ପୁଣି ମହିଳା କମିଶନରେ ଦୀପିକା-ଦୀନେଶ, ଏଥର ବାହାରିବ ସମାଧାନ ସୂତ୍ର !

dipika

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ରହ୍ମପୁର ର ଦୀପିକା ଏବଂ ଦିନେଶ ଙ୍କ ଘଟଣା ର କୈଣସି ନିସ୍କର୍ଷ ବାହାରି ପାରୁନାହିଁ । ଆଉ ଏହିଥି ପାଇଁ ତୃତୀୟ ଥର ପାଇଁ ପହଁଚି ଛନ୍ତି ଦୀପିକା ମହିଳା କମିଶନର ଙ୍କ ପାଖରେ । ଆଉ ଅପେକ୍ଷା କରି ରହିଛନ୍ତି ଦିନେଶ ଙ୍କୁ । ତେବେ ଗତ ଦୁଇଥର ଦିନେଶ ଆସି ନଥିଲେ ମହିଳା କମିଶନର ଙ୍କ ପାଖକୁ ଆଉ ଏହି ନେଇ ମହିଳା କମିଶନର ପକ୍ଷ୍ୟ ରୁ ତାଙ୍କୁ ତାଗିଦ କରାଜାଇ ଥିଲା ।

ତେବେ ଅନ୍ୟ ପକ୍ଷରେ ଦିନେଶ ଙ୍କ ଓକିଲୋ ଆସି ମହିଳା କମିଶନର ଙ୍କ ପାଖରେ ଦିନେଶ ଙ୍କ ନଆସିବାର କାରଣ ଉପସ୍ଥାପିତ କରି ତାଙ୍କୁ ଆବଶ୍ୟକିୟ କାଗଜ ପତ୍ର ଦେଇଥିଲେ । ତେବେ ଜାହା ଆଶା କରାଜାଇଛି କି ଆଜି ଦିନେଶ ଆସିବେ ତୃତୀୟ ଥର ପାଇଁ ଦୀପିକା କାଉନସିଲିଂ ପାଇଁ ଅଣ୍ଟା ଭିଡିଥିବା ବେଳେ ଏବଂ ପହଁଚିଛନ୍ତି ଭୁବନେଶ୍ୱର ରେ ତେବେ ମହିଳା କମିଶନର ରେ ପହଁଚି ସାରିଛନ୍ତି ଦୀପିକା ।

dipika

ପୂର୍ବରୁ ଦୁଇ ଦୁଇ ଥର ଆଲୋଚନା ପାଇଁ ଆସିଥିଲେ ବି ନିରାସ ହୋଇ ଫେରିବାକୁ ପଡିଥିଲା ନିରାଶା ନିରାଶା ରେ କଟୁଛି ତାଙ୍କର ଦିନ ଏବଂ ଏହା ମଧ୍ୟରେ ଶାଶୁ ଘର ସାମ୍ନାରେ 95 ଦିନ ହେବ ସେ ବସିରହିଛନ୍ତି । ତାଙ୍କ ପାଇଁ ଏହି ସଂଘର୍ଷ କୈଣସି ବଡ ଜିବନ ର ପରିକ୍ଷା ଠାରୁ କମ୍ ନୁହେଁ । ହେଲେ ଦିନେଶ ଆସି ନଥିବା ବେଳେ ଗତ ଦୁଇ ଥର ମହିଳା କମିଶନ ଙ୍କ ପାଖରେ କୈଣସି ବି ଆଲୋଚନା ହୋଇ ପାରି ନଥିଲା ।

ଗତ ଦୁଇ ଥର ଦୀପିକା ଏହାକୁ ନେଇ କହିଥିଲେ କି ମହିଳା କମଶନର ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କିଛି ଜାଣି ନଥିବା ବେଳେ ତାଙ୍କୁ ସମୟ ଲାଗୁଛି । ତେବେ ଦୁଇଥର ଦିନେଶ ଆସି ନଥିବା ବେଳେ ତୃତୀୟ ଥର ପାଇଁ ଦୀପିକା ଆସିଥିବା ବେଳେ ଅପେକ୍ଷା ରହିଛି ଦିନେଶ ଙ୍କୁ ।

ତେବେ ଦିନେକ ଦିନ ହେବ କୁଆଡେ ଆଲଗା ଜାଗାରେ ରହିଛନ୍ତି । ପରିବାର କହିବା ଅନୁସାରେ ସେ ଭୁବନେଶ୍ୱର ରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ରହିଛନ୍ତି । ତେବେ ଅପେକ୍ଷା କରାଜାଉଛି ଯେ ଦୀପିକା ଦିନେଶ ଏବଂ ତାଙ୍କ ପୁଅର ଭବିଷ୍ୟତ କେଉଁ ମୋଡ ଆଡକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *