ପୁଣି ଆସିଲା ଖୁସି ଖବର । LIC ରେ ମିଳିବ ନୂଆ ସୁବିଧା । ଶିଘ୍ର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ଗ୍ରାହାକ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର । ଯଦି ଆପଣ ମାନେ ବି LIC ରେ ନିବେଶ କରୁଛନ୍ତି । ତେବେ ହେବାକୁ ଯାଉଛି ଆଉ ଏକ ବେନିଫିଟ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଉପରେ ନଜର ପକେଇବା । ଲାଇଫ ଇନସୁରାନ୍ସ କୋର୍ପୁରେସନ ଅଫ ଇଣ୍ଡିଆ ଅଥବା LIC ରେ ଏହାର ଅଂଶୀଦାର ଙ୍କୁ ନିଭିଡେଣ୍ଟ କିମ୍ବା ପୂର୍ଣ୍ଣ ସେୟାର ପ୍ରଦାନ କରିବାକୁ ଯୋଜନା କରୁଛି ।

ବିଭିନ୍ନ ଉତ୍ସଗୀ ଗୁଡିକ ରୁ ଏହି ସୂଚନା ମିଳୁଛି ଯେ ଏହାର ନିବିଶେକ ମାନଙ୍କୁ ନିଭିଡେଣ୍ଟ କିମ୍ବା ବୁନୋସ ଦେବାକୁ LIC ଘୋଷଣା କରିବାକୁ ଯାଉଛି । ଏହିଥି ପାଇଁ ପୋଲିସି ଧାରୀ ଙ୍କୁ ପାଣ୍ଠୀ ରୁ ପ୍ରାୟ 22 ବିଲିୟନ ଟଙ୍କା ରେ ଯୋଜନା ପ୍ରସ୍ତୁତ କରାଜାଉଛି । ପ୍ରକୃତ ରେ LIC ଏହାର ଅଂଶ ଧନ ମୂଲ୍ୟରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନେବାକୁ ବିଚାର କରୁଛି । ଜାହା ଫଳରେ ଷ୍ଟକ୍ ରେ ନିବେଶକ ଙ୍କ ଆତ୍ମବିଶ୍ୱାସ ରହିବ ।

lic

ଚଳିତ ବର୍ଷ ମେ ମାସରେ LIC ର ଷ୍ଟକ୍ ମାର୍କେଟ ରେ ତାଲିକା ଭୁକ୍ତ ହୋଇଥିଲା । ତେବେ ତାଲିକା ଭୁକ୍ତ ହେବା ପରଠାରୁ ଷ୍ଟକ୍ ରେ 35 ପ୍ରତିଶତ ରୁ ଅଧିକ ହ୍ରାସ ପାଇଁ ନିବେଶକ ଙ୍କ ପାଇଁ 2.23 ବିଲିୟନ ଟଙ୍କା କ୍ଷେତି ଘଟାଇଛି । ତେବେ ବଡ ସୂଚନା ମୁତାବକ ବହତ ଶୀଘ୍ର LIC ଧାରକ ଙ୍କୁ ଡିଭିଡେଣ୍ଟ କିମ୍ବା ବୁନୋସ ମଧ୍ୟ ଆସିବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *