ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ନାମ ର ମହିଳା ମାନଙ୍କ ବିଷୟ ରେ ଜଣାଉବୁ ଯାହାକି ସେମାନେ ତାଙ୍କ ଜୀବନ ରେ ବହୁତ ଟଙ୍କା ଅର୍ଜନ କରିବା ସହ ସେମାନେ ତାଙ୍କର ପରିବାର ପାଇଁ ବହୁତ କିଛି କରିଥାନ୍ତି , ତେବେ ଆସନ୍ତୁ ଜାଣି ନେବା ସେହି ମହିଲା ମାନଙ୍କ ବିଷୟ ରେ ,
ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି କୈଣସି ବ୍ୟକ୍ତି ର ତାର ନାମ ର ତାର ଜୀବନ ଶୈଳି ବିଷୟ ରେ ଜାମି ହୁଏ , ତେବେ ଯେଉଁ ବ୍ୟକ୍ତି ଙ୍କ ର ନାମ ତାଙ୍କର ନାମ ଅନୁସାରେ ରଖାଯାଇଥାଏ , ସେମାନ ଙ୍କ ର ନାମ ରୁ ସେମାନ ଙ୍କ ର ଗୁଣ ଏବଂ ଚରିତ୍ର କିପରି ସେସବୁ ଜାଣି ହୁଏ , ତେବେ ଆଜି ଆମେ ଆପଣ ଙ୍କୁ ଯେଉଁ ଅକ୍ଷର ର ମହିଳା ମାନଙ୍କ ବିଷାୟ ରେ କହିବାକୁ ଯାଉଛୁ ସେମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱରୁପ ହୋଇଥାନ୍ତି , ତେଣୁ ସେମାନଙ୍କ ର ଜୀବନ ରେ କେବେ ବି ଧନ ର ଅଭାବ ଦେଖା ଦେଇ ନଥାଏ ଏବଂ ସୈବାଗ୍ୟଶାଳୀ ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ଅକ୍ଷର କଣ ଏବଂ ସେହି ମହିଳା ମାନଙ୍କ ବିଷୟ ରେ ,
ତେବେ ପ୍ରଥମ ଅକ୍ଷର ଟି ହେଉଛି K ଏହି ନାମ ର ମହିଳା ମାନେ ବହୁତ ବୁଦ୍ଧିମତି ହୋଇଥାନ୍ତି ଏହି ମହିଳା ମାନେ ତାଙ୍କର ନିଜ ର ପରିଚୟ ସେମାନେ ନିଜେ ପ୍ରସ୍ତୁତ କରିଥାନ୍ତି । ଏମାନେ ଯେଉଁ କାମ କରିଥାନ୍ତି ତାହା ତାଙ୍କର ମନ ଧ୍ୟାନ ଦେଇ କରିଥାନ୍ତି ଏହା ସହ ଏମାନେ ଶୁଭ ଭାଗ୍ୟ ରେ ଜନ୍ମ ନେଇଥାନ୍ତି ଯାହା କାରଣ ରୁ ଏମାନେ ତାଙ୍କ ଜୀବନ ରେ ସମସ୍ତ କାର୍ଯ୍ୟ ରେ ସଫଲତା ପ୍ରାପ୍ତ କରିଥାନ୍ତି ।
ଏହା ପରେ L ଅକ୍ଷର ନାମ ର ମହିଳା , ଏହି ମହିଳା ମାନଙ୍କ ଜୀବନ ରେ କେବେ ଧନ ର ଅଭାବ ହୋଇନଥାଏ , ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିଥାଏ , ଏମାନେ ପ୍ରରିଶ୍ରମି ହେବା ସହ ବୁଦ୍ଧିମତି ହୋଇଥାନ୍ତି , ଏମାନଙ୍କ ର ଭାଗ୍ୟ ଏମାନଙ୍କ ସାଥିରେ ରହିଥାଏ ଯାହା ପାଇଁ ସେମାନେ ତାଙ୍କର ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିପାରନ୍ତି ।
ଏହା ପରେ P ଅକ୍ଷର ର ମହିଳା , ଏହା ନାମ ର ମହିଳା ମାନେ ଜିଦି ସ୍ୱାଭାବ ର ହୋଇଥାନ୍ତି , ଏମାନେ ତାଙ୍କ ଜୀବନ ରେ ଯେଉଁ କାମ କରିବା ପାଇଁ ସ୍ଥିର କରିଥାନ୍ତି , ସେହି କାମ କୁ ସେମାନେ ଶେଷ ନ କରିବା ଯାଏଁ ସେ କାମ କୁ ଅଧାରେ ଛାଡନ୍ତି ନାହିଁ , ଏମାନଙ୍କ ର ସମାଜ ରେ ନାମ ରହିଥାଏ , ଏମାନେ କୈଣସି କାମ କୁ କଷ୍ଟ ଭାବିନଥାନ୍ତି ,ଏହା ସହ ଏମାନେ ତାଙ୍କର ପରିବାର ପ୍ରତି ବିଶ୍ୱସ୍ଥ ହୋଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।