ଥରହର ନେତା ବଡବଡିଆ, ଅର୍ଚ୍ଚନାଙ୍କ ଘରେ ଘାଣ୍ଟୁଛି ଇଡି !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆକ୍ସନ ମୋଡ ରେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ଅର୍ଚ୍ଚନା ଙ୍କ ମୋନି ଲୋଡ୍ରିଂ ଲିଙ୍କ୍ ନେଇ 8 ଟି ସ୍ଥାନ ରେ ଏକା ସାଙ୍ଗରେ ଚଢାଉ କରିଛି ଇଡି । ଭୁବନେଶ୍ୱର , କେଶିଙ୍ଗା , କଟକ , ଏବଂ ବାଲେଶ୍ୱରରେ , ରେ ଚଢାଉ କରିଛି ପୋଲିସ । କଳାହାଣ୍ଡି ର କେସିଙ୍ଗା ସ୍ଥିତ ବାସ ଭବନ ରେ ଇଡି ଏବେ ଚଢାଉ କରିଛି । ବେଆଇନ ଅର୍ଥ କାରବାର କୁ ଖୋଲତାଳ କରୁଛି ଇଡି ।

ଅର୍ଚଚନା ଏବଂ ଜଗବନ୍ଧୁ ଙ୍କ ସତ୍ୟବିହାର ଘରେ ଇଡି ରେଡ୍ କରିଛି । ଇଡି ପକ୍ଷରୁ ଅର୍ଚ୍ଚନା ନାଗ ମାମଲା ହାତକୁ ନେବା ପରେ ଏବେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କର ବ୍ୟାଙ୍କ୍ ଏକାଉଣ୍ଟ ଖୋଳତାଳ ଆରମ୍ଭ କରିଥିଲା । ତେବେ କ୍ରାଇମବ୍ରାଞ୍ଚ ପୋଲିସ ଠାରୁ ହସ୍ତଗତ ହୋଇଥିବା ବ୍ୟାଙ୍କ୍ କାରବାର କୁ ନେଇ ଇଡି ଅଧିକାରୀ ମାନେ ପୁଣିଥରେ ତନ୍ନାଘନ୍ନା ଜାଞ୍ଚ ଆରମ୍ଭ କରିଥିଲେ ।

Jagbandhu Archana

ତେବେ ଇଡି ର ଅଧିକାରୀ ମାନେ ଜାଣିବାକୁ ପାଇଛନ୍ତି ଯେ ଅର୍ଚ୍ଚନା ଯେଉଁ ସବୁ କାରବାର କରିଛନ୍ତି । ତାହା ସଂମ୍ପର୍ଣ୍ଣ ସତ୍ୟ ଅଟେ କିନ୍ତୁ ବିଭିନ୍ନ ସମୟ ରେ ଅନେକ ଲୋକ ମାନଙ୍କ ଠାରୁ ATM ମାଧ୍ୟମ ରେ ବି ସେ ଟଙ୍କା ଆଣିଛନ୍ତି । ଅର୍ଚ୍ଚନା ଙ୍କ ଦାମୀ କାର ଏବଂ ବାଇକ୍ ଘଣ୍ଟା ପରି ଜିନିଷ ପତ୍ର ନଗଦ ରେ କିଣିଛନ୍ତି । ଏହା ଜାଣିବା ପାଇଁ ବିଭିନ୍ନ ସୋ ରୁମ୍ କୁ ଇଡି ର ଅଧିକାରୀ ମାନେ ଜାଇ ଖୋଳତାଳ କରିଛନ୍ତି ।

ତେବେ ଇଡି ଙ୍କ ଚଢାଉ ପରେ ଅର୍ଚ୍ଚନା ଙ୍କ ସଂମ୍ପର୍କ ରେ ରହିଥିବା ନେତା ମାନଙ୍କ ଛାତି ଏବେ ଧଡ ଧଡ ଡାକୁଛି । ତେବେ ଏଠାରେ ଅର୍ଚ୍ଚନା ଙ୍କ ହାତରେ କୋଟି କୋଟି ଟଙ୍କା କାରବାର ହୋଇଥିବା ବେଳେ ମାମଲା ରେ ସଂମ୍ପୃକ୍ତ ରହିଥିବା ନେତା ଙ୍କ ଉପରେ ଇଡି ର ଏବେ ନଜର ରହିଛି । ତେବେ କେତେ ବେଳେ ବି ଇଡି କେଉଁ ଘରେ ଖୋଳତାଳ କରି ପାରେ । ଏହାକୁ ନେଇ ଅନେକ ଆତଙ୍କିତ ଅବସ୍ଥା ରେ ରହିଛନ୍ତି ।

ଅନେକ ଙ୍କ ବିରୋଧ ରେ ବଡ ବଡିଆ ଙ୍କ ଅ-ଶ୍ଲୀ-ଳ ଭିଡ଼ିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କୁ ହ-ତ୍ୟା ଧମକ ଦେବା ଅଭିଯୋଗ ହୋଇଛି । ତେବେ ତାଙ୍କ ନାମରେ ଦୁଇଟି ଅଭିଯୋଗ ପରେ କମିଶନ ରେଟ ପୋଲିସ ଗିରୋଫ କରିଛି । ତେବେ ବର୍ତମାନ ସମୟ ରେ ଝଡପଡା ଜେଲ ରେ ରହିଛନ୍ତି ଅର୍ଚ୍ଚନା । ତେବେ ଏଠାରେ ଇଡି ମଧ୍ୟ ଅର୍ଚ୍ଚନା ଙ୍କ ସେମତ 4 ଜଣ ଙ୍କ ନାମ ରେ ମାମଲା ରୁଜୁ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *