ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରଦ୍ଧାଞଳୀ ତୁମେ ସୁନ୍ଦରୀ ଅର୍ଚ୍ଚନା ସହିତ ମିଶି କେଉଁଠି କେତେ ଜାଗାରେ ଖୋଲିଛ । ଆଉ କେତେ ଟଙ୍କା ନେଇଛ ହଁ ବନ୍ଧୁଣଣ ଏମିତି କିଛି ପ୍ରଶ୍ନ ଏବେ ଜନ ମାନସ ରେ ଉଙ୍କି ମାରିଲାଣି । ତମେ ଅଭିଯୋଗ କଲ ସତ , ତୁମେ ଇଡି ଭୟରେ 7 ଦିନ ରେ 32 ଜାଗାରେ ଲୁଚିଲ ସତ ମାତ୍ର ଶ୍ରଦ୍ଧାଞଳୀ ତୁମେ ଯେତେ ବେଳେ ଇଡି ଅଫିସ ରେ ହାଜର ହେଲ । ସେତେ ବେଳେ ଲୋକ ପଚାରୁଛନ୍ତି ତମେ କେତେ ଜାଗାରେ ଖୋଲିଛ ଆଉ କେତେ ଟଙ୍କା ନେଇଛ ।
କେତେ ଜାଗାରୁ ଠିକଣା ଲୁଟିଛ ଆଉ କେତେ ଜାଗାରୁ ଟଙ୍କା ଲୁଟିଛ । ତୁମ ଠିକଣା ସବୁ କେଉଁଠି ଏମିତି ସବୁ ଲୋକ ମାନେ ପଚାରୁଛନ୍ତି । ଅର୍ଚ୍ଚନା ର ସତ୍ୟବିହାର ସ୍ଥିତ ସୁନ୍ଦର ରାଜମହଲ ରେ ତ ରହୁଥିଲ ହେଲେ ଆଉ କେଉଁଠି କେଉଁଠି ତୁମେ ସବୁ ଠିକଣଆ ଖୋଲିଥିଲ । କାରଣ ଯେଉଁ ଭିଡ଼ିଓ ତମର ଭାଇରଲ ହୋଇଥିଲା ସେହି ଭିଡ଼ିଓ ଟା କେଉଁ ଜାଗାର କେଉଁ ଠିକଣା ର କେଉଁଠି ଖୋଲିଥିଲ ତମେ ସେହି ଠିକଣା ଜାହାକୁ ଲୋକ ଜାଣିବାକୁ ଚାହୁଁଛନ୍ତି ।
କେବଳ ସେଇଠି ନାଁ ଆଉ କେଉଁଠି ସୁଣିବାକୁ ମିଳୁଛି ଯେ ତୁମେ କୁଆଡେ ସୁନ୍ଦରୀ ଅର୍ଚ୍ଚନା ଚଳାଉଥିବା ହାଇ ପ୍ରୋଫାଇଲ ଗେଙ୍ଗ୍ ର ରାଣୀ ସାଜିଥିଲ । ଆଉ ତୁମକୁ ନେଇ କୁଆଡେ ସୁନ୍ଦରୀ ଅର୍ଚ୍ଚନା ମାୟା ଜାଲ ବିଛାଉଥିଲା । ଯେଉଁଠାକୁ ସେ ଯାଉନଥିଲା ତୁମକୁ ପଠାଉଥିଲା ଆଉ ତୁମେ କୁଆଡେ ଠିକଣା ଖୋଜୁଥିଲ , ଠିକଣା ଖୋଜି ଦୋକାନ ଖୋଲି ଟଙ୍କା ଲୁଟୁଥିଲ ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।
ଶ୍ରଦ୍ଧାଞଳୀ ତୁମେ ସୁନ୍ଦରୀ ଅର୍ଚ୍ଚନା କଥାରେ ପଡି କେତେ ଜାଗାରେ ଠିକଣା ଖୋଲି କେତେ ଟଙ୍କା ପାଇଛ ତାହା ସମସ୍ତ ଙ୍କୁ କୁହ ବା ନ କୁହ ଇଡି ଆଗରେ କିନ୍ତୁ ମାନିଯାଅ ତମର ଧରମ ହେବ ବୋଲି ଲୋକ କହୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।