9 ଲକ୍ଷ ଲୋକଙ୍କ ଘର ମିଳିବ – ଆପଣ ପାଇବାକୁ ଚାହୁଁଥିଲେ ନିଶ୍ଚୟ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ରାଜ୍ୟବାସୀ ଙ୍କ ପାଇଁ ଆସିଛି ଏକ ବହୁତ ବଡ ଖୁସି ଖବର । ଓଡିଶା କୁ ମିଳିବ 9 ଲକ୍ଷ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଆବାସ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପୂର୍ବରୁ ଏ ନେଇ ବିବାଦ ଦେଖା ଦେଉଥିବା ବେଳେ ଏବେ ବାଟ ଫିଟିଛି ।

ନିକଟରେ କନ୍ଦ୍ର ଶିକ୍ଷା ମନ୍ତ୍ରୀ ପଞ୍ଚାୟତ ରାଡ ମନ୍ତ୍ରୀଳୟ ସହିତ ଯୋଗାଯୋଗ କରି ରାଜ୍ୟର ହକ୍ ନେଇ ଆଲୋଚନା କରିଥିଲେ । ତେବେ ଏହା ପରେ ରାଜ୍ୟ ସରକାର ଙ୍କୁ ଯୋଗ୍ୟ ହିତାଧୀକାରୀ ତାଲିକା ମଗା ଯାଇଥିଲା । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟରେ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

pm

ତେବେ ନଅ ଟି ଜିଲ୍ଲା ର ଯୋଗ୍ୟ ହିତାଧୀକାରି ଏମିତିକି ବାତ୍ୟା ଏବଂ ଫନି ହିତାଧୀକାରି ଓ ଅନ୍ୟ ବର୍ଗ ର ହିତାଧୀକାରି ଙ୍କ ତାଲିକା ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣା ପଡିଛି । ତେବେ ପ୍ରାଥମିକ ପ୍ରଯ୍ୟାୟ ରେ 5.59 ଲକ୍ଷ ହିତାଧୀକାରି ଙ୍କୁ ପିଏମ୍ ଆବାସ ଯୋଜନା ରେ ସାମିଲ କରିବା ନେଇ ସ୍ଥିର ହୋଇଛି ।

ତେବେ ଏଥିରେ ବାତ୍ୟା କ୍ଷତି ଗ୍ରସ୍ଥ ଙ୍କୁ ମିଶାଇ 9 ଲକ୍ଷ ରୁ ଅଧିକ ହିତାଧୀକାରି ଙ୍କୁ ଆବାସ ମିଳିବା ନେଇ ପକ୍ରିୟା ଜାରି ରହିଛି । ଏହି ଯାଞ୍ଚ ପକ୍ରିୟା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସମାପ୍ତ ହେବ । ଏହା ପରେ ସରକାର ନିର୍ଦ୍ଦେଶ ନାମା ଜାରି କରିବେ । ତେବେ ଏହା ଦ୍ୱାରା କେନ୍ଦ୍ର ରାଜ୍ୟ ସରକାର ଙ୍କ ପୂର୍ବ ପ୍ରତିଶୁତି ପୁରଣ ହେବ ।

ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାର ଗତ 2019 ମସିହା ରେ ଆବାସ ପ୍ଲସ ପୋର୍ଟାଲ କୁ ବନ୍ଦ କରିଦେଇଥିଲେ । ସେ ସମୟ ରେ ରାଜ୍ୟ ସରକାର କେନ୍ଦ୍ର କୁ 8 ଲକ୍ଷ ରୁ ଅଧିକ ହିତାଧୀକାରି ଙ୍କ ତାଲିକା ଦେଇଥିଲେ । ପରର୍ବର୍ତ୍ତୀ ସମୟ ରେ ରାଜ୍ୟ ର ବାତ୍ୟା ପ୍ରକପ ଦେଖିବାକୁ ମିଳିଥିଲା । ହିତାଧୀକାରି ଙ୍କ ତାଲିକା କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *