ପୁରୀ ଶ୍ରୀମନ୍ଦିର ରୋଷଘରର ସବୁ ଭିତିରି କଥା କହୁ କହୁ କହିଦେଲେ ସେବାୟତ… ଶୁଣିଲେ କୋଟି ପୂଣ୍ୟ ମିଳେ

Puri temple

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । କିଛି ସମୟ ହେଲା ସୋସିଆଲ ମିଡିଆ ରେ ଏକ ଭଇଡ଼ିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡ଼ିଓ ରେ ପୁରୀ ଶ୍ରୀମନ୍ଦିର ରୋଷ ଘର ବିଷଯ ରେ କଥା ହେଉଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ବନ୍ଧୁଗଣ ବହୁତ କମ୍ ଲୋକ ମାନେ ରୋଷେଇ ଘର ବିଷୟ ରେ ଜାଣିଛନ୍ତି । ତେବେ ଆମେ ଆପଣ ମାନଙ୍କୁ ପୁରୀ ଶ୍ରୀମନ୍ଦିର ରୋଷଘରର ଭିତର କଥା ବିଷୟ ରେ ଆଲୋଚନା କରିବା ପାଇଁ ଯାଉଛୁ ।

ସେମିତି ରେ ଏଠାରେ ସେବକ କହିଛନ୍ତି କି ଆମ ରୋଷେଇ ଘର ବଷୟ ରେ ବହୁତ ଭିତର କଥା ରହିଥିବା ବେଳେ ଜାହାକୁ କେହିବି ଜାଣିନାହାଁନ୍ତି । ରୋଷଘର ଭିତରକୁ ଯିବା ପାଇଁ କାହାକୁ ଅନୁମତି ନଥାଏ ସମସ୍ତେ ରୋଷଘର ଭିତରେ ରହିବେ । ପାଣି ଲୋକ ରୋଷଘର ଦ୍ଵାରରେ ଆଣିବ ଆମେ ନେବୁ କାଠ ଜଣେ ଲୋକ ରୋଷଘର ବାହାରେ ଆଣିବ ଆମେ ନବୁ । ଯେଉଁ ମାନେ ସବୁ ଜିନିଷ ଯୋଗାଡ କରିବେ ସେମାନେ ବି ରୋଷଘର ବାହାରେ ଆଣି ଦେବେ ।

kitchen

ରୋଷଘରେ ପଶିବାର ଅଧିକାର କାହାର ନାହିଁ କେବଳ ସୁଆର, ମହା ସୁଆର ଏବଂ ପୂଜା ପଣ୍ଡାଙ୍କୁ ଛାଡି ଦେଲେ । ଆମ ରୋଷଘରର ମୁଖ୍ୟ ଦେବୀ ହେଲେ ମା ଦକ୍ଷିଣୀ କାଳିକା । ସବୁ ବେଳେ ଆମେ ମାନେ ପୂଜା କରି ତାଙ୍କୁ ସିନ୍ଦୁର ଲଗେଇ ରୋଷେଇ ଘର ଭିତରକୁ ଯାଇଥାଉ । ତେବେ ରୋଷଘରର ମୂଖ୍ୟ ହେଲେ ଶ୍ରୀ ଗଣେଷ ସେହିଠାରେ ଗଣେଷ । ସେଠାରେ ଗଣେଷ ହେଲେ ବଳଦାତା । କାରଣ ମହା ପ୍ରଭୁ ଙ୍କ ଏତେ ଭୋଗ ରୋଷେଇ କରିବା ବିନା ବଳରେ ସମ୍ଭବ ନୁହେଁ । ତେଣୁ ଗଣେଷ ହେଲେ ସେଇଠି ବଳଦାତା ।

ତେବେ ଆମେ ମାନେ ଯେତେ ବେଳେ ବି ରୋଷେଇ ଘର ଭିତର କୁ ଜାଇ ଥାଉ ଆମେ ମାନେ ପ୍ରଥମେ ଗଣେଷ ଙ୍କୁ ହିଁ ସ୍ମରଣ କରିଥାନ୍ତି । ସେତେ ବେଳେ ଆମେ ମାନେ ପ୍ରାର୍ଥନା କରନ୍ତି ହେ ବିଘ୍ନ ହର୍ତ୍ତା ଆମକୁ ଏତେ ବଳ ଦିଅନ୍ତୁ କି ଆମେ ମାନେ ମହାପ୍ରଭୁ ଙ୍କ ଭୋଗ ରାନ୍ଧିକି ହାଲିଆ ଯେମିତି ନହେଉ । ନୀର୍ଭିଗ୍ନ ରେ ହେଉ ହାଣ୍ଡି ଫାଟି ନଯାଉ ।

ଆମେ ଯଦି କୈଣସି ଭୁଲ କରନ୍ତି ତେବେ ସେ ହାଣ୍ଡି ଫାଟିବ । ଫାଟିବା ପରେ ସମସ୍ତେ କହିବେ କି ତୁ କଣ କରିକି ଆସିଛୁ କିରେ । ଆମର ବହୁତ ଗୁଡିଏ ବାରଣ ରହିଛି । ଯେପରି କି ଆମେ ମାନେ ମାଙ୍କଡ କୁ କୁଦିଲେ ଛୁଆଁଦେବୁ ଏବଂ ଗାଧୋଇବୁ । ଯଦି ଆମେ ମାନେ ବାଟରେ ଗଲା ବେଳେ କାହାକୁ ଛୁଇଁଥିବୁ ତେବେବି ଆମେ ମାନେ ଛୁଆଁ ଦେବୁ । ଏମିତି ବହୁତ କାରଣ ରହିଛି ଜାହାକୁ ଆମେ ମାନେ ନ ମାନିଲେ ଆମ ମାନଙ୍କର ବିଘ୍ନ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *