ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କପିଲ ଶର୍ମା ସୋ ରେ ପହଞ୍ଚିଲେ ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ଜଣେ ଡାକ୍ତରଙ୍କ ସଙ୍ଘର୍ଷମୟ ଏବଂ ନିସ୍ଵାର୍ଥପର ସେବା ଉପରେ ଆଧାରିତ ଏହି ଘଟଣା ଦମନ ସିନେମାର ସଂମ୍ପର୍ଣ୍ଣ ଟିମ୍ ଆପଣମାନେ ତ ସମସ୍ତେ ଜାଣିଥିବେ ଦମନ ହେଉଛି ପ୍ରଥମ ସିନେମା ଯାହା ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ଆସନ୍ତା ସପ୍ତାହରେ ଆପଣମାନେ ଏହି ଦମନ ସିନେମାର ଟ୍ରେଲର ଦେଖିବାକୁ ପାଇବେ ।
କିନ୍ତୁ ଏପଟେ ଯାହା ବଡ ସୂଚନା ମିଳିଛି ଦମନ ଫିଲ୍ମର ସଂମ୍ପର୍ଣ୍ଣ ଟିମ୍ ର ମେମ୍ବର ମାନେ କପିଲ୍ ଶର୍ମା ସୋ ରେ ପହଞ୍ଚିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ତେବେ ବାବୁସାନ୍ କଣ ଯାଇ କହିଛନ୍ତି କପିଲ ଶର୍ମା ସୋରେ କଣ କଣ ସବୁ କଥାବାର୍ତ୍ତା ହୋଇଛନ୍ତି କେମିତି ସବୁ ମଜା ମସ୍ତି କରିଛନ୍ତି ଏହି ବିଷୟରେ ସଂମ୍ପର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା ।
ସୋସିଆଲ ମିଡିଆରେ ଯେଉଁ ଖବର ଚର୍ଚ୍ଚାର ବିଷୟ ପାଲଟିଛି ଦମନ ଫିଲ୍ମକୁ ନେଇ ଏହି ଫିଲ୍ମର ଏତେ ରେକର୍ଡ ସାରା ଓଡ଼ିଶାରେ ନୁହେଁ ସାରା ଭାରତ ବର୍ଷରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ହିନ୍ଦୀରେ ରିଲିଜ୍ ପୂର୍ବରୁ ହିନ୍ଦୁ ରିଭ୍ୟୁ ଚ୍ୟାନେଲ ଗୁଡିକ ଦମନ ଫିଲ୍ମକୁ ନେଇ ଦର୍ଶକମାନଙ୍କ ପାଖରେ ବେଶ୍ ଚର୍ଚ୍ଚା କରି ସାରିଲେଣି ।
ଦମନ ଫିଲ୍ମକୁ ମଧ୍ୟ ସାରା ଦେଶରେ ବହୁତ ଭଲପାଇବା ପାଇବା ମିଳିଛି ପ୍ରତୀକ୍ଷା ଏକ ଓଡ଼ିଆ ଚଳଚ୍ଚିତ୍ର ଯାହାକି ପୁଣିଥରେ ହିନ୍ଦୀରେ ରିଲିଜ୍ ହେବା ପାଇଁ ଯାଉଛି ଏପଟେ ବଡ଼ ଖବର ଜାହା ରହିଛି ଦମନ ଫିଲ୍ମର ହିନ୍ଦୀ ଡବିଂ ବାବୁସାନ୍ ମହାନ୍ତି କରିବେ ନାହିଁ ।
ବାବୁସାନ୍ ବଦଳରେ ଜଣେ ହିନ୍ଦୀ ଭଏସ୍ ଓଭର ଆର୍ଟିଷ୍ଟ ହିନ୍ଦୀରେ ଦମନ ଫିଲ୍ମକୁ ଡବିଂ କରିବେ ଆଉ ଚର୍ଚ୍ଚା ହେଉଛି କି କପିଲ୍ ଶର୍ମା ସୋରେ ପହଞ୍ଚିଲେ ଦମନ ଫିଲ୍ମରେ ଟିମ୍ ମେମ୍ବର କିନ୍ତୁ ଏହାକୁ ନେଇ କୌଣସି ସୂଚନା ଜଣା ପଡିନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।