କରି ପାରିବେ । ଠିକ୍ ସେମିତି ଆପଣ ମାନେ ଇ ଶ୍ରମ କାର୍ଡ ମଧ୍ୟରୁ ବି ଆପଣ ମାନଙ୍କୁ ଜବ୍ ମଧ୍ୟ ପାଇ ପାରିବେ । ଯାହାକି କିଛି ଅପଡେଟ ଆସିଛି ଜାହା ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ।

ଆପଣ ମାନେ ଚାହିଁଲେ ଇ ଶ୍ରମ ର ଅଫିସିଆଲ ୱେବସାଇଟ କୁ ଜାଇ ପାରିବେ ଏବଂ ସେଠାରେ ଆପଣ ମାନେ ମାନ ଧନ ଯୋଜନା ଆପ୍ଲାୟ କରିବା ସହିତ ଆପଣ ମାନେ ଲୁକିଂ ଫର ଆଫ୍ରେଣ୍ଟିସ ଏବଂ ଲୁକିଂ ଫ ଜବ୍ ରହିଛି ଆପଣ ମାନେ ସେଠାରେ କ୍ଲିକ୍ କରି ପାରିବେ ଏବଂ ସେଠାରେ ଆପଣ ମାନେ ନିଶ୍ଚିତ ଭାବେ କଣ କଣ ନିଯୁକ୍ତି ବାହାରୁଛି ସେହି ସବୁ କୁ ନିଶ୍ଚିତ ଭାବେ ଦେଖି ପାରିବେ । ଏବଂ ଆପଣ ମାନେ ଏହି ସବୁ କୁ ନେଇ ଏଠାରୁ ନିଜର ମନ ପସନ୍ଦର ର ଭେକେନ୍ସିଜ୍ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *