କରାଳ ରୂପ ନେଉଛି ଘୂର୍ଣ୍ଣିବଳୟ, ଓଡ଼ିଶା ଉପକୂଳ ଛାରଖାର ଅତି ପ୍ରବଳ ବର୍ଷା ।

Weather Alerts

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ କୁ ନେଇ ଆସିଛି କିଛି ବ଼ଡ ଖବର ବର୍ତମାନ ସମୟ ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଂ ବଳୟ ଆସନ୍ତା 48 ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ ମୁହାଁଇବ ଓଡିଶା ଆଡକୁ ତେବେ ଚାଲନ୍ତୁ ଜାଣିବା ଏହି ନେଇ ସଂମ୍ପର୍ଣ୍ଣ ଖବର ଟି କଣ ରହିଛି । ଏହା ଓଡିଶା ଆଡକୁ ମୁହାଁଇଲେ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି ତଥା ସେହି ସବୁ ଜିଲ୍ଲା ଗୁଡିକ ରେ ଅତି ପ୍ରବଳ ବର୍ଷା ହେବା ସହିତ ସାମାନ୍ୟ ବର୍ଷା ହେବାର ବି ସମ୍ଭାବନା ରହିଛି ।

ଏହା ସହିତ ମୁଁ ଆପଣ ମାନଙ୍କୁ କହି ପାରେ କି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀ ଲଙ୍କା ଉପକୂଳ ରେ ଲଘୁଚାପ ସମ୍ଭାବନା ନେଇ ମଧ୍ୟ ଆକଳନ ହୋଇଛି । ପରବର୍ତି ସମୟ ରେ ଏହି ସାମିଦ୍ରିକ ଝଡ ହେବା ନେଇ ମଧ୍ୟ ଆକଳନ କରିଛନ୍ତି । ସେପଟେ ଆମେରେକିୟ ପାଣିପାଗ ମୋଡେଲ ଜିପ୍ ଏସ ମୋଡେଲ ମଧ୍ୟ ଲୋ ପ୍ରେସର ସୃଷ୍ଟି ହୋଇ ଜାହାକି ଓଡିଶା ଆଡକୁ ମୁହାଁଉ ଥିବାର ମଧ୍ୟ ଆକଳନ କରିଛନ୍ତି ।

rains

ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛନ୍ତି । ଏହା ସହିତ ଏହି ଘୂର୍ଣ୍ଣିଂ ବଳୟ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଉମାଶଙ୍କର ଦାସ କହିଛନ୍ତି । ଲଘୁଚାପ ସୃଷ୍ଟି ହେବାର 48 ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ପୁଦୁଚେରୀ ମୁହାଁ ହେବ ବୋଲି ଅନୁମାନ କରିଛନ୍ତି ଉମାଶଙ୍କର ଦାସ ।

ତେବେ ବର୍ତମାନ ସମୟ ରେ ପାଗ ଅନୁକୂଳ ରହିଥିବା ବେଳେ ଆଗାମୀ ସମୟ ରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଂ ବଳୟ କେଉଁ ଆଡକୁ ଗତ କରିବ ସେହି ନେଇ ସୂଚନା ମିଳି ନାହିଁ ହେଲେ ଏହା ପ୍ରଭାବରେ ଦକ୍ଷିଣ ଓଡିଶା ର କିଛି ସ୍ଥାନ ମାନଙ୍କରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତଥା ଉପକୂଳ ଜିଲ୍ଲା ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ଲାଗି ରହିପାରେ । ବିଶେଷ କରି ମାଲକାନାଗିିରି , ଗଜପତି , ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *