South ସଙ୍ଗେ ଟକ୍କର ଦେଲା ଦମନ 😍 !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୀ ଭାଷା ରେ ରିଲିଜ ହେବାକୁ ଯାଉଛି ଓଡିଆ ଫଲ୍ମ ଦମନ ଏବେ ସବ ଟାଇଟେଲ ଥାଇ ଭାରତ ର ଅଧିକାଶଂ ସହର ରେ ଫିଲ୍ମ ଟି ରିଲିଜ ହୋଇଥିବା ବେଳେ ହିନ୍ଦୀ ଭାଷା ରେ ବହୁତ ଜଲ୍ଦି ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଫିଲ୍ମ ନିର୍ଦ୍ଧେଶକ ବିଶାଲ ମିର୍ଜା । ତେବେ ନିଜର ଅର୍ଜିନାଲ କେଣ୍ଟେଣ୍ଟ ଏବଂ ଦମଦାର ଅଭିନୟ ପାଇଁ ଏହି ଫିଲ୍ମ କୁ କେବଳ ଓଡିଶା ନୁହଁ ବରଂ ଓଡିଶା ବାହାରେ ବି ବହୁତ ଭଲ ପାଇବା ମିଳୁଛି ।

ଯେଉଁଥି ପାଇଁ ବଡ ବଡ ନେସନାଲ ମିଡିଆ ବି ଏହି ଫିଲ୍ମ କୁ କଭର କରୁଛନ୍ତି । ମୁମ୍ବାଇ , କଲିକତା , ଚେନ୍ନାଇ , ବେଙ୍ଗାଲୋର ଆଦି ସବୁ ଆଡେ ଏହାର ସୋ ଲାଗୁଛି । ତେବେ ଏହା ସହିତ ଏବେ ଦିଲ୍ଲୀ ଏନ ସିଆର ରେ ମଧ୍ୟ ଏହି ସୋ ଲାଗିଥିବାର ଦେଖିବା ପାଇଁ ମିଳିଥିବା ବେଳେ ଏବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି ।

film Daman

ତେବେ ଆଗରୁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ପରି ଲୋକ ମାନେ କହୁଥିଲେ କି ସେମାନଙ୍କୁ ଆଉ ଓଡିଆ ଫିଲ୍ମ ଦେଖିବା ପାଇଁ ପସନ୍ଦ ଆସୁନାହିଁ ଆଉ ସେମାନଙ୍କୁ ସାଉଥ ଫିଲ୍ମ ହିଁ ଦେଖିବା ପାଇଁ ପସନ୍ଦ ଆସୁିଛି । ତେବେ ଏଠାରେ ଏହି ଫିଲ୍ମ ଏହି ପରି ଭାବେ ଚାଲିବା ପରେ ନିଶ୍ଚିତ ଭାବେ ବନ୍ଧୁଗଣ ଆମେ କହି ପାରିବା କି ପ୍ରଡ୍ୟୁସର ମାନଙ୍କର ହିଁ କେଉଁଠି ନା କେଉଁଠି ଭୁଲ ରହିଛି ବୋଲି । ଯେଉଁଥି ପାଇଁ ସେମାନେ ୱେଷ୍ଟର୍ଣ୍ଣ୍ନ ଫିଲ୍ମ ବନଉଥିବା ବେଳେ ଏହି ପରି ଫିଲ୍ମ ଦମନ ପରି କେହିବି ବନଉ ନାହାଁନ୍ତି ।

ସେମିତି ରେ ବର୍ତମାନ ସମୟ ରେ ଏହି ଫିଲ୍ମ ର ଏତେ ପ୍ରଶଂସା ପରେ ଏବେ ଫିଲ୍ମ ନିର୍ଦ୍ଧେଶକ ବିଶାଲ ମିର୍ଜା ଏହାକୁ ହିନ୍ଦୀ ଭାଷା ରେ ରିଲିଜ୍ କରିବା ପାଇଁ ଯାଉଛନ୍ତି । ତେବେ ଏହି ଫିଲ୍ମ କୁ ଦେଖିବାର ସୁଯୋଗ ପାଇଛନ୍ତି ଗଜପତି ଜିଲ୍ଲାର ଅନାଥ ଆଶ୍ରମ ର ଅନ୍ତବାସୀ । ଏହି ସ୍ୱପ୍ନ କୁ ପୂରଣ କରିଛନ୍ତି ପାରାଳାଖା ମୁଣ୍ଡର ଜଣେ ମେରାଇନ ଇଂଞୀନିୟ ଦେବି ପ୍ରସାଦ ଦାସ ।

ଅନାଥ ଆଶ୍ରମ ରେ ଅନ୍ତ ବାସୀ ଙ୍କ ନାଥ ସାଜି ପ୍ରାୟ 83 ଜଣ ଗଜପତି ର ଏକ ପ୍ରେଖାଳୟ ରେ ଏହି ଫିଲ୍ମ ଦେଖେଇ ଥିଲେ । ତେବେ ଯଦି ଆପଣ ମାନେ ଏହି ଫିଲ୍ମ କୁ ଦେଖିଛନ୍ତି ତେବେ ଆପଣ ମାନଙ୍କ ରେଟିଂ କେତେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *