ଓଡିଶାରେ ମିଳୁଛି 9 ଲକ୍ଷ ଘର । ପାଇବା ପାଇଁ କରନ୍ତୁ ଏହି କାମ

houses

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ବାସୀ ଙ୍କ ପାଇଁ ଆସିି ଖୁସୀର ଖବର ଓଡିଶା କୁ ମିଳିବ 9 ଲକ୍ଷରୁ ଅଧିକ ପ୍ରଧାନ ମନ୍ତ୍ରୀ ଆୱାସ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ନେଇ ପୂର୍ବରୁ ବିବାଦ ଦେଖା ଦେଉଥିବା ବେଳେ ଏବେ ବାଟ ଫିଟିଜାଇଛି । ସେହି ପରି ବେଳେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରାଳୟ ସହିତ ଯୋଗାଯୋଗ କରି ରାଜ୍ୟର ହକ୍ ନେଇ ଆଲୋଚନା କରିଥିଲେ । ରାଜ୍ୟ ସରକାର ଙ୍କୁ ଯୋଗ୍ୟ ହୀତାଧିକାରୀ ତାଲିକା ମଗାଜାଇ ଥିଲା ।

ତେବେ ବନ୍ଧୁଗଣ ଏହି ନେଇ ସଂମ୍ପର୍ଣ୍ଣ ଆପଡେଟ କଣ ରହିଛି ଆପଣ ମାନଙ୍କ ସହିତ ଆଲୋଚନା କରିବୁ । ତେବେ ବନ୍ଧୁଗଣ 9 ଟି ଜିଲ୍ଲାର ଯୋଗ୍ୟ ହୀତାଧିକାରୀ ମାନଙ୍କୁ ଏମିତି କି ବାତ୍ୟା ଫନି ହୀତାଧିକାରୀ ଙ୍କ ତାଲିକା ନେଇ ଆଲୋଚନା ହୋଇଥିବା ଏକ ବିଶେଷ ସୂତ୍ର ରୁ ଜଣା ପଡିଛି । ତେବେ ପ୍ରାଥମିକ ପର୍ଯ୍ୟାୟ ରେ 5.69 ଲକ୍ଷ ହୀତାଧିକାରୀ ଙ୍କୁ ପିଏମ୍ ଆୱାସ ଯୋଜନା ରେ ସାମିଲ କରିବା ନେଇ ସ୍ଥିର କରାଜାଇଛି ।

pm

ତେବେ ଏହିଥିରେ ବାତ୍ୟା କ୍ଷେତି ଗ୍ରସ୍ଥ ଙ୍କୁ ମିଶେଇ 9 ଲକ୍ଷ୍ୟ ହୀତାଧିକାରୀ ମାନଙ୍କୁ ଆୱାସ ମିଳିବା ନେଇ ପକ୍ରିୟା ଜାରି ରହିଛି । ଏହି ଜାଞ୍ଚ ପକ୍ରିୟା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସମାପ୍ତ ହେବ । ଏହା ପରେ ସରକାର ନିର୍ଦ୍ଧେଶ ନାମା ଜାରି କରିବେ ତେବେ ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପୂର୍ବ ପ୍ରତିଶୃତି ପୂରଣ ହେବ ।

ସୂଚନା ଯୋଗ୍ୟ କି କେନ୍ଦ୍ର ସରକାର ଗତ 2019 ମସିହା ରେ ଆୱାସ ପ୍ଲସ୍ ପୋର୍ଟାଲ କୁ ବନ୍ଦ କରିଦେଇ ଥିଲେ । ସେହି ସମୟ ରେ ରାଜ୍ୟ ସରକାର କେନ୍ଦ୍ର କୁ 8 ଲକ୍ଷ ରୁ ଅଧିକ ହୀତାଧିକାରୀ ଙ୍କ ତାଲିକା ଦେଇଥିଲେ । ପରବର୍ତି ସମୟ ରେ ରାଜ୍ୟରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା । ହୀତାଧିକାରୀ ଙ୍କ ତାଲିକା କୁ ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାଦ ଦେଖିବା ପାଇଁ ମିଳିଥିଲା ।

ତେବେ ଖୁବ ଶୀଘ୍ର ରାଜ୍ୟ ବାସୀ ଙ୍କୁ ଖୁସୀ ଖବର ମିଳିବ ବୋଲି ଆଶା ରହିଛି । ଏହା ସହିତ ଆପଣ ମାନେ ଯଦି ଭାବୁଥିବେ କି କେଉଁ ୱେବସାଇଟ ଯୋଗେ ଆପଣ ମାନେ ଲିଷ୍ଟ ଦେଖି ପାରିବେ ତେବେ ଆମେ ଆପଣ ମାନଙ୍କୁ ଏଠାରେ ଡେସକ୍ୟୁବସନ ରେ ଲିଙ୍କ୍ ଦେଇଛୁ ଆପଣ ମାନେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *