୮ ବର୍ଷର ବିବାହ ପରେ ସ୍ତ୍ରୀ ଏମିତି କଣ କଲେ ଯେ ସ୍ୱାମୀ ହାରିଦେଲା ଜୀବନ

8 years

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ର ମଧ୍ୟରେ ରହିଥିବା ସମ୍ପର୍କ କୁ ବହୁତ ପବିତ୍ର ସମ୍ପର୍କ ବୋଲି ମାନା ଯାଇଥାଏ ଏବଂ ଏହି ସମ୍ପର୍କୁ କୁ ଭଗବାନ ଙ୍କ ର ରୂପ ମଧ୍ୟ ମାନାଯାଏ ତେବେ ଏହି ସମ୍ପର୍କ ମଧ୍ୟରେ ଏବେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ଟିରେ ସ୍ୱାମୀ ଆ-ତ୍ମ-ହ-ତ୍ୟା କରିଛିନ୍ତି ଏବଂ ସ୍ତ୍ରୀ ସ୍ୱାମୀ ଙ୍କ ର ଆ-ତ୍ମ-ହ-ତ୍ୟା କଥା ଶୁଣିବା ପରେ ସ୍ତ୍ରୀ ମେଡିକାଲ ରେ ଭର୍ତ୍ତୀ ହୋଇଛନ୍ତି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଘଟଣା ଟି ହେଉଛି କେଉଁଝର ଜିଲ୍ଲା ର , ତେବେ ଘଟଣା ରେ ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା ଏହା କି ଯେ ଆ-ତ୍ମ-ହ-ତ୍ୟା କରିଥିବା ସ୍ୱାମୀ ଜଣକ ହେଉଛନ୍ତି ଜଣେ ଡାକ୍ତର । ତେବେ ଏଠାରେ ବହୁତ ବଡ ପ୍ରଶ୍ନ ଉଠୁଛି କି ଜଣେ ଡାକ୍ତର ଯିଏକି ମାନସିକ ସ୍ତରରେ ସର୍ବଦା ସ୍ଥିର ରହିଥାନ୍ତି ତେବେ ସେ ଜଣେ ଡାକ୍ତର ହୋଇ ଏଭଳି ଆ-ତ୍ମ-ହ-ତ୍ୟା ଭଳି କାମ କିପରି କରିପାରିଲେ । ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଡାକ୍ତର ଙ୍କ ର ବିବାହ ସରିସାରିଥିଲା ଏବଂ ତାଙ୍କର ବିବାହକୁ 8 ବର୍ଷ ହୋଇସାରିଥିଲା । ତେବେ ଏମିତି ସ୍ତ୍ରୀ ଜଣକ କଣ କଲେ ଯେ ସ୍ୱାମୀ ଯିଏକି ଜଣେ ଡାକ୍ତର ସେ ଏମିତି ଆ-ତ୍ମ-ହ-ତ୍ୟା କରିଲେ ।

Husband

ତେବେ ଡାକ୍ତର ଙ୍କ ର ପୋଡିଶୀ ମାନଙ୍କ କହିବା ଅନୁଯାଇ ଡାକ୍ତର ଙ୍କ ର ସ୍ତ୍ରୀ ଡାକ୍ତର ଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ ତେବେ ଏହି କାରଣ ରୁ ଡାକ୍ତର ଏବଂ ତାଙ୍କର ସ୍ତ୍ରୀ ଗୋଟେ ମାସ ଭିତରେ କେଉଁଝର ଜିଲ୍ଲା ରେ ସେମାନେ 15ରୁ ଅଧିକ ଥର ହେବ ରୁମ ଚେଞ କରିସାରିଲେଣି ଏବଂ ଏହାରି ଭତରେ ସାମାନଙ୍କ ମଧ୍ୟରେ ପ୍ରତିଦିନ କଳହ ଲାଗି ରହୁଥିଲା ଏବଂ ଏହା ସହ ଡାକ୍ତର ଙ୍କ ର ପତ୍ନୀ ଡାକ୍ତର ଜଣଙ୍କୁ ସବୁବେଳେ ମାନସିକ ଯନ୍ତ୍ରଣା ଦେଉଥିଲେ ଯେଉଁ କାରଣ ରୁ ଡାକ୍ତର ଜଣକ ବାଧ୍ୟ ହୋଇଛନ୍ତି ଆ-ତ୍ମ-ହ-ତ୍ୟା କରିବା ପାଇଁ ।

ତେବେ ସ୍ୱାମୀ ଆ-ତ୍ମ-ହ-ତ୍ୟା କରିବା ପରେ ଜୋର ଜବରଦସ୍ତ ହସପିଟାଲ ରେ ଆସି ଭର୍ତ୍ତୀ ହୋଇଛନ୍ତି । ତେବେ ଏହି ସବୁ ଘଚଣା ର ରହସ୍ୟ କଣ ରହିଛି ତାହା କେବଳ ଡାକ୍ତର ଙ୍କ ର ସ୍ତ୍ରୀ ହିଁ କହି ପାରିବେ କି ଡାକ୍ତର ଜଣକ ଏପରି କାହିଁକି କରିଲେ । ତେବେ ଏଥିରୁ ଜଣା ପଡୁଛି କି ଡାକ୍ତର ଙ୍କ ସ୍ତ୍ରୀ ତାଙ୍କର ବାପା ଘର ର କହିବା ଅନୁସାରେ ହିଁ ଚାଲୁଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *