ପୁଣି ବିଗବସ ଜାଇ ପାରନ୍ତି ପ୍ରକୃତି ମିଶ୍ର ।

Prakruti Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରକୃତି ମିଶ୍ରଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଗୋଟେ ଖବର ଭାଇରଲ ହେବାରେ ଲାଗିଛି କି ପ୍ରକୃତି ମିଶ୍ର ଙ୍କୁ ବିଗବସ ସୋ ରୁ ବାହାର କରି ଦିଆଜାଇଛି । ତେବେ ସେ ଏହି ସୋ ରେ କାମ କରିବାର ଥିଲା ହେଲେ ଏମିତି କଣ ହେଲା ଯେ ତାଙ୍କୁ ଏହି ସୋ ରୁ ବାହାରିବା ପାଇଁ ପଡିଲା । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ବନ୍ଧୁଗଣ ପ୍ରକୃତି ମିଶ୍ର ଙ୍କ ବାବୁସାନ ଙ୍କ କଳି ଯେତେ ବେଳେ ସାମ୍ନାକୁ ଆସିଲା ସାରା ଓଡିଶା ଜାଣିଲା ଏହାକୁ ଏହା ପରେ ପ୍ରକୃତି ମିଶ୍ର ଙ୍କ ଇମେଜ ମଧ୍ୟ ଖରାପ ହେଲା ଏବଂ ବାବୁସାନ ଙ୍କ ଇମେଜ ମଧ୍ୟ ଖରାପ ହେଲା ତେବେ ଯେଉଁଥି ପାଇଁ ବାବୁସାନ ଙ୍କୁ ତାଙ୍କର ଫିଲ୍ମ ଦମନ ପାଇଁ ବି ହଲ ମିଳିଲା ନାହିଁ । ଏବଂ ପ୍ରକୃତି ମିଶ୍ର ଙ୍କୁ ବି ବିଗବସ ସୋ ରୁ ବାହାର କରି ଦିଆଗଲା । ଜାହା ବହୁତ ବଡ ଦୂର୍ଭାଗ୍ୟର କଥା ଅଟେ ।

prakruti

ତେବେ ବଲିଉଡ ଖବର ପ୍ରକାଶ କରୁଥିବା ୱେବସାଇଟ ଫିଲ୍ମିବିଟ୍ । ଏହି ଦିନ ରେ ଏମିତି କିଛି ଖବର ପ୍ରକାଶ କରିଛି । ପ୍ରକୃତି ଙ୍କୁ ବିଗ୍ ବସ୍ ର ସୁଯୋଗ ମିଳିଛି ବୋଲି ଉକ୍ତ ୱେବସାଇଟ ସୂଚନା ଦେଇଛି । ଏହି ଖବର ଏବେ ମୁମ୍ବାଇ ରୁ ଆସି ଓଲିଉଡ ରେ ପହଁଚି ଥିଲା । ବନ୍ଧୁଗଣ ପ୍ରକୃତି ଏହା ପୂର୍ବରୁ ଆଣ୍ଡ ଟିଭି ରେ ବେଟି ବିଜନେସ ୱାଲି ରେ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲେ ।

ଏହା ସହିତ ସେ ଚର୍ଚ୍ଚିତ ରିଆଲିଟି ସୋ ଏସ୍ ଅଫ୍ ସ୍ପେସ୍ ଦୁଇ ମଧ୍ୟ ପ୍ରତିଯୋଗୀ ହୋଇଥିଲେ । ଏହି ସୋ ରେ ତାଙ୍କୁ ଦର୍ଶକ ଙ୍କୁ ଭଲପାଇବା ମିଳିବା ସହିତ ବହୁତ ଲୋକପ୍ରିୟତା ସେ ସାଉଣ୍ଟି ଥିଲେ । ସେମିତି ରେ ନିଜର ଅଭିନୟ ରେ ଚଚ୍ଚା ରେ ରହୁଥିବା ପ୍ରକୃତି ଙ୍କୁ କିଛି ଦିନ ତଳେ ଭୁବନେଶ୍ୱର ର ବିଚ୍ ରାସ୍ତାରେ ମାଡ ଖାଇବାକୁ ପଡିଥିଲା ।

ତେବେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଙ୍କ ଠାରୁ ବିଚ୍ ରାସ୍ତା ରେ ଧକ୍କା ଓ ଗାଳି ଖାଇବା ପରେ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏବେ ଏହି ବିବାଦ ମଧ୍ୟରେ ତାଙ୍କୁ ବିଗବସ୍ ରୁ ବାହାର କରି ଦେଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *