ପ୍ରେମରେ ପଡିଲେ ଅର୍ଚ୍ଚିତା, ମୁଁ ଅନେକ ଥର ଆସିଛି, ଯେବେଯେବେ ଆସିଛି ସମସ୍ତଙ୍କ ଭଲ ପାଇବା ମିଳିଛି

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଯିଏକି ଅର୍ଚ୍ଚିତା ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ବନ୍ଧୁଗଣ ଏବେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଛି କି ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ କୁଆଡେ ପ୍ରେମ ହୋଇଯାଇଛି ।

ତେବେ ବନ୍ଧୁଗଣ ଅଭିନେତ୍ରୀ ଅର୍ଚ୍ଚିତା କେବେ ଓ କାହା ସହ ପ୍ରେମ ହେଇଛି ତାହା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ନିକଟ ଅତିତରେ ପବିତ୍ର ମାସ କାର୍ତ୍ତିକ ମାସରେ ମାତା କାଳି ଙ୍କ ର ପୂଜା ଉତ୍ସବ ପାଳନ କରାଯାଇଛି । ତେବେ ଆମ ରାଜ୍ୟ ଓଡିଶା ର ଜିଲ୍ଲା ଯାହାକି ଯାଜପୁର ରେ ଏହି କାଳି ପୂଜା ବେସ ଧୂମ ଧାମ ରେ ପାଳନ କରାଯିବାର ଦେଖିବାକୁ ମିଳିଛି ।

archata

ତେବେ ଏଠାକାର ଏକ ପର୍ବ ଅନୁସାରେ ଏହି ସ୍ଥାନ ରେ କାଳି ପୂଜା ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆଦି ଆୟୋଜିତ କରାଯାଏ । ତେବେ ଏହି ବର୍ଷ ମଧ୍ୟ କାଳି ପୂଜା ରେ ମଧ୍ୟ ବିଭିନ୍ନ ପ୍ରକାର ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଆଣି ଏଠାରେ କାର୍ଯ୍ୟ କ୍ରମ ଆୟୋଜିତ କରାଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା କି ଏଠାକୁ ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ ପର୍ଯ୍ୟନ୍ତ ସମସ୍ତ କଳାକାର ଏଠାକୁ ଷ୍ଟେଜ ରେ ପ୍ରଗାମ ପାଇଁ ଆସିଥାନ୍ତି ।

ତେବେ ଏହି ଅବସର ରେ ଆମର ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ଯିଏକି ଅର୍ଚ୍ଚିତା ମଧ୍ୟ ଏଠାକୁ ତାଙ୍କର କଳା ପ୍ରତିଭା ଦେଖାଇବା ପାଇଁ ଆସିଥିଲେ ଏବଂ ଏଠାରେ ଏଭଳି କାର୍ଯ୍ୟକ୍ରମ ଦେଖି ତାଙ୍କୁ ଏହି ସ୍ଥାନ ପ୍ରତି ପ୍ରେମ ହୋଇଯାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଅଭିନେତ୍ରୀ ଅର୍ଚ୍ଚିତା କେମିତି ଲାଗନ୍ତି ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *