ଲୋକସେବା ଭବନ କନଭେନସନ ସେଣ୍ଟରରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚିତ୍ର “ଦମନ” |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକସେବା ଭବନ କନଭେନସନ ସେଣ୍ଟରରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚିତ୍ର ଦମନ । ମ୍ୟଲେରିଆ ନିରାକରଣ ଉପରେ ପର୍ଯ୍ୟବେଶିତ ବାସ୍ତବ ଧର୍ମି ଏବଂ ପ୍ରେରଣା ଦାୟୀ ଏହି ନେଇ ପ୍ରତି ଜିଲ୍ଲା ରେ ଦମନ ଚଳଚିତ୍ର ପଦର୍ଶିତ ପାଇଁ ସୂଚନା ଦେଇଛନ୍ତି ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଚଳଚିତ୍ର ର କାହାଣୀ , ଅଭିନୟ ଦୃଷ୍ଟି ରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ଏବଂ ଏହା ହିନ୍ଦୀ ଭାଷା ରେ ଡୋଭିଂ ହେବାକୁ ଯାଉଛି । ଚଳଚିତ୍ର କୁ ରାଜ୍ୟ ସରକାର ମଧ୍ୟ କର ମୁକ୍ତ କରିିଥିବା ସୂଚନା ଦେଇଛନ୍ତି ।

lakashava

ମୂଖ୍ୟ ଶାସନ ସଚିବ କାର୍ଯ୍ୟ କ୍ରମ ରେ ମୂଖ୍ୟ ଅଭିନେତା ବାବୁସାନ ମହାନ୍ତି , ନିର୍ଦ୍ଧେଶକ ବିଶ୍ଲାଳ ମୋର୍ଜା ଏବଂ ଦେବୀ ପ୍ରସାଦ ଲେଙ୍କା ଙ୍କ ସହିତ ପ୍ରୋଜଜକ ଦିପେନ୍ଦ୍ର ସାମଲ କୁ ମୂଖ୍ୟ ଶାସନ ସଚିବ ସମ୍ମନ୍ଧିତ କରିଛନ୍ତି ।

86 ବର୍ଷ ଓଡିଆ ସିନେମା ଇଚିହାସ ରେ ଏହି ପରି ସିନେମା ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି ଓଡିଶା ଚଳଚିତ୍ର ଉନ୍ନୟନ ନିଗମ ର ଅଦକ୍ଷ ସତ୍ୟ ବ୍ରତ୍ତ ତ୍ରୀପାଠି । ଆଗାମୀ ଦିନ ରେ ଏହା ସବୁ ନିର୍ଦ୍ଧେଶକ , ପ୍ରୋଜଜୋକ ଏବଂ ଅଭିନେତା ମାନଙ୍କୁ ଉତ୍ସାହିତ କରି ବିଭିନ୍ନ ବିଭାଗ ର ଅଧିକାରୀ ଏବଂ ଚଳଚିତ୍ର ଦେଖିଥିଲେ ।

film Daman

ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭଆଗ ତରଫ ରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗୀ କ୍ରମେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଜାଇ ଥିଲା । ତେବେ ବନ୍ଧୁଗଣ ଏହି ଚଳଚିତ୍ର ଟି ଯଦି ଆପଣ ମାନେ ଦେଖିଛନ୍ତି ତେବେ ଆପଣ ମାନଙ୍କୁ କେମିତି ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *