ଟି -୨୦ ବିଶ୍ୱକପରେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ।

Rohit Sharma

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଟି -20 ବିଶ୍ୱ କପ୍ ରେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ କୁ ଲାଗିଲା ବଡ ଝଟ୍କା । ଆହାତ ହେଲେ ଅଧିନାୟକ ରୋହିତ ଶର୍ମା ନଭେମ୍ବର 10 ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପୂର୍ବରୁ ଆଡିଲାଣ୍ଡ ରେ ଟିମ୍ ଇଣ୍ଡିଆ କୁ ବହୁତ ବଡ ଝଟ୍କା ଲାଗିଛି । ଅଭ୍ୟାସ ସମୟ ରେ ରୋହିତ ଶର୍ମା ଆହାତ ହୋଇଛନ୍ତି ।

ତାଙ୍କର ଡାହାଣ ହାତରେ ଆଘାତ ଲାଗିଛି । ହେଲେ ଏହି ଆଘାତ କେତେ ପରିମାଣ ରେ ଲାଗିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ରୋହିତ ଶର୍ମା ତାଙ୍କର ଡାହାଣ ହାତ ଇଜୋଡ୍ ହେବା ପରେ ତୁରନ୍ତ ବେଟିଂ ଅଭ୍ୟାସ ବନ୍ଦ କରି ଦେଇଥିଲେ । ଆଘାତ ପରେ ରୋହିତ ବରଫ ଫ୍ୟାସ୍ ସହିତ ବସିଥିବାର ନଜର ଆସିଛନ୍ତି ।

Rohit

ବର୍ତମାନ ସମୟ ରେ ସେହି ସମୟ ର ଅନେକ ଚିତ୍ର ସାମ୍ନାକୁ ଆସୁଛି । ଯେଉଁଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି କି ତାଙ୍କର ଡାହାଣ ହାତରେ ଆଘାତ ଲାଗିଛି । ଏବଂ ସେ ବରଫ ପ୍ୟାକ୍ ସହିତ ବସିଛନ୍ତି । ରୋହିତ ଶର୍ମା ଙ୍କ ଅଙ୍ଗ ଭଙ୍ଗି ରୁ ଜଣା ପଡୁଛି କି ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

ଯଦି ଅଧିନାୟକ ରୋହିତ ଶର୍ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇଥାଏ । ତେବେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ପୂର୍ବରୁ ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ପ୍ରତି ବନ୍ଧକ ବୋଲି ପ୍ରମାଣିତ ହେବ । ଭାରତିୟ କ୍ରିକେଚ ପ୍ରେମି ଙ୍କ ପାଇଁ ଏହା ଏକ ନୈରାସ ଜନକ ବିଷୟ ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *