ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ |

SBI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର SBI ରେ ଏକାଉଣ୍ଟ ରହିଛି ତେବେ ଆପଣ ମାନେ ଏବେ ଏବେ ଜାଣି ରଖନ୍ତୁ କିଛି ନୂଆ ସୂଚନା SBI ତା ନିଜ ତରଫ ରୁ ଦେଇଛି ଜାହାକୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ରଖିବା ନିହାତି ଜରୁରୀ ଅଟେ । ନହେଲେ ଆପଣ ମାନଙ୍କ ବ୍ୟଙ୍କ୍ ରୁ ବି ଟଙ୍କା ହୋଇପାରେ ଖାଲି ।

ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ସବୁ ଜିନିଷ ଅନଲାଇନ ହୋଇସାରିଛି । ତେବେ ମୋବାଇଲ ରେ ବର୍ତମାନ ସମୟ ରେ ୟୋନ SBI ଏବଂ ଫୋନ ପେ ଆଜି ବହୁତ କିଛି କରୁଛନ୍ତି । ତେବେ SBI ଇୟୁଜର ମାନଙ୍କ ପକ୍ଷ ରୁ ଏବେ ଏକ ମେସେଜ୍ ଆସୁଛି ପ୍ରଡ୍ ମାନଙ୍କ ପକ୍ଷରୁ କି ଆପଣ ମାନଙ୍କର ୟୋନ ବ୍ୟାଙ୍କ୍ କିଛି ଅସୁବିଧା ହୋଇଛି । କିମ୍ବା ଆପଣ ମାନଙ୍କ ପାନ ଆପଡେଟ କରିବାକୁ ହେବ ।

sbi

ଏମିତି କରି କିଛି ମେସେଜ୍ ପଠାଉଛନ୍ତି । ଆଉ ଯଦି ଆପଣ ମାନେ ସେହି ଲିଙ୍କ୍ ରେ କ୍ଲିକ୍ କରିବେ ଆଉ ତେବେ ଆପଣ ମାନଙ୍କ ଫୋନ ହେକ୍ ହେବା ସହିତ ଆପଣ ମାନଙ୍କ ଡାଟା ଚାଲିଯିବ । କିଛି ଲୋକ ମାନେ ଜାଣନ୍ତି କି ଆମେ ମାନେ କାହାକୁ OTP ଦେଲେ ତ ସେମାନେ ଆମ ବ୍ୟାଙ୍କ୍ ରୁ ପଇସା ଖାଲି କରିବେ । ତେବେ ଆମେ କାହାକୁ ତ OTP ଦେବାନାହିଁ ତେବେ କେମିତି ଟଙ୍କା ଯିବ ।

ଏହା ସଂମ୍ପର୍ଣ୍ଣ ଭୁଲ ଅଟେ ଠକ ମାନେ ଆହୁରୀ ବି ନୂଆ ନୂଆ ପନ୍ଥା ଆପଣାଉଛନ୍ତି ତେବେ ଆପଣ ମାନେ ସେହି ଲିଙ୍କ୍ ରେ କ୍ଲିକ୍ କଲେ ଅଟୋମେଟିକ୍ ଏକ ଆପ୍ଲିକେସନ ଡାଉନ ଲୋଡ ହେବ ଆପଣଙ୍କ ମୋବାଇଲ ରେ ଏବଂ ଗାୟେବ୍ ବି ହୋଇଯିବ ତାହାକୁ ଖୋଜିଲେ ବି ପାଇ ପାରିବେ ନାହିଁ । ଏବଂ ପରେ ଆପଣ ମାନଙ୍କ ଫୋନ ରୁ ସେମାନେ ସବୁ ବ୍ୟଙ୍କ୍ ତଥ୍ୟ ନେଇଯିବେ ଏବଂ ପଇସା ମଧ୍ୟ ହଡପ୍ କରିନେବେ । ତେବେ ଆପଣ ମାନେ ନିଶ୍ଚିତ ଭାବେ ସତର୍କ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *