ଦୁଇ ଶହ ପୁରୁଷଙ୍କ ସହ ରାତି ବିତାଇଛନ୍ତି ୬୧ ବର୍ଷିୟ ମହିଳା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ କୁ ବଦଳେଇ ଦେଲା ଚଳଚିତ୍ର ର ଗୋଟେ ଭୂମିକା । ଅଭିନେତା ବା ଅଭିନେତ୍ରୀ ମାନେ ପ୍ରାୟତଃ ସେମାନଙ୍କ ବ୍ୟକ୍ତିଗତ ଜିବନ ବିଷୟ ରେ ସାକ୍ଷାତ କାର ରେ ଏପରି ଖୋଲା ଖୋଲି ଭାବେ କୁହନ୍ତି ଯେ ସମସ୍ତେ ଏହା ବିଷୟ ରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଆନ୍ତି । ନିକଟ ରେ ଏମିତି ଆମେରେକିୟ ଅଭିନେତ୍ରୀ ଏମିତି ଆଶ୍ଚର୍ଯ୍ୟ ଜନକ କଥା କହିଥିଲେ ଯେ ସମସ୍ତେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଜାଇଥିଲେ ।

ସହରିଆ ଲୋକ ମାନଙ୍କ ପାଖରେ ଏମିତି ଅନେକ ରହସ୍ୟ ରହିଥାଏ ଜାହା ସେମାନେ ସମସ୍ତ ଙ୍କୁ କହି ପାରନ୍ତି ନାହିଁ । ହେଲେ ଯେତେ ବେଳେ ସେଲିବ୍ରେଟି ମାନଙ୍କ ରହସ୍ୟ ଜାଣିବାକୁ ଆସେ ସେତେ ବେଳେ ସମସ୍ତେ ଚକିତ ହୋଇଜାଆନ୍ତି । ଜେନିଫାର ମଧ୍ୟ ତାଙ୍କର ବ୍ୟକ୍ତିଗତ ଜିବନ ସହିତ ଯୋଡିତ ଏକ ଆଶ୍ଚର୍ଯ୍ୟ ଜନକ କଥା କହିଥିଲେ ।

Jennifer

ତେବେ ଗୋଟେ ରିପୋର୍ଟ ଅନୁସାରେ ଜେନିଫାର କୋଲି ଜଣେ ଆମେରେକିୟ ଅଭିନେତ୍ରୀ ଏବଂ ତାଙ୍କୁ ବର୍ତମାନ ସମୟ ରେ 61 ବର୍ଷ ବୟସ । କିଛି ଦିନ ପୂର୍ବରୁ ସେ ଏକ ପତ୍ରିକା ସହିତ ଏକ ବିଶେଷ ବାର୍ତ୍ତାଳାକ କରିଥିଲେ ଯେଉଁଥିରେ ସେ ଏକ ଆଶ୍ଚର୍ଯ୍ୟ ଜନକ କଥା ସେୟାର କରିଥିଲେ । ତେବେ 1999 ମସିହା ରେ ମୁକ୍ତିଲାଭ କରିଥିବା ଅଡଲ୍ଟ କମେଡି ଚଳଚିତ୍ର ଆମେରିକାନ ପାଇ ରେ ଜେନିଫାର ଷ୍ଟିଫ ଲର୍ଣ୍ଣ ଙ୍କ ମାଆ ହୋଇଥିଲେ ।

ତେବେ ଏହି ଚଳଚିତ୍ରର ମୂଖ୍ୟ ଚରିତ୍ର ଯିଏ ତାଙ୍କ ପୁଅ ର ବନ୍ଧୁ ଙ୍କ ସହିତ ପ୍ରେମ ସଂ-ମ୍ପର୍କ ସ୍ଥାପନା କରିଥିଲେ । ଏହି ଚଳଚିତ୍ର ର ପରବର୍ତି ଅଂଶ ଗୁଡିକ 2001, 2003 ଏବଂ 2012 ରେ ମଧ୍ୟ ନିର୍ମିତ ହୋଇଥିବା ବେଳେ ଯେଉଁଥିରେ ଜେନିଫାର ପୁନର୍ବାର ତାଙ୍କର ବୋର୍ଲ ଚରିତ୍ରରେ ଅଭିନୟ କରିଥିଲେ । କେବଳ ଏହି ଚାରିଟି ଫିଲ୍ମ ସହିତ ସେ ରାତା ରାତି ପ୍ରସିଦ୍ଧି ହାସଲ କରିଥିଲେ । ଏବଂ ସିନେମା ଇଣ୍ଡଷ୍ଟ୍ରୀ ବାହେରେ ବି ତାଙ୍କର ଚାହିଦା ବଢିଗଲା ।

ସାକ୍ଷାତ କାର ରେ ଜେନିଫାର କହିଛନ୍ତି ଯେ ଲୋକ ମାନେ ତାଙ୍କ ସହି ପ୍ରେମ ସଂ-ମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି । ଏହି ଚଳଚିତ୍ର ରେ ତାଙ୍କର କାର୍ଯ୍ୟ ଦେଖି ତାଙ୍କର ଅନେକ ଙ୍କ ସହିତ ଆଫାୟର୍ସ ହୋଇଥିବା ବେଳେ ପ୍ରାୟ 200 ପୁରୁଷଙ୍କ ସହିତ ସେ ରାତି କଟେଇ ଥିଲେ । ସେ କହିଛନ୍ତି ଯେ ଯଦି ସେ ସେ ସେହି ଭୂମିକା ନ କରନ୍ତି ତେବେ ଏହି ସବୁ ଅଫିସ କରିବା ସମ୍ଭବ ହୋଇ ନଥାନ୍ତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *