ଷ୍ଟେଟ ବ୍ୟାଙ୍କ ଗ୍ରାହକ ଙ୍କୁ ବଡ଼ ଝଟକା |

SBI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ୍ ଗ୍ରାହାକ ମାନଙ୍କ ପାଇଁ ଆସୁଛି ବଡ ଖୁସୀ ଖବର ଯଦି ଆପଣ ମାନଙ୍କର ଷ୍ଟେଟ ବ୍ୟାଙ୍କ୍ ଏକାଉଣ୍ଟ ରେ ଖାତା ରହିଛି ତେବେ ଜାଣି ରଖନ୍ତୁ କଣ ରହିିଛି ଏହାକୁ ନେଇ ସୂଚନା । ଏଣିକି ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ଭାରତି ଷ୍ଟେଟ ବ୍ୟାଙ୍କ୍ ଗ୍ରାହାକ ଙ୍କ ପାଇଁ ଖରାପ ଖବର କାରଣ ଦେଶର ଏହି ବୃହତ ରାଷ୍ଟ୍ରାୟିତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ୍ ଏହାର ଋଣ କୁ ମହଙ୍ଗା କରିଛି ।

ଏହା ପରେ ଷ୍ଟେଟ ବ୍ୟାଙ୍କ୍ ଗ୍ରାହାଙ୍କୁ ବର୍ତମାନ ଋଣ ଉପରେ ବର୍ଦ୍ଧିତ ଋଣ ଦେବାକୁ ପଡିବ । ଏହି ଭଳି ପଦକ୍ଷେପ କାରଣ ରୁ ଗ୍ରାହାକ ମାନଙ୍କୁ ବଡ ଝଟ୍କା ଦେଇଛି SBI ତେବେ ଏହାର ସମସ୍ତ ଅବଧି ର ମାର୍ଜନାଲ କୋଷ୍ଟ ଅଫ ଫଣ଼୍ଡ ବେସିକ୍ ଲେଣ୍ଡିଂ ରେଟ ଅର୍ଥାତ MCLR ର ବୃଦ୍ଧି ଘଟାଇଛି ।

sbi

ବ୍ୟାଙ୍କ୍ MCLR ରେ 0.10 ପ୍ରତିଶତ ବୃଦ୍ଧି ଘଟେଇଛି । ଏହା ଗ୍ରାହାକ ମାନଙ୍କ ପାଇଁ ସମସ୍ତ ଋଣ କୁ ମହଙ୍ଗା କରିବ । ତେବେ ଏହି ବର୍ଦ୍ଧିତ ସୁଧ ହାର 15 ନଭେମ୍ବର ଠାରୁ ଲାଗୁ ହେବାକୁ ଯାଉଛି । MCLR ବୃଦ୍ଧି ସହିତ ଲୋନ ର EMI ମଧ୍ୟ ବୃଦ୍ଧି ହେବାର ଚାନ୍ସ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ବ୍ୟାଙ୍କ୍ ଅଧିକାଶଂ ଗ୍ରାହାକ ମାନଙ୍କୁ ମାର୍ଜନାଲ କୋଷ୍ଟ ଅଫ ଫଣ଼୍ଡ ବେସିକ୍ ଲେଣ୍ଡିଂ ରେଟ ଆଧାର ରେ ଋଣ ଦିଏ ତେବେ ତେବେ MCLR ବୃଦ୍ଧି ଯୋଗୁଁ ପର୍ସିନାଲ ଲୋନ , ଅଟୋ ଲୋନ , ଏବଂ ହୋମ ଲୋନ ଆଦି ବୃଦ୍ଧି ହୋଇଯିବ । SBI ଅନୁଯାୟୀ ବ୍ୟାଙ୍କ୍ ଗୋଟିଏ ବର୍ଷ ରେ MCLR ର ମାନଦଣ୍ଡରେ 0.10 ପ୍ରତିଶତ ବୃଦ୍ଧି କରି 8.05 ପ୍ରତିଶତରେ ପହଁଚିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *