ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଚାଣକ୍ୟ ନିତି ଅନୁସାରେ କୁହାଯାଏ କି ମହିଳା ମାନେ କରୁଥିବା ଏମିତି 3ଟି ଖରାପ କାମ ଠାରୁ ଦୂରେଇ ରହିବା ଦରକାର ନଚେତ ଆପଣ ଏବଂ ଆପଣ ଙ୍କ ର ପରିବାର ବହୁତ ପ୍ରକାର ର ଅସୁବିଧା ର ସମୁଖୀନ କରିବେ । ତେବେ ଆସନ୍ତୁ ଜାଣିବା ସେହି 3 ଟି ଖରାପ କାମ କଣ , ତେବେ ବନ୍ଧୁଗଣ ଚାଣକ୍ୟ ଙ୍କୁ ଅଧିକ ବିଦ୍ୱାନ ମାନାଯାଏ , ତାଙ୍କ ଦ୍ୱାରା ରତିତ ହୋଇଥିବା ଚାଣକ୍ୟ ନିତୀ କୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ର ଜୀବନ ରେ କେବେ ହେଲେ ସଂଙ୍କଟ ଆସି ନଥାଏ ।
ତେବେ ଏହି ଚାଣକ୍ୟ ଙ୍କ ର ନୀତି କୁ ଅନୁସରଣ କରି ଚନ୍ଦ୍ରଗୁପ୍ତ ମଗଦ୍ଧ ର ରାଜା ହୋଇପାରିଥିଲେ , ତେବେ ଚାଣକ୍ୟ ମନୁଷ୍ୟ ମାନଙ୍କର ଜୀବନ କୁ ସରଳ ଏବଂ ସଫଳ କରିବା ପାଇଁ ତାଙ୍କର ଏହି ଚାଣକ୍ୟ ନିତୀ ବାଣି ପ୍ରକାଶ କରାଯାଇଥିଲା , ଯେଇଁଥିରେ କି ମନୁଷ୍ୟ ର ଭବିଷ୍ୟତ କିପରି ଭାବରେ ଉଜ୍ଜଳ ହେବ ଏବଂ କିପରି ଭାବରେ ମନୁଷ୍ୟ ତାର ଚାରିପାଖରେ ଘେରି ରହିଥିବା ଖରାପ ଲୋକ ମାନଙ୍କ ଠାରୁ କିପରି ଦୂରେଇ ରହି ପାରିବେ ସେ ବିଷୟ ରେ ମଧ୍ୟ ଏହି ଚାଣକ୍ୟ ନିତି ରେ ବର୍ଣ୍ଣନା କରାଯାଇଛି ,
ତେବେ ଚାଣକ୍ୟ ତାଙ୍କର ଏହି ନିତି ବାଣୀ ରେ ଧନ ସମ୍ପଦ , ସ୍ତ୍ରୀ ଏବଂ ବନ୍ଧୁ ମାନଙ୍କ ର ଚରିତ୍ର ବିଷୟ ରେ ବର୍ଣ୍ଣନା କରିଛନ୍ତି , ତେବେ ଆମେ ଆଜି ଏହି ନିତି ବାଣୀ ସମ୍ପର୍କ ରେ କିଛି ନିତି ବର୍ଣ୍ଣନା କରିବୁ , ତେବେ ସେହି 3ଟି ଖରାପ କାମ କଣ ଯାହା ଆପଣ ମାନେ ସେହି କାମ ଠାରୁ ଦୂରେଇ ରହିବା ଦରକାର , ତେବେ ଆସନ୍ତୁ ଜାଣିବା ସେହି ନିତି ବିଷୟ ରେ ।
ତେବେ ବନ୍ଧୁଗଣ ଖରାପ ମହିଳା ଯେଉଁ ମାନେ କି ଭ୍ରଷ୍ଟାଚାରୀ ଏବଂ ଲୋଭି ହୋଇଥାନ୍ତି , ତେବେ ଏପରି ନାରୀ ମାନେ ପର ପୁରୁଷ ଙ୍କ ପ୍ରତି ଆ-କ-ର୍ଷିତ ହୋଇଥାନ୍ତି ଏହା ବ୍ୟତିତ ସେମାନଙ୍କ ର ଶତୃ ତାଙ୍କ ନିଜର ସ୍ୱାମୀ ହୋଇଥାନ୍ତି । ଏପରି ମହିଳା ମାନେ ତାଙ୍କ ଜୀବନ ରେ କେବେ ବି ଖୁସି ରେ ରହି ପାରନଥାନ୍ତି ଏବଂ ଏପରି କର୍ମ କରିବା ଦ୍ୱାରା ସେମାନେ ନିଜେ ଅସୁବିଧା ରେ ପଡିବା ସହ ତାଙ୍କର ଘର ପରିବାର କୁ ମଧ୍ୟ ଅସୁବିଧା ରେ ପକାଇଥାନ୍ତି , ଏହା ସହ ଏମାନଙ୍କ ର ସମାଜ ରେ ମଧ୍ୟ ମାନ ସମାନ ହାନୀ ହୋଇଥାଏ , ତେଣୁ ତାଣକ୍ୟ ନିତି ଅନୁସାରେ କୁହାଯାଇଛି କି ଏହି ପରି ଖରାପ କର୍ମ ଠାରୁ ଆପଣ ସର୍ବଦା ଦୂରେଇ ରହିବା ଦରକାର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।