ଦମନ ହଲ୍ ପ୍ରିଣ୍ଟ, ୟୁଟ୍ୟୁବ୍ ରେ ପକେଇ ଓଡ଼ିଆ ସିନେମା ମାରି ଦିଅନ୍ତୁ ନାହିଁ।

Daman 2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏତେ ଦିନ ପରେ ଆମେ ସମସ୍ତେ ଆନ୍ଦୋଳନ କରୁଥିଲେ କି ଓଡିଆ ସିନେମା ଇଣ୍ଡଷ୍ଟ୍ରୀ ରେ କେତେ ବେଳେ ଗୋଟେ ନୂଆ ସୂର୍ଯ୍ୟ ଉଦୟ ହେବ । ଆମେ ଗୋଟେ ସୁନ୍ଦର ଫିଲ୍ମ ଜାଇ ହଲ ରେ ବସି କରି ଦେଖିବା । ମତେ ଲାଗୁଛି ବର୍ତମାନ ସମୟ ରେ ସେହି ସ୍ୱପ୍ନ ଆମର ପୂରଣ ହୋଇଛି ବୋଲି । ଏବଂ ବିଶେଷ କରି ଏହି ଫିଲ୍ମ ରେ ବାବୁସାନ ଙ୍କ ଅଭିନୟ ଏବଂ ଦୀପନୀ ଙ୍କ ଅଭିନୟ ବହୁତ ଭଲ ରହିଥିଲା ।

ଏତେ ସୁନ୍ଦର ଅଭିନୟ ଏବଂ ଷ୍ଟୋରୀ ମଧ୍ୟ ସମସ୍ତ ଙ୍କ ମନକୁ ଛୁଇଁଛି । ଏବଂ ଦେଖିବା ପାଇଁ ଗଲେ କି ପ୍ରଥମ ଥର ପାଇଁ ସିଟ୍ ସଂମ୍ପର୍ଣ୍ଣ ଫୁଲ ରହିଥିବା ବେଳେ ଟିକଟ ବିପୁଳ ମାତ୍ରା ରେ ବୀକ୍ରି ହେଉଥିଲା । ହେଲେ ବର୍ତମାନ ସମୟ ରେ ଇୟୁଟ୍ୟୁବ ପାଇଁ ଲୋକ ମାନେ ବହୁତ ସସ୍ତା ବି ହୋଇଜାଉଛନ୍ତି । ଏବଂ ଭଳି ଯେଉଁ କାମ ସେମାନେ କରୁଛନ୍ତି ଏହା ହେଉଛି ସବୁଠୁ ବଡ ଅପରାଧ ଜନିତ ଜିନିଷ ଏଟା ।

Daman 2

ଆପଣ ମାନେ କ୍ଲ୍ପ୍ ପକାନ୍ତୁ ହେଲେ 15 ସେକେଣ୍ଡ ରୁ 30 ସେକେଣ୍ଡ ମଧ୍ୟରେ ପକାନ୍ତୁ ଏମିତି କରିଲେ ନିଶ୍ଚିତ ଭାବେ ଓଡିଆ ଫିଲ୍ମ ର ନୂତନ ଅଧ୍ୟୟ ଆରମ୍ଭ ହେବ । ଏମିତି ରେ କହିବା ପାଇଁ ଗଲେ ପ୍ରଡ୍ୟୁସର ହୁଅନ୍ତୁ ବା ଡିରେକ୍ଟର ହୁଅନ୍ତୁ ସମସ୍ତ ଙ୍କର ବହୁତ ଲସ୍ ହୋଇଛି । ହେଲେ ଏହା ସହିତ ଯେତେ ବେଳେ ପ୍ରଡ୍ୟୁସର ପଇସା ଲଗାଏ ସେହିଥିରେ କେତେ ଜଣଙ୍କ ପରିବାର ବି ଚଳିଥାଏ ।

ଯେମିତି କି ଛୋଟ ଛୋଟ ସ୍ପଟ ବୟ, ମେକପ ଆର୍ଟିଷ୍ଟ , କଷ୍ଟ୍ୟୁମ ମ୍ୟନ ଙ୍କ ଠୁ ଆରମ୍ଭ କରି ଅନେକ ଏହିଥିରେ ନିଜର ପରିବାର ଚଳେଇଥାନ୍ତି । ତେବେ ଗୋଟିଏ ପ୍ରଡ୍ୟୁସର ର ଲାଭ ଦେଖି ଆଉ ଜଣେ ପ୍ରଡ୍ୟୁସର ବି ଇନସ୍ପାୟର ହେବ ଆଉ ଗୋଟେ ସୁନ୍ଦର ମୁଭି ଦେବାକୁ ଚାହିଁବ ।

ହେଲେ ଏମିତି ବେଳେ ଆପଣ ମାନେ ଇୟୁଟ୍ୟୁବ ରେ ଯେଉଁ ପ୍ରକାରର କ୍ଲିପ୍ ସବୁ ପକାଉଛନ୍ତି ଏହା ନିଶ୍ଚିତ ଭାବେ ଦଣ୍ଡନିୟ ଅଟେ । ଆପଣ ଯଦି ପ୍ରକୃତ ପ୍ରେମି ତେବେ ଆପଣ କେବଳ 15 ସେକେଣ୍ଡ ରୁ 30 ସେକେଣ୍ଡ ମଧ୍ୟରେ ପକାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *