ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଣିକି ପ୍ରତି ପଞ୍ଚାୟତ ରେ ନିଯୁକ୍ତି ପାଇବେ 10 ଅନ୍ୟାନ୍ନ 10 ସରକାରୀ କର୍ମଚାରୀ । ଗ୍ରାମ ସ୍ୱରାଜ ଆଡ଼କୁ ଆଉ ପାଦେ ସରକାର ଙ୍କ ପକ୍ଷ ରୁ ଆସୁଛି ଆଉ କିଛି ବଡ ଘୋଷଣା । ଜାହାକି ଏବେ ପ୍ରତି ପଞ୍ଚୟାତ ରେ ମିଳିବ 10 ଜଣଙ୍କୁ ନିଯୁକ୍ତି । ଭାରତ କୁ ବିକାଶ ପକ୍ରିୟା ଯୋଗେଇବା କୁ ହେଲେ ବିକାଶ ପକ୍ରିୟା ଗ୍ରାମାଞ୍ଚଳ ରୁ ଆରମ୍ଭ ହେବା ଜରୁରୀ ଅଟେ ।
ମହାତ୍ମାଗାନ୍ଧୀ ଙ୍କ ଗ୍ରାମ୍ୟ ସ୍ୱରାଜ ର ପରିକଳ୍ପନା କୁ ସାକାର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟ ରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହାକୁ ତ୍ୱରାନ୍ନିତ କରିବା ଲାଗି ହାତକୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ରାଜ୍ୟର ପ୍ରତ୍ୟୋକ ପଞ୍ଚାୟତ କୁ ସ୍ୱୟଂ ସମୃଦ୍ଧ ଏବଂ ସ୍ୱୟଂ ସମୃଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଛି ନକ୍ସା ।
ତେବେ ପ୍ରତ୍ୟୋକ ବ୍ୟକ୍ତି ଙ୍କ ପାଖରେ ସରକାରୀ ସୁବିଧା ଯୋଗେଇବା ପାଇଁ ଯେଉଁ ସୁବିଧା ରଖା ଜାଇଛି । ତାହାର କାର୍ଯ୍ୟାୟନ ପାଇଁ ପ୍ରତି ପଞ୍ଚାୟତ ରେ ଅନ୍ୟାନ୍ନ 10 ଜଣ ସରକାରୀ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା ରହିଛି । ନିକଟରେ କେବିନେଟ ବୈଠକ ରେ ଗ୍ରାମାଞ୍ଚଳ ର ବୈଠକ ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ପରିଶଦ ଏବଂ ଜିଲ୍ଲା ଉନ୍ନୟନ ସଂସ୍ଥା DRDO ସମିଶ୍ରଣ କରାଜାଇଛି ।
ଜାହା ଫଳ ରେ ରାଜ୍ୟ ସରକାର ଙ୍କ ସମସ୍ତ ଯୋଜନା ଏବଂ ସାଧାରଣ ଲୋକ ମାନଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ । ସବୁ ପ୍ରତିନୀଧି ଙ୍କୁ ଗୁରୁତ୍ୱା ଦେବା ଆହୁରୀ ବୃଦ୍ଧି ପାଇବ । ତେବେ ପ୍ରତିଟି ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ସମସ୍ତ ସୁବିଧା ପହଁଚେଇବା ପାଇଁ ରାଜ୍ୟ ସରକାର ପଞ୍ଚୟତ ସ୍ଥରରେ ପ୍ରାୟ 10 ହଜାର ନିଯୁକ୍ତି ପ୍ରଦାନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।
ତେବେ ଆସନ୍ତା 2023-24 ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ମାନ ପ୍ରସ୍ତୁତ ହେବାକୁ ଥିବା ବେଳେ ଏହି ଯୋଜନା ଅଧିନ ରେ ପ୍ରତି ପଞ୍ଚାୟତ ରେ 10 ଜଣଙ୍କୁ ମିଳିବ ନୁଯୁକ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।