ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆପଣଙ୍କ ପ୍ରିୟ ମି ପୁଚ୍ ପୁଚ୍ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। କାରଣ ଏହି ନିକଟରେ ସେ ତାଙ୍କର ସାତ ଜନ୍ମର ସାଥି କୁ ବାଛି ସାରିଛନ୍ତି । ତାଙ୍କ ସହ ମଧ୍ୟ ନିର୍ବନ୍ଧ ହୋଇ ସାରିଛି । ଏବଂ ଏବେ ଆମେ ତାଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କ ରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ସାକ୍ଷାତକାର ରେ ସେ ତାଙ୍କ ନିର୍ବନ୍ଧ ସମ୍ପର୍କ ରେ ମଧ୍ୟ କିଛି କଥା କହିଛନ୍ତି ।
ସେ କହିଥିଲେ କି ତାଙ୍କର ହେଉଛି ଆରେଞୀ୍ ମ୍ୟାରଜ୍ ଏବଂ ତାଙ୍କର ଏହା ଲଭ୍ ମ୍ୟାରେଜ ନୁହେଁ । ଏବଂ ତାଙ୍କର ବିବାହ କିଭଳି ସେଠାରେ ଠିକ୍ ହୋଇଥିଲା ସେହି ବିଷୟ ରେ କହିବାକୁ ଯାଇ ମି ପୁଚ୍ ପୁଚ୍ କହିଥିଲେ ଯେ ସେ ଯାଇଥିଲେ ତାଙ୍କ ସଶୁର ଙ୍କ ଇଣ୍ଟରଭିଉ ନେବା ପାଇଁ । ଓ ତାଙ୍କ ଶଶୁର ହେଉଛନ୍ତି ହାସ୍ୟ ଅଭିନେତା ଅରବିନ୍ଦ ଶଡଙ୍ଗୀ । ଏବଂ ତାଙ୍କ ଶାଶୁ ମଧ୍ୟ ତାଙ୍କ ସହ କଥା ହୋଇଥିଲେ ।
ତାଙ୍କର ଶାଶୁ ଙ୍କୁ ତାଙ୍କର କଥା ବହୁତ ଭଲ ଲାଗିଥିଲା । ଯେତେବେଳେ ତାଙ୍କ ହେବାକୁ ଥିବା ସ୍ଵାମୀ ସାମ୍ନା କୁ ଆସିଥିଲେ ସେତେବେଳେ ସେ ତାଙ୍କୁ ଭାଇ ନମସ୍କାର ବୋଲି କହିଥିଲେ । ଏହାପରେ ଦୁହିଁଙ୍କ ପାରିବାର ମଧ୍ୟ ପ୍ରସ୍ତାବ ପକାଇ ଥିଲେ । ଏବଂ ସେଠାରେ ତାଙ୍କର ବାହାଘର ହେବ ବୋଲି ମଧ୍ୟ ଠିକ୍ ହୋଇଜାଇଥିଲା । ଏହାପରେ ନିର୍ବନ୍ଧ ପୂର୍ବରୁ ତାଙ୍କର 12 ରୁ 15 ଥର ଝାଡ଼ା ମଧ୍ୟ ଡରିକି ହୋଇଜାଇଛି ବୋଲି ସେ କହିଛନ୍ତି ।
ତାଙ୍କର କଣ୍ଡିସନ୍ ଏପରି ହୋଇ ଯାଇଥିଲା ଯେ ଡ଼ାକ୍ତର ମଧ୍ୟ ସଲାଇନ ଲଗାଇବେ ବୋଲି କହିଥିଲେ । ତାଙ୍କର ହେବାକୁ ଯାଉଥିବା ସ୍ୱାମୀ ମଧ୍ୟ ଖୁବ ଭଲ ପିଲା ବୋଲି ମଧ୍ୟ ସେ କହୁଛନ୍ତି । ଏବଂ ସେ ତାଙ୍କୁ ବହୁତ ଭଲରେ ବୁଝାଇ ପାରନ୍ତି । ଏଥି ସହିତ ମି ପୁଚ୍ ପୁଚ୍ କହିଛନ୍ତି କି ସେ ଯେତିକି ଆଶା ରଖିଥିଲେ ତାହା ଠାରୁ ମଧ୍ୟ ତାଙ୍କର ହେବାକୁ ଯାଉଥିବା ସ୍ଵାମୀ ଅଧିକ ଭଲ ଅଟନ୍ତି । ଏବଂ ତାଙ୍କ ସ୍ୱାମୀ ତାଙ୍କ ମାଆଙ୍କର ବହୁତ ପ୍ରିୟ ଅଟନ୍ତି ।
ଏବଂ ହେବାକୁ ଥିବା ସ୍ୱାମୀ ଙ୍କ ନାମ ସମୁ ଅଟେ ଆଉ ଯେତେ ବେଳେ ସମୁ ଙ୍କ ଫୋନ ମୋ ପାଖକୁ ପଳେଇ ଆସେ ସେତେ ବେଳେ ମୋତେ ବହୁତ ଖୁସୀ ଲାଗେ । ଆଉ ଭଗବାନ ଙ୍କ ଆଶ୍ରୀବାଦ ଯୋଗୁଁ ମୁଁ ଆଜି ତାଙ୍କୁ ପାଇବାକୁ ଯାଉଛି ବୋଲି ସେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।