ସକାଳ ଭୋର୍ ୫ଟାରେ ଉଠୁଥିଲେ ଏହି ସଙ୍କେତ ମିଳିଥାଏ – ଆଜିର ଅନୁଚିନ୍ତା |

anuchinta

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଭୋର୍ 5 ଟା ରୁ ସାତଟା ଭିତରେ ନିଦ ଭାଙ୍ଗେ ତେବେ ମାନସିକ ସ୍ତରରେ କମଜୋର ଥିବାର ସୂଚନା ହୋଇଥାଏ ତେଣୁ ଯୋଗଅଭ୍ୟାସ କରିବାଦ୍ୱାରା ମଙ୍ଗଳକାରୀ ହୋଇଥାଏ । ଯଦି ରାତି 3 ଟା ରୁ ଭୋର୍ 5 ଟା ମଧ୍ୟରେ ନିଦଭାଙ୍ଗେ ତେବେ ଶୁଭ ହୋଇଥାଏ ଏବଂ ଏହି ସମୟରେ ଈଶ୍ୱରଙ୍କ ଆାଧନା କରିବା ଦ୍ୱାରା ମଙ୍ଗଳକାରି ହୋଇଥାଏ ।

ଯଦି ରାତି 3 ଟା ଆଖାପାଖି ନିଦଭାଙ୍ଗେ ତେବେ କୌଣସି ଦିବ୍ୟଶକ୍ତି ଜାଗୃତ କରାଇବାର ସଂଙ୍କେତ ହୋଇଥାଏ ଏବଂ ଏହି ସମୟରେ ଈଶ୍ୱର ଆରାଧନା କରିବାଦ୍ୱାରା କଲ୍ୟାଣକାରି ହୋଇଥାଏ । ଯଦି ରାତି ଗୋଟାଏରୁ ଦୁଇଟା ଭିତରେ ନିଦ ଭାଙ୍ଗେ ତେବେ କୌଣସି ଅଜଣା ଶକ୍ତି ଆପଣଙ୍କ ଆଖପାଖରେ ରହିଥିବାର ସଂଙ୍କେତ ମିଳିଥାଏ ଏବଂ ଏହି ଶକ୍ତି ଆପଣଙ୍କ ଜୀବନର ଉଦ୍ଦେଶ୍ୟ ପାଇଁ ଜାଗୃତ କରିଥାଏ ।

jitu das

ଯଦି ରାତି ଏଗାରରୁ ଗୋଟାଏ ଭିତରେ ନିଦଭାଙ୍ଗେ ତେବେ ମନଅସ୍ଥିର ରହିଥିବାର ସଂଙ୍କେତ ପ୍ରାପ୍ତ ହୋଇଥାଏ ତେଣୁ ଶୋଇବା ପୂର୍ବରୁ ମନରୁ ନକରାତ୍ମକ ଚିନ୍ତା କରିବା ଅନୁଚିତ୍ । ଯଦି ଶୋଇବା ପରେ ରାତି ଏଗାରଟା ଭିତରେ ନିଦଭାଙ୍ଗେ ତେବେ ଏହା କୌଣସି ଚିନ୍ତାର ଲକ୍ଷଣ ହୋଇଥାଏ ତେବେ ଶୋଇବା ପୂର୍ବରୁ ଥଣ୍ଡା ପାଣିରେ ମୁହଁଧୋଇ ଶୋଇବାଦ୍ୱାରା ଲାଭପ୍ରାପ୍ତ ହୋଇଥାଏ ।

ଯେଉଁ ଲୋକଙ୍କ ନାକ ଲମ୍ବା ଏବଂ ନାକର ଅଗ୍ରଭାଗ ଛୋଟ ହୋଇଥାଏ ସେମାନେ ଅହଙ୍କାରୀ ହୋଇଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟ ଚତୁରଭାବରେ କରିବା ସହିତ ସ୍ୱାର୍ଥ ସ୍ୱଭାବର ହୋଇଥାନ୍ତି । ଯେଉଁ ଲୋକଙ୍କ ର ମସ୍ତକ ବଡ ଏବଂ ସୁନ୍ଦର ଚେହେରା ହୋଇଥାଏ ତେବେ ଶୁଭ ହୋଇଥାଏ ଏବଂ ସେମାନେ ଦିବ୍ୟଜ୍ଞାନ ଯୁକ୍ତ ବ୍ୟକ୍ତି ହୋଇଥାନ୍ତି ଏବଂ ଲୋକ କଲ୍ୟାଣକାରି ହେବାସହିତ ପରଉପକାର କରିଥାନ୍ତି ।

ଯେଉଁ ଲୋକଙ୍କ ର ଲଲାଟ ଉଚ୍ଚା ହୋଇଥାଏ ତେବେ ଶୁଭ ହୋଇଥାଏ ଏବଂ ସେମାନେ ଧନପ୍ରାପ୍ତି କରିବା ସହିତ ତେଜସ୍ୱୀ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ଲୋକଙ୍କ ର ମୁଣ୍ଡର ଅଗ୍ରଭାଗରେ ବାଳନଥାଏ ଅର୍ଥତ୍ ଆଗଚନ୍ଦା ହେବା ସହିତ କେଶର ଲହର ପଛକୁ ଯାଇଥାଏ ସେମାନେ ଧନବାନ , ଯୁକ୍ତଶିଳ , ଚତୁର ଏବଂ ସର୍ବକାର୍ଯ୍ୟରେ ସିଦ୍ଧିପ୍ରାପ୍ତ କରିଥାନ୍ତି ।

ଯେଉଁ ପୁରୁଷ ଲୋକଙ୍କ ଛାତିରେ ଅଧିକ ଏବଂ ଘନବାଳ ରହିଥାଏ ସେମାନଙ୍କର ସ୍ୱଭାବ ସରଳହେବା ସହିତ ଉତ୍ତମ ସ୍ୱଭାବ ଯୁକ୍ତ ହୋଇଥାନ୍ତି । ମହିଳା ମାନଙ୍କ ହାତରେ କିମ୍ବା ଗୋଡରେ ଅଧିକ ବାଳ ରହିଥିଲେ ଅଶୁଭ ହୋଇଥାଏ ଏବଂ ସେମାନଙ୍କ ଜୀବନରେ ଦୁର୍ଭାଗ୍ୟର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *