ବାପା ପ୍ରଫେସର ,ଝିଅ ବିକୁଛି ପକୁଡି |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା ଜଣେ ପ୍ରଫେସର ମାଆ ଚଲାଉଛନ୍ତି ପବ୍ଲିକ୍ ସ୍କୁଲ । ଘରେ ଅଚାଳଚଳ ସଂମ୍ପତୀ ହେଲେ ଝିଅ କୁ ଦେଖନ୍ତୁ ଦହିବରା ଆଳୁଦମ୍, ପାମ୍ପଡି ଚାର୍ଟ , ପକୁଡୀ ସାଙ୍ଗକୁ କାକରା ଭଳି ଖାଦ୍ୟର ପସରା ଭଳି ଅନେକ କିଛି ଦେଉଛନ୍ତି । ତେବେ ଆପଣ ମାନେ ଭାବୁଛନ୍ତି କି ଯୁବତୀ ଜଣଙ୍କ ଆତ୍ମନିର୍ଭଶୀଳ ପାଇଁ ଏମିତି କରୁଛନ୍ତି ।

ନାଇଁ ବନ୍ଧୁଗଣ କାରଣ ଆସ୍ୟୁକ୍ତା ପଣ୍ଡା ନାମକ ଏହି ଯୁବତୀ ଜଣଙ୍କ ଘରର ଚଳଣୀ ବହୁତ ସ୍ୱଚ୍ଛଳ ଅଟେ । ଆଉ ସେ ନିଜେବି ସ୍ୱବଲମ୍ବି ଅଟନ୍ତି IFCO ରେ ଉଚ୍ଛ ବେତନ ରେ ଚାକିରୀ ବି କରିଛନ୍ତି । ତେବେ ଆସ୍ୟୁକ୍ତା କଣ ପାଇଁ ଖାଦ୍ୟ ଷ୍ଟଲ ନେଇ ବିକ୍ରୀ କରୁଛନ୍ତି ତାହାକୁ ନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ ।

girl 1

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଷ୍ଟଲ ରୁ ଉପାର୍ଜିତ ହେଉଥିବା ଧନ ନିଜ ପାଇଁ ନୁହେଁ ବରଂ ଏହା ବରଂ ଅନାଥ ପିଲାଙ୍କ ସହିତ ସ୍ତ-ନ କର୍କଟ ରୋଗୀ ମାନଙ୍କ ପାଇଁ ଅଟେ । ଏହିଥି ପାଇଁ ଏହି ପରି କରୁଛନ୍ତି ଆସ୍ୟୁକ୍ତା । ପିଲା ବେଳୁ ଅସହାୟ ଏବଂ ଅନାଥ ଶିଶୁ ମାନଙ୍କୁ ସହାୟତା ଯୋଗେଇବା କୁ ସେ ସବୁବେଳେ ଆଗରେ ଥାଆନ୍ତି ।

ଚାକିରୀ କରି ବ୍ୟସ୍ତ ରହୁଥିବା ବେଳେ ସେହିଥିରୁ ବାହାରି ଅନ୍ୟ ମାନଙ୍କ ପାଇଁ କିଛି କରିବା ପାଇଁ ଆଶା ବଲେଇ ଥିବା ବେଳେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ । ସେହିଥି ପାଇଁ ସେ ଭୁବନେଶ୍ୱର ମେଳା ରେ ଖୋଲିଛନ୍ତି ଏହି ଷ୍ଟୋଲ । ଆଉ ଷ୍ଟୋଲ ରେ ତାଙ୍କ ଘର ତିଆରି ଭଳିକି ଭଳି ପିଠା ସାଙ୍ଗକୁ ଚଟପତି ପାଟି ସ୍ୱାଦିଆ ଖାଦ୍ୟ ସାମଗ୍ରୀ ବି ମିଳୁଛି ।

daughter

ସେହି ପରି କାର୍ତ୍ତିକ ମାସ ପାଇଁ ଏଠାରେ ବିନା ପିଆଜ ରସୁଣ ରେ ବି ଖାଦ୍ୟ ଦେଇଛନ୍ତି ଆସ୍ୟୁକ୍ତା । ତେବେ ଏହି ଥିରୁ ଜାହାବି ଲାଭ ମିଳିବ ସେହିସବୁ କୁ ଆସ୍ୟୁକ୍ତା ଢେଙ୍କାନାଳ ର ଏକ ଅନାଥ ଆଶ୍ରମ କୁ ଦାନ କରିବେ ତବେ ବନ୍ଧୁଗଣ ଆପଣ ମାନଙ୍କୁ ଆସ୍ୟୁକ୍ତା ଏହି ପରି କାର୍ଯ୍ୟ କେମିତି ଲାଗୁଛି ନିଶ୍ଚିତ ମତାମତ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *