ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲକ୍ଷେ ପ୍ରକାର ର ଔଷଧ ଫେଲ ହୋଇଯିବ ଏହି ଗୋଟିଏ ପତ୍ର ଆଗରେ । ଏହାକୁ ଅନାବନା ଗଛ ଭାବିବାର ଭୁଲ କରନ୍ତୁ ନାହିଁ , ଆଜିର ଏହି ପୋଷ୍ଟ ମାଧ୍ୟମ ରେ ଏକ ସାଧାରଣ ପତ୍ର ର ଉପକାରିତା ବିଷୟ ରେ ଜଣାଇବୁ । ଏହାକୁ ଆପଣ ଙ୍କ ର ଆଖ ପାଖରେ ନିହାତି ଦେଖିଥିବେ । ଅନେକ ଥର ଆପଣ ଏହି ପତ୍ର ର ଫାଇଦା ନଜାଣି ଏହି ଗଛ କୁ ଉପାଡି ଦେଇଥାନ୍ତି । ତେବେ ଏହି ଗଛକୁ ଅମରପୋଇ ଗଛ କୁହାଯାଏ କାରଣ ଏହି ପତ୍ର କେବେ ହେଲେ ମରି ନଥାଏ ।
ତେବେ ଯଦି ଆପଣ ଙ୍କୁ ବାରମ୍ବାର ପରିଶ୍ରା କରିବା ସମୟ ରେ ଜଳନ୍ୱ ହେଉଛି ବା ଯଦି ଆପଣ ଙ୍କ ର କିଡିନି ଷ୍ଟୋନ ଭଳି ସମସ୍ୟା ରହିଛି , ଯଦି ଆପଣ ଙ୍କ ର ମୁଣ୍ଡ ବିନ୍ଧୁଅଛି , ଯଦି ଆପଣ ଙ୍କ ଆଖି ବିନ୍ଧୁ ଅଛି ତେବେ ଆଜିର ଆପଣ ମାନେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଏହି ଅମରପୋଇ ପତ୍ର ର ଏକ ଏମିତି ଉପଚାର ବିଷୟ ରେ ବତାଇବୁ ଯାହା ଦ୍ୱାରା ଆପଣ ଏହାକୁ ବନାଇ ଖାଇବା ଦ୍ୱାରା ଆପଣ ଙ୍କ ର ଶରୀର ର ସମସ୍ତ ପ୍ରକାର ରୋଗ ଭଲ ହୋଇଯିବ । ତେବେ ଯଦି ଆପଣ ମାନଙ୍କ ର ମୁଣ୍ଡ ବିନ୍ଧା ଭଳି ସମସ୍ୟା ରହିଥାଏ ତେବେ ଆପଣ ମାନେ ଏହି ପତ୍ର କୁ ବାଟି ତାର ଲେପନ ମୁଣ୍ଡ ରେ ଲଗାନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ର ମୁଣ୍ଡ ବିନ୍ଧା କମିଯାଇଥାଏ ।
ଆଉ ଯଦି ଆପଣ ମାନଙ୍କ ର ଆଖି ବିନ୍ଧା ଭଳି ସମସ୍ୟା ରହୁଥାଏ , ତେବେ ଆପଣ ମାନେ ଏହି ପତ୍ର ର ରସ ପିଅନ୍ତୁ ଏବଂ ତାର ଲେପନ ଆଖି ଉପରେ ଲଗାନ୍ତୁ । ଆଉ ଯଦି ଆପଣ ଙ୍କ ର ପରିଶ୍ରା ସମୟ ରେ ପରିଶ୍ରା ଘର ଜଳନ ହେଉଥାଏ , ତେବେ ଆପଣ ମାନେ ଏହାର ରସ ପିଅନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ର ପରିଶ୍ରା ଘର ର ଜଳନ୍ୱ କମିଥାଏ ।
ଆଉ ଯଦି ଆପଣ ଙ୍କ ର କିଡିନ ରେ ଷ୍ଟୋନ ଭଳି ସମସ୍ୟା ରହିଥାଏ ତେବେ ଆପଣ ମାନେ ଏକ ପାତ୍ର ରେ ଦୁଇ କପ ପାଣି ନେଇ ସେଥିରେ ଏହାର ଦୁଇଟି ପତ୍ର କୁ ନେଇ ତାହାକୁ ଗରମ କରନ୍ତୁ ଏବଂ ଯେତେବେଳେ ଦୁଇ କପ ପାଣି ଏକ କପ ରେ ପରିଣତ ହେବ ଆପଣ ମାନେ ସେତେବେଳେ ତାହାକୁ ଉହ୍ଲାଇ ଆଣି ତାକୁ ଥଣ୍ଡା କରି ତାକୁ ଛାଣି ପିଅନ୍ତୁ , ତେବେ ଆପଣ ମାନେ ଏହା 15 ଦିନ ପର୍ଯ୍ୟନ୍ତ କରିବା ପରେ ଆପଣ ମାନେ ଜାଣି ପାରିବେ କି ଆପଣ ଙ୍କ ର କିଡିନି ରେ ରହିଥିବା ଷ୍ଟୋନ ଧିରେ ଧିରେ ମିଳେଇ ଯିବ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।