ବାରମ୍ବାର ମନାକଲା ପରେ ମୋ ସ୍ତ୍ରୀ ରିଲ୍‌ସ୍ କଲା, ମୁଁ ମାରିଦେଲି ।

ril

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତତେ ବାରମ୍ବାର କହିଲି ସେ ରିଲ୍ସ ଗୁଡାକ କରନା ତତେ ବାରମ୍ବାର କହିଲି ସେ ରିଲ୍ସ ଗୁଡାକ ରେ ଅଣ୍ଟା ହଲେଇ ନାଚନା । ତେବେ ବାରମ୍ବାର କହିଲି ଭଳିକି ଭଳି ପୋଷାକ ପିନ୍ଧନା ଆଉ କ୍ୟାମେରା ଆଗକୁ ଆସନା । ହେଲେ ତୁ ମୋ କଥା ମାନିଲୁ ନାହିଁ । କାହିଁକି ବା ମାନିବୁ ମୁଁ ତୋର କିଏ କି ? ହେଲେ ତୁ ଭୁଲି ଜାଉଛୁ ତତେ ବେଦିରେ ବସି ମୁଁ ବାହା ହୋଇଛି ।

ମୁଁ ଜାହା କହିବି ତୁ ତାହା ମାନିବୁ ଆଉ ମତେ ଜାହା ପସନ୍ଦ ନୁହେଁ ତୁ ତାହା କରିବୁ ନାହିଁ । ମୋ ସାଙ୍ଗ ସାଥି ମାନେ କମେଣ୍ଟ କରୁଛନ୍ତି କହୁଛନ୍ତି ଦେଖରେ ୟା ସ୍ତ୍ରୀ କେମିତି ନାଚୁଛି । ଜାହା ମତେ ଜମା ଭଲ ଲାଗୁନାହିଁ ମୋ କଥା ରଖ ରିଲ୍ସ କର ନାହିଁ । ହେଲେ ଏହା ପରେ ବି ସ୍ତ୍ରୀ କୁଆଡେ ସ୍ୱାମୀ ର କଥା ସୁଣିନଥିଲା । ଗୋଟିଏ ପରେ ଗୋଟିଏ ରିଲ୍ସ କରି ଅଫୋର୍ଡ କରୁଥିଲା ଆଉ ଜାହାକୁ ଅନେକ ଲୋକ ମାନେ ବି ପସନ୍ଦ କରୁଥିଲେ ।

ril

ହେଲେ ସ୍ୱାମୀ କହିବା ପରେ ବି ଚିତ୍ରା ଟିକ଼ଟକ ଛାଡି ପାରି ନଥିଲେ । ଆଉ ଏହି ଅଭ୍ୟାସ କୁ ସହି ପାରି ନଥିଲେ ଅମୃତ ଲିଙ୍ଗମ ବା ତାଙ୍କର ସ୍ୱାମୀ । ଓ ତାଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁସାରେ ଚିତ୍ରା ସୋସିଆଲ ମିଡିଆ ରେ ଅଧିକ ସମୟ ବିତାଉଥିଲେ । ଆଉ ଜାହାଙ୍କୁ ସେ ଆଦୁ ପସନ୍ଦ କରୁନଥିଲେ । ଆଉ ଏହା ପରେ କୁଆଡେ ଚିତ୍ରା ଅଭିନୟ ରେ କେରିଅର କରିବାକୁ ଚାହିଁଥିଲେ ।

ସେହି ସମୟ ରେ ସେ ଚେନ୍ନାଇ ଜାଇଥିବା ବେଳେ ସେହି ସମୟ ରେ ତାଙ୍କ ଏକାଉଣ୍ଟ ରେ 34 ହଜାର ଫୋଲୟାର୍ସ ହୋଇଜାଇଥିଲେ । ଗତ ସପ୍ତାହ ରେ ସେ ନିଜର ଝିଅର ବିବାହ ଉତ୍ସବ ରେ ଯୋଗ ଦେବାକୁ ଘରକୁ ଆସିଥିଲେ । ଆଉ ବାହାଘର ପରେ ବି ସେ ଘର ଛାଡି ଚେନ୍ନାଇ ଯିବାକୁ ଚାହୁଁଥିଲେ ହେଲେ ତାଙ୍କ ର ସ୍ୱାମୀ ଏହା ଚାହୁଁ ନଥିଲେ କି ତାଙ୍କ ସ୍ତ୍ରୀ ଘର ଛାଡି ଯାଉ ବୋଲି ।

ଏହା ପରେ ସ୍ୱାମୀ ସ୍ତ୍ରୀ ମଧ୍ୟ ରେ ପ୍ରବଳ ଝଗଡା ହୋଇଥିଲା ଏବଂ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରି ଘର ଛାଡି ଚାଲିଜାଇଥିଲେ । ପରେ ସବୁ କଥା ଝିଅକୁ କହିିଥିଲେ । ଆଉ ଝିଅ ଘରକୁ ଜାଇ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *