ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନିତି ଶାସ୍ତ୍ର ଅନୁସାରେ ଏପରି 3 ପ୍ରକାର ର ଲୋକ ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଏମାନଙ୍କ ଠାରୁ ଦୂରେଇ ରହିବା ଦରକାର ଏପରି ଲୋକ ମାନେ ମରିଯାଉଥିଲେ ବି ଆପଣ ମାନେ ଏମାନଙ୍କ ନିକଟକୁ କେବେ ହେଲେ ଯିବା ଅନୁଚିତ ହୋଇଥାଏ । ତେବେ ବନ୍ଧୁଗଣ କଣ ସେହି ତିନି ପ୍ରକାର ର ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କ ବିଷୟ ରେ ଚାଣକ୍ୟ ତାଙ୍କର ନିତି ଶାସ୍ତ୍ର ରେ ବର୍ଣ୍ଣନା କରିବା ସହ ଏପରି ଲୋକ ମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ପାଇଁ କହିଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା ଏପରି ତିନି ପ୍ରକାର ର ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କୁ ଆପଣ କେବେବି ସାହାର୍ଯ୍ୟ କରିବା ଅନୁଚିତ ତେବେ ସେଥି ମଧ୍ୟରୁ ପ୍ରଥମ ରେ ହେଉଛି ଚରିତ୍ର ହୀନ ନାରୀ , ତେବେ ଚାଣକ୍ୟ ଙ୍କ କହିବା ଅନୁଯାଇ ଏପରି ନାରୀ ମାନଙ୍କୁ ସର୍ବଦା ଟଙ୍କା ର ଆବଶ୍ୟକ ପଡିଥାଏ ତେବେ ଏପରି ମହାଳା ମାନଙ୍କୁ ଯଦି ଆପଣ ସାହାର୍ଯ୍ୟ କରନ୍ତି ତେବେ ଆପଣ ପର୍ବର୍ତ୍ତୀ ମୁହୁର୍ତ୍ୱ ରେ ଆପଣ ନିଜେ ଅସୁବିଧା ର ସାମନା କରି ପାରନ୍ତି ଏବଂ ଏପରି ମହାଳା ମାନଙ୍କ ର ସଂସ୍ପର୍ଷ ରେ ଆସିଲେ ଆପଣ ଙ୍କ ଉପରେ ଏହା କୁସଂଙ୍ଗତ ପଡିବା ସହ ଆପଣ ଙ୍କ ର ପରିବାର ର ଉପରେ ଏହାର ପ୍ରଭାବ ମଧ୍ୟ ପଡିଥାଏ ।
ତେବେ ଦ୍ୱିତୀୟ ରେ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁଯାଇ ହେଉଛି ମୁର୍ଖ ମାନଙ୍କୁ ଜ୍ଞାନ ଦେବା , ତେବେ ଚାଣକ୍ୟ କହିଛନ୍ତି କି ଏପରି ଲୋକ ମାନେ ସର୍ବଦା ତାଙ୍କ ମତରେ ହିଁ କାମ କରିଥାନ୍ତି କିନ୍ତୁ ସେମାନେ ଅନ୍ୟ ମାନଙ୍କ ର ସମୟ ନଷ୍ଟ କରିବା ପାଇଁ ସେମାନେ ଅନ୍ୟ ମାନଙ୍କ ର ପରାମର୍ଶ ନେଇଥାନ୍ତି , ତେଣୁ ଆପଣ ମାନେ ଏପରି ଲୋକ ମାନଙ୍କୁ ଜ୍ଞାନ ଦେବା ଦ୍ୱାରା ଆପଣ ଙ୍କ ର ସମୟ ନଷ୍ଟ ହେବା ସହ ଆପଣ ଙ୍କ ର ଶରୀର ର ମାନଶିକ ଚାପ ବଢିଥାଏ ।
ତେବେ ତୃତୀୟ ରେ ଚାଣକ୍ୟ ଯେଉଁ ବ୍ୟକ୍ତି ର କଥା କହିଛନ୍ତି ତାହା ହେଉଛି ସର୍ବଦା କାନ୍ଦୁଥିବା ଲୋକ , ଯେଉଁ ଲୋକ ମାନେ ସର୍ବଦା ନିଜେ କର୍ମ ନକରି ଭଗବାନ ଙ୍କ ଉପରେ ଦୋଷ ଦେଇଥାନ୍ତି ଏବଂ ଏହା ସହ ସେମାନେ କୈଣସି କଥା ରେ ସାହସିକତା ନ ଦେଖାଇ ପ୍ରତ୍ୟୋକ କଥା କଥା ରେ କାନ୍ଦିଥାନ୍ତି ଏପରି ଲୋକ ମାନଙ୍କ ସହ ଆପଣ ସହବାସ କରିବା ଦ୍ୱାରା ଏମାନେ ଆପଣ ଙ୍କ ର ସାହସିକତା ବଢାଇବା ବଦଳରେ ଆପଣ ଙ୍କୁ ଦୁର୍ବଳ କରାଇ ଦେଇଥାନ୍ତି । ତେଣୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଆପଣ ମାନେ ଏପରି ଲୋକ ମାନଙ୍କ ଠାରୁ ଆପଣ ମାନେ ସର୍ବଦା ଦୂରେଇ ରହିବା ଦ୍ୱାରା ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।