ଆଧାର କାର୍ଡରେ ଆସିଲା ନୁଆ ନିୟମ । ଏବେ ହିଁ ଜାଣି ନିଅନ୍ତୁ

Aadhaar Card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାର ଙ୍କ ପକ୍ଷ ରୁ ଆଧାର କାର୍ଡ କୁ ନେଇ ଜାରି ହୋଇଛି କିଛି ନୂଆ ଗାଇଡ ଲାଇନ ଯଦି ଆପଣ ମାନଙ୍କର ଆଧାର କାର୍ଡ ରହିିଛି ତେବେ ଆପଣ ମାନଙ୍କୁ ଏହି ସମସ୍ତ କାମ କରିବାକୁ ପଡିବ । ନଚେତ ଆପଣ ମାନଙ୍କୁ ସରକାର ପକ୍ଷ ରୁ ଆସୁଥିବା କୈଣସି ଯୋଜନା ରେ ମଧ୍ୟ ଫାଇଦା ପାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା କଣ ରହିଛି ଆଧାର କାର୍ଡ ସମନ୍ଧିୟ ନୂଆ ନିୟମ । ତାହା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଯଦି ଆପଣ ମାନେ 10 ବର୍ଷ ପୂର୍ବେ ଆଧାର କାର୍ଡ ପ୍ରସ୍ତୁତ କରିଛନ୍ତି । ତେବେ ଏହି ଖବର ଟି ଆପଣ ମାନଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଏକ ଗାଇଡ ଲାଇନ ଜାରି କରିଛି । 10 ବର୍ଷ ପୂର୍ବେ ଆଧାର କାର୍ଡ ପ୍ରସ୍ତୁତ କରିଥିବା ଲୋକ ମାନଙ୍କ ପାଇଁ ଏହି ପରିବର୍ତନ ହୋଇଛି ।

Aadhaar card

ଯଦି ଆଧାର କାର୍ଡ ରେ କୈଣସି ଭୁଲ ରହିଛି ବା କୈଣସି ପ୍ରମାଣ ପତ୍ର ଦେଇ ଆପଣ ମାନେ ଆପଡେଟ କରିନାହାଁନ୍ତି । ତେବେ ଅବସ୍ୟ କରେଇ ନିଅନ୍ତୁ । ଲୋକ ମାନଙ୍କ ଡାଟା ସଠିକ୍ କରେଇବା ହିଁ ଏହାର ଲକ୍ଷ ଅଟେ ।

ଏବେ କିଛି ଲୋକ ମାନେ ନିଜର ଆଧାର କାର୍ଡ ରେ ପରିବର୍ତନ କରୁଛନ୍ତି । ଏହା ଦ୍ୱାରା ନକଲୀ ଉପାୟ ରେ ବାହାର କରାଜାଉଥିବା ଆଧାର କାର୍ଡ ରୁ ଆପଣ ମାନେ ସଚେତନ ହୋଇ ପାରିବେ ।

ଏହା ସହିତ ବନ୍ଧୁଗଣ ଆଧାର କାର୍ଡ ରେ ଆସିବାକୁ ଯାଉଥିବା ବିଭିନ୍ନ ନୂଆ ଯୋଜନା ରେ ଆପଣ ମାନେ ଲାଭ ଉଠେଇ ପାରିବେ । ଆଉ ଏହିଥି ପାଇଁ ଆପଣ ମାନେ ଭାବୁଥିବେ ଏହି ଆପଡେଟ କେମିତି କରେଇ ପାରିବେ ତେବେ ଆପଣ ମାନଙ୍କୁ ଆଧାର ସେଣ୍ଟର ଯିବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *