ପୁଣି ହେଲା ଲ-ଙ୍ଗ-ଳା ନାଚ । ଖାଇଲେ ନିର୍ଧୁମ ଛେଚା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଧା ଲ-ଙ୍ଗ-ଳା ଡ୍ରେସ ପିନ୍ଧି ରାନୀ କରୁଥିଲେ ଡେନ୍ସ ଆଉ ଏହି ସମୟରେ ଜଣେ ଦର୍ଶକ ତାଙ୍କ ଉପରକୁ ଚପଲ ଫିଙ୍ଗି କରିଛନ୍ତି ସ୍ୱାଗତ । ଜାହା ମଧ୍ୟ ଆପଣ ମାନେ ଦେଖି ପାରୁଥିବେ କେମିତି ଯାତ୍ରାରେ ଅ-ଶ୍ଳୀ-ଳ ଡେନ୍ସ କରିବା ସମୟ ରେ ଫିଙ୍ଗା ଜାଇଛି ତାଙ୍କ ଉପରକୁ ଚପଲ । ତେବେ ଇଏ ହେଉଛନ୍ତି ସେହି ରାନୀ ଏବଂ ଏହି ଦୃଶ୍ୟ ହେଉଛି ଭଦ୍ରକର ।

ତେବେ ଭଦ୍ରକ ରେ ଏବେ କାଳୀପୂଜା ଜାରି ରହିଥିବା ବେଳେ ସେଠାରେ ଯାତ୍ରାବି ଅନୁଷ୍ଟିତ ହୋଇଛି । ତେବେ ଏହି ଯାତ୍ରାରେ ରାନୀ କରୁଥିଲେ ହଟ ଡେନ୍ସ । ତେବେ ଏହି ପରିସ୍ଥିତିରେ ଚାରିଆଡେ ସମସ୍ତ ଦର୍ଶକ ବସି ଦେଖୁଥିବା ସମୟ ରେ ଦେଖନ୍ତୁ ଜଣେ କେମିତି ତାଙ୍କ ଉପରକୁ ଚପଲ ଫିଙ୍ଗି କରିଛନ୍ତି ସ୍ୱାଗତ ଯେମିତି ଡେନ୍ସ କୁ ସେମିତି ମଧ୍ୟ ଚପଲ ଫିଙ୍ଗା ଜାହା ମଧ୍ୟ ଦେଖି ପାରୁଥିବେ ଆପଣ ମାନେ କି ଧିରେ ଧିରେ କେଉଁ ଭଳି ଭାବେ ନାମ କମେଇବା ପାଇଁ କରିବାକୁ ଯାଉଥିବା ଅ-ଶ୍ଳୀ-ଳ ଡେନ୍ସ ରେ ଉପଯୁକ୍ତ ଶାସ୍ତି ମଧ୍ୟ ମିଳୁଛି ସେମାନଙ୍କୁ ।

ahapala

ତେବେ ଏଠାରେ ଚପଲ ଫିଙ୍ଗି ସେମାନଙ୍କୁ କରାଜାଉଛି ସାବାଡ । ତେବେ ଭଦ୍ରକ ର କାଳୀପୂଜା ର ଯାତ୍ରା ପେଣ୍ଡାଲ ରେ ଏବେ ଏଭଳି ଏକ ଗଣ୍ଡଗୋଳ ଦେଖିବା ପାଇଁ ମିଳିଛି ଯାହାକି ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଏକ ଯୁବତୀ ଜଣକ ଯାତ୍ରା ଷ୍ଟେଜ ରେ ଛୋଟ ଛୋଟ ଡ୍ରେସ ପିନ୍ଧି ରେକର୍ଡ ଡ୍ୟାନ୍ସ ନାଚୁ ଥିବା ବେଳେ ଯାତ୍ରା ଦେଖୁ ଥିବା ଜଣେ ମହିଳା ତାଙ୍କ ଉପରେ ଚପଲ ଫିଙ୍ଗିଛନ୍ତି ।

ମହିଳା ଜଣଙ୍କ ଏଭଳି କାମ କରିବାରୁ ସେଠାରେ ମହିଳା ଙ୍କ ସହ ବହୁତ ବଡ଼ ଝଗଡ଼ା ଦେଖିବା ପାଇଁ ମିଳିଥିଲା | ଯାହାକି ମହିଳା ଜଣଙ୍କ ର ଏପରି କାମ ପାଇଁ ଷ୍ଟେଜ ଉପରକୁ ଯାଇ କି ପାଟି ତୁଣ୍ଡ କରି ଥିଲେ । ତେବେ ମହିଳା ଜଣଙ୍କ ଯୁବତୀ ଙ୍କୁ ଅର୍ଦ୍ଧ ନ-ଗ୍ନ ଅବସ୍ଥାରେ ରହିଥିବାର ଦେଖି ଏମିତି ରାଗି ଯାଇ ଚପଲ ମାରି ଥିଲେ ନା କାରଣ କିଛି ଅଲଗା ରହିଥିଲାଥିଲା । ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *