ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବୋହୁ କୁ ଧରି ଘରକୁ ଫେରିଲେ ରାଜୁ ଦାସ କୁହାଯାଏ ଯୋଡି ଉପର ବାଲା ହିଁ ଗଢିଥାନ୍ତି । ସେହିଥି ପାଇଁ ତ ଏବେ ରାଜୁଦାସ ଏବଂ ସୋନାଲୀ ଧରିଛନ୍ତି ଦୁହେଁ ଦୁହିଁଙ୍କ ହାତ ନିଜର କମେଡି ମାଧ୍ୟମ ରେ ସାରା ଓଡିଶା ବାସୀ ଙ୍କ ମନରେ ଘର କରିଥିବା ରାଜୁ ଏବେ ଆରମ୍ଭ କରିଛନ୍ତି ନୂଆ ଜିବନ ।
ଗତ କାଲି ମୁଣ୍ଡରେ ମୁକୁଟ ଏବଂ ହାତରେ ଗୁଆ ଚନ୍ଦନ ଧରି କେଉଁଝର ବାହାରି ପଡିଥିଲେ ରାଜୁ । ଡିଜେ ସାଙ୍ଗକୁ ସେଲ୍ଫି ବେବ ଠୁ ଆରମ୍ଭ କରି ଗରମ ଗରମ ନିଆଳି ଛେନା ଗୀତରେ ଧୁମ ନାଚି ଥିଲେ ବରଯାତ୍ରୀ ଅନ୍ୟ ପଟେ ବାହାଘର ଭୋଜିରେ ଭାତ ଡାଲି ଘଣ୍ଟ ମାଛ ମଟନ ଠାରୁ ଆରମ୍ଭ କରି ଭଳିକି ଭଳି ଆଇଟମ ହୋଇଥିଲା ।
ହେଲେ ମୋଟନ ସାପିସିୟଣ୍ଟ ରହିଥିବାରୁ କିଛି ମଜାଳିଆ ଢଙ୍ଗରେ ଝଗଡା କରିପାରି ନଥିବା କହିଛନ୍ତି ବରଯାତ୍ରୀ । କେଉଁଝର ରେ ପହଁଚିବା ପରେ ତାଙ୍କୁ ସେଠାରେ ବହୁତ ଚର୍ଚ୍ଚା କରାଜାଇ ଥିଲା ।
ଶାଳୀ ଙ୍କ ହାତରୁ ସରବତ ପିଇବା ପରେ ବେଦି ରେ ବସି ହୋମ ନିଆଁ କୁ ସାକ୍ଷୀ ରଖି ସୋନାଲୀ ଙ୍କ ହାତ ଧରିଥିଲେ । ତେବେ ସେ ନୂଆ ଜିବନ ଆରମ୍ଭ କରିବା ପାଇଁ ଯାଉଥିବାରୁ ସେ ବହୁତ ଖୁସୀ ରହିଥିବାର କହିଛନ୍ତି ରାଜୁ ଏବଂ ତାଙ୍କର ସ୍ତ୍ରୀ ରାଜ୍ୟ ବାସୀ ଙ୍କ ଆଶ୍ୱସନା କୁ ନେଇ ରାଜୁ ଦାସ ଓ ସୋନାଲୀ ସାହୁ ନିଜ ଜିବନ ର ଯାତ୍ରା ଆଉ ଏକ ନୂଆ ଅଧ୍ୟୟ ଆରମ୍ଭ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।