ଅର୍ଚ୍ଚନାଙ୍କ ଫଣା ମୋଡ଼ିବାକୁ ED ହେଲା ରେଡି, ୪ ଜଣଙ୍କ ନାଁରେ ଏତଲା ଦାୟର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ର ନାଗ ଫାସର ପୋଲ ଖୋଲିବ ପ୍ରବର୍ତନ ନିର୍ଦ୍ଧେଶାଳୟ ବା ଇଡି । ତେବେ ଇଡି ଏହା ମଧ୍ୟରେ ତିନି ଜଣଙ୍କୁ ସୋମନ କରିଛି । ତେବେ ଅର୍ଚ୍ଚନା ନାଗ , ସ୍ୱାମୀ ଜଗବନ୍ଧୁ , ତା ସହିତ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞଳୀ ବେହେରା । ତେବେ ଶ୍ରଦ୍ଧାଞଳୀ ସେହି ଝିଅ ଯିଏକି ଖଣ୍ଡଗିରି ଥାନା ରେ ଅର୍ଚନା ଙ୍କ ବରୋଧ ରେ ଆଣିଥିଲେ ଅଭିଯୋଗ । ଯେ ତାଙ୍କୁ ସେ-କ୍ସ କାରବାର ରେ ଲଗାଉଛନ୍ତି ଅର୍ଚ୍ଚନା ଏବଂ ତାଙ୍କ ଦ୍ୱାରା ବାଧ୍ୟ କରି ଅକ୍ଷୟ ପରିଜା ଙ୍କୁ 3 କୋଟି ଟଙ୍କା ମାଗିଛନ୍ତି ।

ଖଗେଶ୍ୱର ପାତ୍ର ଜାହାଙ୍କ କାର ସୋ ରୁମ୍ ରେ କାମ କରୁଥିଲେ ଦିନବନ୍ଧୁ । ଆଉ ଏହା ପରେ ତାଙ୍କର ହଠାତ ଏମିତି ଲଟେରୀ ଲାଗିଲା ସେ କୋଟିପତି ପାଲଟି ଗଲେ । ଆଉ ଦୁଇ ମୂଖ୍ୟ ଚରିତ୍ର ରାଜା ରାଣୀ ମାନେ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ । ଯିଏକି ଭୁବନେଶ୍ୱରେ ସତ୍ୟ ନଗରରେ ବିଳାଶ ପୂର୍ଣ୍ଣ ଜିବନ ଜାପନ କରୁଥିଲେ । ଆଉ ସମସ୍ତଙ୍କର ଘଣ୍ଟିକା ଥିଲା ତାଙ୍କ ହାତରେ ।

Jagbandhu Archana

ତେବେ ନେତା ମନ୍ତ୍ରୀ , ସିନେ ପ୍ରୋଜଜକ ଏମିତି ଅନେକ ବଡବଡିଆ ଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । ଇଡି ପୂର୍ବରୁ ପୋଲିସ ଠାରୁ ଅର୍ଥାତ ଖଣ୍ଡଗିରି ଥାନା ରେ ଯେଉଁ ଆଫାୟାର ଦାୟର ହୋଇଥିଲା । ତାହାର କପି ଗ୍ରହଣ କରିସାରିଛନ୍ତି । ଏବଂ ଏହା ପରେ ଏହି ଚାରିଜଣଙ୍କୁ ଇଡି ଘାଣ୍ଟିବ ଏବଂ ଅର୍ଚ୍ଚନା ଙ୍କ ଏକାଉଣ୍ଟ ରୁ ଶେଷ ଟ୍ରାଞାକ୍ସନ ରେ 35 ଲକ୍ଷ ଟଙ୍କା ଉଠେଇ ନିଆଜାଇ ଥିବା କଥା RBI ସୂଚନା ଦେଇଥିଲା ।

କମିଶନ ରେଟ ପୋଲିସ ବି RBI ଚିଠି ଲେଖିଥିଲେ ଏହି ସବୁ ମଧ୍ୟରେ ତାଙ୍କର ଆର୍ଥିକ ଦେଣ ଲେଣ ର କଣ କନେକ୍ସନ ରହିଛି ତାହା ଜାଣିବା ପାଇଁ । ଏବଂ ଏହି ମଧ୍ୟରେ ତାଙ୍କର ଗେମ୍ ପ୍ଲାନ ମଧ୍ୟରେ ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତଥା ଶ୍ରଦ୍ଧାଞଳୀ ଙ୍କୁ କେତେ ଟଙ୍କା ଦେଇଥିଲେ । ସେହି ସବୁ ଏବେ ତଦନ୍ତ ରୁ ବାହାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *