ବଡ ଦାଣ୍ଡ ନିକଟରେ ଵୋମାମାଡ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀ ମନ୍ଦିର ଅତି ନିତଟ ରେ ଘଟିଛି ବୋମାମାଡ । ପୁରୀ ଟାଉନ ଥାନା ଅନ୍ତର୍ଗତ ମାଟି ମଣ୍ଡପ ସାହିର ପଙ୍ଗାରୁଆ ଗଳିରେ ବୋମା ମାଡ ହୋଇଛି । ଲଗାତାର ଦୁଇ ଦୁଇଟି ବୋମା ମାଡ କରି ଫେରାର ହୋଇଛି ଦୂର୍ଭୁତ୍ତ ହେଲେ ସିସିଟିଭି ରେ କୟେଦ୍ ହୋଇଜାଇଛି ବୋମାମାଡର ଦୃଶ୍ୟ ।

ବୋମା ମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହିଥିରେ ଜଣଙ୍କର ମୃ-ତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ବୋମା ମାଡ କାହିଁକି ହେଲା ଏହା ପଛରେ କଣ ଶତୃତା ରହିଛି । ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି । କାହାକୁ ଟାର୍ଗେଟ କରି କରାଜାଇ ଥିଲା ଏହି ବୋମା ମାଡ । ଏବେ ଅନେକ କିଛି ତଥ୍ୟ ଏବେବି ଅସ୍ପଷ୍ଟ ହୋଇ ରହିଛି ।

bama

ପୁରୀ ରେ ବୋମା ମାଡ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ବି ଏମିତି ଅନେକ ଥର ବୋମା ମାଡ ହୋଇଥିବା ବେଳେ । ଏହି ସବୁର କାରଣ ଯଦି ଆମେ ମାନେ ଦେଖିବା ତେବେ ଏହା ପୂର୍ବ ଶତୃତା କୁ କେନ୍ଦ୍ର କରି ହିଁ ଏମିତି ବୋମା ମାଡ ହେଉଥିବା ବେଳେ ।

ବନ୍ଧୁଗଣ ଏଠାରେ ଦେଖିବାକୁ ବାକି ରହିଲା ପୋଲିସ ଘଟଣା ରେ ଏବେ କଣ ନୂଆ ନୂଆ ଶୁତ୍ର ବାହାର କରୁଛି । ତେବେ ବନ୍ଧୁଗଣ ଏହି ପରି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *