ଝିଅମାନେ ଭାବୁଛନ୍ତି ପୁଅମାନେ ଯଦି ଦୁ-ଷ୍କ-ର୍ମ କରୁଛନ୍ତି ତେବେ ଆମେ ବି କରିବା… ଝାଡି ଦେଇଗଲେ Liza, ଦେଖନ୍ତୁ video

Liza

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପଞାବ ରେ ଚମଡା କମ୍ପାନୀ ରେ କାମ କରୁଥିବା ଏକ ଯୁବକ ଙ୍କୁ ଚାରିଜଣ ଝିଅ ମିଶି ଅପହରଣ କରିବା ଏବଂ ପରେ ତାଙ୍କ ସହିତ ଦୁ-ସ୍କ-ର୍ମ କରିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ନେଇ ବର୍ତମାନ ସମୟ ରେ ଲିଜା ବହୁତ ସୁନ୍ଦର ଯୁକ୍ତି ଉପସ୍ଥାପନା କରିଥିଲେ । ତେବେ ବନ୍ଧୁଗଣ ଯୁବକ ଜଣଙ୍କ ଦୁ-ସ୍କ-ର୍ମ ହେବା ପରେ ଲୋକଲଜ୍ୟା ଭୟରେ ସେ ପୋଲିସ ପାଖକୁ ଜାଇନାହାଁନ୍ତି । ହେଲେ ପଞାବ୍ ପୋଲିସ ଏହି ଘଟଣା ର ମାମଲା ରୁଜୁ କରି ନିଜ ତରଫ ରୁ ତଦନ୍ତ ଆରମ୍ଭ କରିଛନ୍ତି ।

ପୀଡିତ ଯୁବକ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କ ସହିତ ଦୁ-ସ୍କ-ର୍ମ କରିଥିବା ଯୁବତୀ ମାନେ ଉଚ୍ଚ ଶିକ୍ଷିତ ବୋଲି ଜଣା ପଡୁଥିଲେ । କାରଣ ସେମାନେ ଇଂରାଜୀ ରେ କଥା ହେଉଥିଲେ । ସମସ୍ତଙ୍କର ବୟସ 20 ରୁ 25 ମଧ୍ୟରେ ହେବ । ଏହା ନିହାତି ଭାବେ ଭାରତ ପ୍ରତି ନିନ୍ଦନିୟ ଘଟଣା ଅଟେ । ତେବେ ବନ୍ଧୁଗଣ ପୂର୍ବରୁ ଆନ୍ତର୍ଜାତୀୟ ସ୍ଥରରେ ଏମିତି ଘଟଣା ହୋଇସାରିଛି । ତେବେ 2017 ରେ ଆଫ୍ରିକା ରେ ଏମିତି ଘଟଣା ସାମ୍ନାକୁ ଆସିଥିଲା ।

ଭାରତୀୟ ଆଇନ ଅନୁଯାୟୀ IPC ଧାରା ସେକ୍ସନ 375 ଅନୁଯାୟୀ ଜଣେ ପୁରୁଷ କେବଳ ଦୁ-ଷ୍କ-ର୍ମ ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବ । ମହିଳା ପୁରୁଷ ଙ୍କୁ ରେ-ପ୍ କରି ପାରିବେ ନାହିଁ କି ମହିଳା ଅନ୍ୟ ଜଣେ ମହିଳା ଙ୍କୁ ରେ-ପ୍ କରି ପାରିବେ ନାହିଁ । ଏହା ସହିତ ଭାରତ ରେ ଲିଙ୍ଗଗତ ସମାନତା କୁ ପ୍ରାଧାନ୍ୟ ଦିଆଯିବ ବୋଲି ସବୁବେଳେ କୁହାଯାଏ ।

girl l

ଆଜିର ସମାଜରେ ନାରୀମାନେ ଯଦି ଦୁ-ଷ୍କ-ର୍ମର ଶୀକାର ହେଉଛନ୍ତି ତେବେ ପୁରୁଷମାନେ ମଧ୍ୟ ଦୁ-ଷ୍କ-ର୍ମର ଶୀକାର ହେଉଛନ୍ତି । କିନ୍ତୁ ପୁରୁଷମାନେ ନିଜ ସ୍ଵର ଉଠାଇ ପାରୁନାହାନ୍ତି । ଆମର ନ୍ୟାୟ ବ୍ୟବସ୍ଥା ରେ ମହିଳା ମାନଙ୍କୁ ବେଶି କିଛି ସୁବିଧା ଦିଆଜାଇଛି । ସେହିଥିରେ ଲିଙ୍ଗ ଗତ ସମାନତାର ନାରା ଦିଆଯାଉଛି କିନ୍ତୁ କେଉଁଠି ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉନି । ଯେଉଁଥି ପାଇଁ ଆଜି ଏଭଳି ଏକ ଲଜ୍ଜାଦାୟୀ ଘଟଣା ଘଟିଛି ।

ଦୁ-ଷ୍କ-ର୍ମର ଶୀକାର ହେବା ପରେ ମଧ୍ୟ ପୁରୁଷଟି ତା ତରଫରୁ ଯାଇ ମାମଲା ରୁଜୁ କରିବାକୁ ଲଜ୍ୟା କରୁଛି । ତେବେ ବର୍ତ୍ତମାନ ସମୟରେ ନ୍ୟାୟ ଓ ସତ୍ୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ତେଣୁ ଆମର ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଅଧିକ ତର୍ଜମା କରି ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଏ ମାମଲାରେ ପୁରୁଷଙ୍କୁ ଯେପରି କଠୋର ଦଣ୍ଡ ଦିଆଯାଉଛି ସେ ଝିଅମାନଙ୍କୁ ମଧ୍ୟ ସେପରି ଦଣ୍ଡ ଦିଆଯିବା ଆବଶ୍ୟକ ।

ଆଜିକାଲି ଝିଅଙ୍କ ଚିନ୍ତାଧାରା ଏଭଳି ହୋଇଗଲାଣି ସେମାନେ ଭାବିଥିବେ ଯଦି ପୁଅମାନେ ଦୁ-ଷ୍କ-ର୍ମ କରୁଛନ୍ତି ତେବେ ଆମେ ବି ଦୁ-ଷ୍କ-ର୍ମ କରିବା । ସବୁ ଖରାପ ବିଷୟ ରେ ଆଜିର ସମୟ ରେ ପୁଅ ଝିଅ ମାନେ ଲିପ୍ତ ରହୁଛନ୍ତି । ତେବେ ନିଶ୍ଚିତ ଭାବେ ଆଇନ ବ୍ୟବସ୍ଥା କଡାକଡି କରିବା ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *