ପୁଣି ବଢିଲା କରୋନା ସଂକ୍ରମଣ । ଆରମ୍ଭ ହେଲା ଲକ୍-ଡାଉନ ଓ ସଟ୍-ଡାଉନ ।

COVID

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି କରୋନା କଲାଣି କଲବଲ ଧିରେ ଧିରେ ସଂଙ୍କ୍ରମଣ ବଢୁଥିବା କାରଣ ରୁ କମ୍ପାନୀ ରୁ ଲୁଚି ଘରକୁ ପଳାଉଛନ୍ତି କର୍ମଚାରୀ ଏମିତି କି ସଂଙ୍କ୍ରମଣ ଭୟଙ୍କର ଭାବେ ବଢୁଥିବାରୁ ଅନେକ ସ୍ଥାନରେ ପ୍ରସାଶନ ପକ୍ଷରୁ ଲକ-ଡାଉନ ଏବଂ ସର୍ଟ-ଡାଉନ ଘୋଷଣା କରାଜାଇଛି । ତେବେ ଏମିତି ଭୟର ବାତାବରଣ ଖେଳିଜାଇଛି ଚୀନ ରେ ଚୀନ କୁ ପୁଣି ଫେରିଲାଣୀ କରୋନା ଆତଙ୍କ ସଂଙ୍କ୍ରମଣ ବ୍ୟାପୁଥିବାରୁ ଆତଙ୍କିତ ହେଲେଣୀ ଚୀନ ବାସି ପୁଣି ଥରେ ଲକ-ଡାଉନ ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି କରାଜାଇଛି ।

ଏମିତି କି ଯେଉଁ ଅଞ୍ଚଳରେ ଭୟଙ୍କର ରୂପେ କରୋନା ବ୍ୟାପୁଛି ସଂଙ୍ଗେ ସଂଙ୍ଗେ ସେଠାରେ ଲକ-ଡାଉନ ସର୍ଟ-ଡାଉନ ବି ଘୋଷଣା ହେଉଛି । ହେଲେ ହଠାତ କଣ ପାଇଁ ଏମିତି ସଂଙ୍କ୍ରମଣ ବଢିଲା ସେହିନେଇ କୈଣସି ସୂଚନା ମିଳି ପାରିନାହିଁ । ଏମିତି କି ସଂଙ୍କ୍ରମଣ ବଢୁଥିବାରୁ ଭୀଡ ସ୍ଥାନ ଗୁଡିକ ସହିତ ରେଷ୍ଟ୍ରୃରାଣ୍ଟ ମଲ ଧାର୍ମିକ ସ୍ଥାନ ଆଦିରେ କଟକଣା ଲଗେଇଛି ପ୍ରସାଶନ ।

coran

କେବଳ ଏତିକି ନୁହେଁ ବରଂ ବିନା କରୋନା ଚେଷ୍ଟରେ ଲୋକ ମାନଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଜାଇଛି । ହୁ ହୁ ହୋଇ ସଂଙ୍କ୍ରମଣ ବଢୁଥିବାରୁ ଲୋକ ମାନେ ପୁଣି ଥରେ ଗୃହ ବନ୍ଦୀ ଭାବେ ଘରେ ରହୁଛନ୍ତି । ମୋଟ ଉପରେ ଚୀନ ରେ କୋରନା ସଂଙ୍କ୍ରମିତ ଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରଭାବ କାରବାର ଉପରେ ମଧ୍ୟ ପଡିବାରେ ଲାଗିଛି । ନିଜର ଜିବନ ବଞ୍ଚେଇବା ପାଇଁ ଅନେକ କର୍ମଚାରୀ କମ୍ପାନୀ ରୁ କାମ ଛାଡି ଘରକୁ ପଳାଉଥିବାର ଦେଖାଜାଇଛି ।

କଟକଣା ମଧ୍ୟରେ ଆଇଫୋନ ର କର୍ମଚାରୀ ମାନେ ଲୁଚି ପଳେଇଜାଉଛନ୍ତି । ତେବେ ଚୀନ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ନେଇ ସୂଚନା ରହିଛି । ବୈଠକ ରେ କେମିତି କୋରନା ସ୍ଥିତିର ମୁକାବିଲା କରାଯିବ ଏବଂ କେମିତି ସମସ୍ତ ସୁରକ୍ଷିତ ରହିବେ ସେହିନେଇ ମାଷ୍ଟ୍ରର ପ୍ଲାନ ପ୍ରସ୍ତୁତ ହେଉଥିବା ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *