ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କମ୍ବଳ ପାଇଁ ମିଳିବ ଏତେ ଟଙ୍କା

CM Naveen

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିସେମ୍ବର ପିହିଲା ସୁଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ । ଜାଣନ୍ତୁ ଏହି ସହାୟତାରେ ହିତାଧିକାରୀ ମାନଙ୍କୁ କେଉଁ କେଉଁ ସୁବିଧା ମିଳିବ । ତେବେ ରାଜ୍ୟରେ ବିଭିନ୍ୟ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇ ଗଲାନି କୋରାପୁଟ , କନ୍ଧମାଳ ଆଦି ଆଭ୍ୟତରଣ ଅଞ୍ଚଳରେ ତାପମାତ୍ର ବିଶେଷ ଭାବରେ ହାର୍ସ ଘଟିବା ସହିତ ଆଗାମୀ ଦିନରେ ଶୀତ ର ପ୍ରକପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟରେ ଶୀତ ଲହରି ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସମ୍ପର୍କରେ ଏକ ସମକ୍ଷ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଦକ୍ଷ ତୟ ଅନୁଷ୍ଟିତ ହୋଇଛି । ଶୀତର ପ୍ରକପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଟ ବ୍ୟକ୍ତି ନାଗରିକ ମାନଙ୍କୁ ସୁରଖିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଅରପ କରିଛିଲେ । ଡିସେମ୍ବର ପହିଲା ସୁଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ 300 ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ,

nabina

ଏହା ଦ୍ୱାରା ମଧୁବାବୁ ପେନସନ୍ ଯୋଜନା ଏବଂ ଯାତୀୟ ପେନସନ୍ ଯୋଜନା ଅନ୍ତର୍ଗତ 48 ଲକ୍ଷରୁ ଉର୍ଦ୍ଧ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ସରକାର 146 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ ଶୀତ ପ୍ରଭାହ ସମୟରେ ଯେପରି କେହିଁ ଖୋଲା ସ୍ଥାନରେ ଅସାହୟ ଭାବରେ ନରୁହନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଏଥିପାଇଁ ପଞ୍ଚାୟତ ରାଜ ବିଭାଗ ନଗର ଉନ୍ୱାୟନ ବିଭାଗ ଜିଲ୍ଲାପାଳ ମୁନିସପାଲ କତୃପକ୍ଷ ମାନଙ୍କୁ ତରନ୍ତ ପଦେକ୍ଷପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ତେବେ ସୂଚନା ଯୋଗ୍ୟ ଯେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନସନ୍ ହିତାଧିକାରୀ ମାନଙ୍କୁ ଗ୍ରୀଷ୍ମ ଶୀତ ସହାୟତା ଯୋଗାଇ ଦେଇ ଆସିଚନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କର୍ମେ ନଭେମ୍ବର 30 ଡିସେମ୍ବର 1 ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ସହାୟତା ପାଇବେ ସେଥିପାଇଁ ପଦେକ୍ଷେପ ନିଆଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *