Finally😍 ହିନ୍ଦୀରେ Release ହେବ ଦମନ ମୁଭି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ଓଡିଆ ଫିଲ୍ମ ପାଇଁ ନିଜ ରାଜ୍ୟରେ ହଲ ଠିକ୍ ସେ ମିଳୁନଥିଲା ସେହି ଫିଲ୍ମ ଏବେ ଦେଶ ସାରା ଚର୍ଚ୍ଚା ରେ ରହିଛି । କେବଳ ଦେଶ ନୁହେଁ ଦେଶ ବାହାରେ ବି ଏହି ଫିଲ୍ମ ର ଚର୍ଚ୍ଚା ଚାଲିଛି । ବାବୁସାନ ଙ୍କ ଦମନ ଚଳଚିତ୍ର ରେ ଏକ ଯୁବ ଡାକ୍ତର ଙ୍କ କାହାଣୀ ଦେଖିବା ପାଇଁ ମିଳିଛି । ତେବେ ଏଠାରେ ଜଣେ ଯୁବ ଡାକ୍ତର ମଫସଲ ଅଞ୍ଚଳ ରେ ମେଲେରିଆ ମସା ର ଅନ୍ଧ ବିଶ୍ୱାସ ଠାରୁ ଦୂରଉଛି ।

କେବଳ ଓଡିଆ ଦର୍ଶକ ନୁହେଁ ହିନ୍ଦି ମଧ୍ୟ ଏହି ଫିଲ୍ମ ର ବାହା ବାହା ଚାଲିଛି । କେବଳ ସବଟାଇଟେଲ ଦେଖି ପ୍ରେଖାଳୟ କୁ ଲୋକ ଫିଲ୍ମ ଦେଖିବାକୁ ଆସୁଛନ୍ତି । ଆପଣ ମାନଙ୍କୁ କହି ରଖିବୁ ହାଇଦ୍ରାବାଦ , କର୍ଣ୍ଣଡ ଏବଂ ବେଙ୍ଗାଲୋର ରେ ଏହି ଫିଲ୍ମ ହାଉସ ଫୁଲ ଯାଉଛି । ଲୋକ ମାନେ ପ୍ରଚୁର ମାତ୍ରା ରେ ଏହି ଫିଲ୍ମ ଦେଖିବାକୁ ଆସୁଛନ୍ତି । ତେବେ ବହୁତ ବଡ କଳାକାର ବି ଏହି ଫିଲ୍ମ କୁ ସୋପର୍ଟ କରିବାକୁ ଆଗକୁ ଆସୁଛନ୍ତି । ଜାହା ଫଳ ରେ ସବୁ ରାଜ୍ୟରେ ଏହି ଫିଲ୍ମ ର ସୋ ମିଳିବାକୁ ଲାଗୁଛି ।

film Daman

ମୁମ୍ବାଇ ରେ ଗୋଟିଏ ଦୁଇଟି ସୋ ଆଗରୁ ଲାଗୁଥିବା ବେଳେ ଏବେ ମୁମ୍ବାଇ , କଲିକତା , ଚେନ୍ନାଇ , ବେଙ୍ଗାଲୋର ଆଦି ସବୁ ଆଡେ ଏହାର ସୋ ଲାଗୁଛି । ତେବେ ଏହା ସହିତ ଏବେ ଦିଲ୍ଲୀ NCR ରେ ମଧ୍ୟ ଏହି ସୋ ଲାଗିଥିବାର ଦେଖିବା ପାଇଁ ମିଳିଥିବା ବେଳେ ଏବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି ।ତେବେ ଆଗରୁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ପରି ଲୋକ ମାନେ କହୁଥିଲେ କି ସେମାନଙ୍କୁ ଆଉ ଓଡିଆ ଫିଲ୍ମ ଦେଖିବା ପାଇଁ ପସନ୍ଦ ଆସୁନାହିଁ ଆଉ ସେମାନଙ୍କୁ ସାଉଥ ଫିଲ୍ମ ହିଁ ଦେଖିବା ପାଇଁ ପସନ୍ଦ ଆସୁିଛି ।

ତେବେ ଏଠାରେ ଏହି ଫିଲ୍ମ ଏହି ପରି ଭାବେ ଚାଲିବା ପରେ ନିଶ୍ଚିତ ଭାବେ ବନ୍ଧୁଗଣ ଆମେ କହି ପାରିବା କି ପ୍ରଡ୍ୟୁସର ମାନଙ୍କର ହିଁ କେଉଁଠି ନା କେଉଁଠି ଭୁଲ ରହିଛି ବୋଲି । ଯେଉଁଥି ପାଇଁ ସେମାନେ ୱେଷ୍ଟର୍ଣ୍ଣ୍ନ ଫିଲ୍ମ ବନଉଥିବା ବେଳେ ଏହି ପରି ଫିଲ୍ମ ଦମନ ପରି କେହିବି ବନଉ ନାହାଁନ୍ତି ।

ତେବେ ଏହି ଫିଲ୍ମ IMDB ରେ ସର୍ବାଧିକ ରେଙ୍କ୍ ସହିତ ସୋ କରୁଛି । ଏହା ସହିତ ବହୁତ ଲୋକ ମାନେ ଆମ ଦେଶର ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ବି ସଜେଷ୍ଟ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫିଲ୍ମ କେମିତି ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *