ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ |

State Bank

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ର କୋଟି କୋଟି ଖାତା ଧାରୀ ଙ୍କ ପାଇଁ ଖୁସୀ ଖବର ଆପଣମାନେ 250 ଟଙ୍କା ଜମା କରି ପାଇ ପାରିବେ 15 ଲକ୍ଷ ଟଙ୍କା । ଏବଂ ଏହି ସ୍କିମ୍ ରେ ଆପଣ ମାନଙ୍କୁ ସୁନିଶ୍ଚିତ ଆୟ ମଧ୍ୟ ହେବ । ଟେକ୍ସରେ ମଧ୍ୟ ଆପଣ ମାନେ ରିହାତି ର ଫାଇଦା ମଧ୍ୟ ମିଳିବ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରଦାନ କରିବା ପାଇଁ ଚାହିଁବୁ କି ଏହି ସ୍କିମ୍ ଟି ଝିଅ ପିଲା ମାନଙ୍କ ପାଇଁ ଉପଲବ୍ଧ ଅଟେ । ତେବେ ଷ୍ଟେଟବ୍ୟାଙ୍କ୍ ଅଫ ଇଣ୍ଡିଆ ଗ୍ରାହାକ ମାନଙ୍କୁ ସୁକନ୍ୟା ସମୃଦ୍ଧି ସ୍କିମ୍ ର ସୁବିଧା ଦେଉଛି । ତେବେ ଝିଅ ମାନଙ୍କ ଭିବିଷ୍ୟତ କୁ ସୁରକ୍ଷିତ ରଖିବା ପାଇଁ ଏହି ସ୍କିମ୍ ର ସୁବିଧା ସରକାର ଙ୍କ ପକ୍ଷରୁ ଦିଆଜାଇଛି ।

Sukanya Samriddhi Scheme

ଏହି ସୁକନ୍ୟା ସମୃଦ୍ଧି ସ୍କିମ୍ ରେ 7.6 ପ୍ରତିଶତ ହାରରେ ସୁଧର ଫାଇଦା ମଧ୍ୟ ଦେଉଛନ୍ତି । ଏହା ସହିତ ଆପଣ ମାନେ ଦୁଇଟି ଝିଅ ମାନଙ୍କ ପାଇଁ ଏହି ସ୍କିମ୍ ମଧ୍ୟ ନେଇ ପାରିବେ । ଯଦି ପ୍ରଥମ ଝିଅ ହେବା ପରେ ଦ୍ୱତିୟ ଥର ଜାଆଁଳା ଝିଅ ହେଉଛନ୍ତି ତେବେ ଏହି ଭଳି ସ୍ଥିତିରେ ଆପଣ ମାନଙ୍କୁ ତିନି ଝିଅ ପାଇଁ ଏହି ସରକାରୀ ସ୍କିମ୍ ର ଫାଇଦା ମିଳି ପାରିବ ।

ଆପଣ ମାନେ ସର୍ବ ନିମ୍ନ 250 ଟଙ୍କାର ଡିପୋଜିତ ରେ ଏହି ସ୍କିମ୍ କୁ ଆରମ୍ଭ କରି ପାରିବେ । ଏହା ସହିତ ଆପଣ ମାନଙ୍କୁ ଏକ ଫାଇନାଲସିଆଲ ବର୍ଷ ରେ ସର୍ବାଧିକ 1.5 ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଆପଣ ମାନେ ଏହି ଖାତାକୁ ସର୍ବାଧିକ 15 ବର୍ଷ ପାଇଁ ଖୋଲି ପାରିବେ । ଯଦି ଆପଣ ମାନେ ଏହି ସ୍କିମ୍ ର କିସ୍ତିକୁ ସମୟ ରେ ଜମା କରୁନହାଁନ୍ତି ତେବେ ଆପଣ ମାନଙ୍କୁ 50 ଟଙ୍କାର ପେନାଲିଟି ମଧ୍ୟ ଦେବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *